Back
Odisha के लोक-कला महोत्सव 2026 का उद्घाटन: असम और हिमाचल के कलाकारों ने दी प्रस्तुति
ANAJAY NATH
Jan 05, 2026 13:41:11
Sambalpur, Odisha
ଡିସେମ୍ବର ଚାରି ତାରିଖ ରୁ ଆରମ୍ଭ ହୋଇଛି ଲୋକ କଳା ସଂସ୍କୃତି ଓ ପରମ୍ପରା ଆଦାନ ପ୍ରଦାନ ର ଉତ୍ସବ ଲୋକ ମହୋତ୍ସବ ୨୦୨୬|ସ୍ଠାନୀୟ ରାଜ୍ୟ ଓ ରାଜ୍ୟ ବାହାରର ଲୋକ କଳା ଓ ସଂସ୍କୃତି କୁ ଏହି ମଞ୍ଚ ରେ ପ୍ରଦର୍ଶନ କରାଯାଇଥାଏ| ସେ ଆସାମ ର କଳାକାର ହୁଅନ୍ତୁ କିମ୍ବା ହିମାଚଳ ର ସମସ୍ତେ ନିଜ ନିଜ ଲୋକ କଳା ସଂସ୍କୃତି କୁ ଗୀତ ନାଚ ମାଧ୍ୟମରେ ପରିବେଷଣ କରିଥାନ୍ତି|ପ୍ରଥମ ସନ୍ଧ୍ୟା ରେ ଅତିଥି ଭାବେ ଯୋଗ ଦେଇଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜରୀ ପଂଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର| ଓଡିଶା ର ସର୍ବ ପୁରାତନ ଲୋକ ମହୋତ୍ସବ ର ଉଦଘାଟନ କରି ଏ ଅଂଚଳ ର ଲୋକ କଳା ସଂସ୍କୃତି ର ବ୍ୟାଖ୍ୟାନ କରିଥିଲେ ଅତିଥି ଗଣ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
Barabanki:प्रिंसिपल के कमरे में शिक्षिका ने लगाई फांसी, पति और भाई ने लगाया स्टाफ पर मानसिक उत्पीड़न
0
Report
0
Report
0
Report
0
Report
0
Report
0
Report
0
Report
1
Report
0
Report
107
Report
0
Report
0
Report
69
Report
Shahjahanpur, Uttar Pradesh:शाहजहांपुर के थाना तिलहर, जनपद शाहजहाँपुर क्षेत्रान्तर्गत ग्राम जोधपुर नगरिया में पति, बेटे द्वारा महिला की पीट पीट कर हत्या पर सीओ तिलहर ज्योति यादव का बयान
1
Report
0
Report