Back
पुलिस मुठभेड़ में टीमा सहित तीन गिरफ्तार, Three-Four फरार
ANAJAY NATH
Mar 18, 2026 15:45:46
Sambalpur, Odisha
ପୋଲିସ ଏନକାଉଣ୍ଟର ରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମା ଝାଙ୍କର ଆହତ ଘଟଣା ରେ ତିନି ଜଣଙ୍କୁ ଗିରଫ କରିଥିବା ଓ ଆହୁରି ତିନିରୁ ଚାରିଜଣ ଫେରାର ହୋଇଯାଇଥା ଯାଇଥିବା ସୂଚନା ଦେଇଛନ୍ତି ଏସ ପି । ଆଉ ତିନି ଜଣ ଫେରାର ହୋଇଯାଇଥିବା ଓ ତାଙ୍କ ନିକଟରେ ମଧ୍ୟ ଅସ୍ତ୍ର ରହିଥିବା ସୂଚନା ଦେଇଛି ପୋଲିସ । ସେମାନେ ଆଉ ତିନି ରୁ ଚାରିଜଣ ଫେରାର ହୋଇଥିବା ସୂଚନା ଦେଇଛି ପୋଲିସ । ଧରାପଡ଼ି ଥିବା ଆଉ ଜଣେ ଅପରାଧୀଙ୍କ ନାମରେ ୧୮ ଟି କେସ ରହିଥିବା ସୂଚନା ଦେଇଛନ୍ତି ଏସ ପି । ନାକଟିଦେଉଳ ପୋଲିସ ସହ ଗୁଳି ବିନିମୟ ବେଳେ କୁଖ୍ୟାତ ଡକାୟତ (ଟିମା ଝାଙ୍କର) ଓରଫ ଧନେଶ୍ୱର ଝାଙ୍କର ଆହତ । ଆଜି ସକାଳ ୫.୪୫ ମିନିଟ ସମୟରେ ଟିମା ତାର ତିନି ସହଯୋଗୀଙ୍କ ସହ ରେଢ଼ାଖୋଲ ଅନ୍ତର୍ଗତ ଡ଼ୁମାଛଲୀ ଜଙ୍ଗଲ ରେ ପଳାୟନ କରୁଥିବା ସମୟରେ ପୋଲିସ ଗିରଫ କରାଯାଇଛି । ଟିମା ଓ ତାର ତିନି ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ଟିମା ପୋଲିସକୁ ତିନି ରାଉଣ୍ଡ ଗୁଳିଫାୟା କରିଥିବା ବେଳେ ପୋଲିସ ଦୁଇ ରାଉଣ୍ଡ ଫାୟାର କରିଥିଲା । ପୋଲିସ ତା ନିକଟରୁ ଗୋଟିଏ ପିସ୍ତଲ କଛି ସମ୍ପୃକ୍ତ ଉପକରଣ, ଗୋଟିଏ ବୋଲେରୋ ଗାଡ଼ି, ଗୋଟିଏ ୱାଇଯର କଟର ପାଇଁ ଚୋରି ଓ ସାଜସଜ୍ଞା ଜବତ କରିଛି । ଟିମା କୁ ରେଢ଼ାଖୋଲ ସଦର ହସ୍ପିଟାଲ ରୁ ପରବର୍ତ୍ତୀ ସମୟରେ ଭୀମସାର ବୁର୍ଲା କୁ ଚିକିତ୍ସା ପାଇଁ ରେଫର କରାଯାଇଥିବା ସୂଚନା ପୋଲିସ ଦେଇଛି । ସୂଚନା ଥାଉ କି ଟିମା ନାଁ ରେ ଜିଲ୍ଲା ଓ ଜିଲ୍ଲା ବାହାରେ ୪୧ ଟି ପୋଲିସ କେସ ରହିଛି । ସେ ଚୋକାୟତି, ଚୋରି, ଆଲୁମିନିୟମ କଣ୍ଡକ୍ଟର ତାର ଚୋରି, ଘଟଣା ରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ପୋଲିସ ତରଫରୁ ତଦନ୍ତ ଜାରି ରହିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DCDILIP CHOUDHARY
FollowMar 18, 2026 16:33:340
Report
PKPradeep Kumar
FollowMar 18, 2026 16:33:150
Report
ASAshok Singh Shekhawat
FollowMar 18, 2026 16:33:020
Report
0
Report
AKAshok Kumar sharma
FollowMar 18, 2026 16:32:500
Report
RKRupesh Kumar
FollowMar 18, 2026 16:32:380
Report
AAANOOP AWASTHI
FollowMar 18, 2026 16:32:220
Report
HKHARI KISHOR SAH
FollowMar 18, 2026 16:31:170
Report
NSNiroj Satapathy
FollowMar 18, 2026 16:30:56Koraput, Odisha:କୋରାପୁଟ - ସରକାର ଓ ପର୍ଯ୍ୟଟନ ବିଭାଗ ର ମିଳିତ ଉଦ୍ୟମରେ ପୁରୀ ରେ ଜଗା ଦର୍ଶନ କରିବେ ଭକ୍ତ। କୋରାପୁଟ ରୁ ୫ ଟି ବସ୍ ରେ ୧୮୫ ଶ୍ରଦ୍ଧାଳୁ ପୁରୀ ଅଭିମୁଖେ ଯାତ୍ରା କଲେ。
0
Report
AMAjay Mishra
FollowMar 18, 2026 16:30:340
Report
PSPradeep Sharma
FollowMar 18, 2026 16:30:180
Report
0
Report
634
Report
BKBRAJESH KUMAR
FollowMar 18, 2026 16:18:58722
Report
KCKumar Chandan
FollowMar 18, 2026 16:18:40837
Report