Back
रत्नाकर बेहेरा के युवाओं द्वारा आयोजित मुफ्त स्वास्थ्य शिविर में व्यापक स्वास्थ्य परीक्षण और रक्तदान...
ANAJAY NATH
Feb 26, 2026 09:39:44
Sambalpur, Odisha
ମାର୍ଚ୍ଚ ଏକ ତାରିଖରେ ଧନକଉଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ମେଗା ରକ୍ତଦାନ ଶିବିର | ରତ୍ନାକର ବେହେରା ଯୁବକ ସଙ୍ଘ ତରଫରୁ ଆୟୋଜିତ ସ୍ୱାସ୍ଥ୍ୟ ଶିବିର ରେ ସକାଳ ଆଠ ଟାରୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ରକ୍ତଦାନ ଅନୁଷ୍ଠିତ ହେବ |ବିଭିନ୍ନ ବିଭାଗ ର ବୁର୍ଲା ଭୀମସାਰ ସହ ସମ୍ବଲପୁର ର ଡାକ୍ତର ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଥିଲା |ତା ସହ ଦୁଇ ଜଣ ଆୟୁର୍ବେଦିକ ଡାକ୍ତର ମଧ୍ୟ ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବେ |ଏହି ଶିବିର ଟି ସମ୍ପୂର୍ଣ ମାଗଣା ହୋଇଥିବା ବେଳେ ଜନସାଧାରଣ ଙ୍କୁ ଆସି ଏହାର ସୁବିଧା ନେବା ପାଇଁ ଅନୁରୋଧ କରାଯାଇଥିଲା |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
JGJugal Gandhi
FollowFeb 26, 2026 11:16:190
Report
0
Report
NCNITIN CHAWRE
FollowFeb 26, 2026 11:06:280
Report
JPJitendra Panwar
FollowFeb 26, 2026 11:06:170
Report
HDHARSH DWIVEDI
FollowFeb 26, 2026 11:06:030
Report
ADASHISH DWIVEDI
FollowFeb 26, 2026 11:05:490
Report
ASAMIT SONI
FollowFeb 26, 2026 11:05:350
Report
KKKRISNDEV KUMAR
FollowFeb 26, 2026 11:05:180
Report
VKVipan Kumar
FollowFeb 26, 2026 11:04:450
Report
0
Report
SYSHRIPAL YADAV
FollowFeb 26, 2026 11:03:320
Report
SDSurendra Dasila
FollowFeb 26, 2026 11:03:080
Report
KKKRISNDEV KUMAR
FollowFeb 26, 2026 11:02:570
Report
JCJitendra Chaudhary
FollowFeb 26, 2026 11:02:390
Report
MTMadesh Tiwari
FollowFeb 26, 2026 11:02:240
Report