Back
रक्तदान के लिए मुफ्त स्वास्थ्य शिविर: युवकों के समूह और अस्पताल ने मदद की
ANAJAY NATH
Mar 01, 2026 08:32:41
Sambalpur, Odisha
ରକ୍ତ ସଙ୍କଟ କୁ ଦୂର କରିବା ପାଇଁ ରତ୍ନାକର ବେହେରା ଯୁବକ ସଙ୍ଘ ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡ଼ା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିর | ସ୍ୱାସ୍ଥ୍ୟ ଶିବିର ରେ ଯୋଗ ଦେଲେ ଭୀମସାର ବୁର୍ଲା ର ବିଭିନ୍ନ ବିଭାଗ ର ଡାକ୍ତର ଙ୍କ ସହ ଆୟୁର୍ବେଦିକ ଡାକ୍ତର |ଅନେକ ଲୋକ ଆସି ବିଭିନ୍ନ ବିଭାଗ ରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ |ଏହି ସ୍ୱାସ୍ଥ୍ୟ ଶିବିର ରେ ଚକ୍ଷୁ,କ୍ୟାନସର,ମେଡ଼ିସିନ,ଗଳା କର୍ଣ୍ଣ ଓ ନାସା ସହ ଆହୁରି ଅନେକ ବିଭାଗ ଖୋଲାଯାଇଥିବା ବେଳେ ଅନେକ ରୋଗୀ ଏ ସ୍ୱାସ୍ଥ୍ୟ ଶିବିର ର ସୁବିଧା ନେଇଥିଲେ |ତା ସହ ଦିନ ୧୨ ଟା ପର୍ଯ୍ୟନ୍ତ ୭୦ ଇୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
ASAVNISH SINGH
FollowMar 01, 2026 09:50:140
Report
AKAtul Kumar
FollowMar 01, 2026 09:50:040
Report
MGManoj Goswami
FollowMar 01, 2026 09:49:500
Report
YSYeswent Sinha
FollowMar 01, 2026 09:49:350
Report
RSRAKESH SINGH
FollowMar 01, 2026 09:49:190
Report
ASANIMESH SINGH
FollowMar 01, 2026 09:48:570
Report
MJManoj Jain
FollowMar 01, 2026 09:46:490
Report
KSKartar Singh Rajput
FollowMar 01, 2026 09:46:240
Report
RNRajesh Nilshad
FollowMar 01, 2026 09:46:100
Report
PKPushpender Kumar
FollowMar 01, 2026 09:46:02Noida, Uttar Pradesh:IDF: Released Footage of the Israeli Air Force Large-Scale Strikes in Tehran
footage of the strike on the headquarters of the Iranian terror regime in Tehran a few minutes ago:
0
Report
VSVARUN SHARMA
FollowMar 01, 2026 09:45:110
Report
0
Report
