Back
पुरी खडूरा समुदाय का दो दिवसीय महोत्सव: 3500+ प्रतिभागी_expected_हिस्सा_ज़ी
SMSanjay Mohapatra
Jan 31, 2026 10:33:51
Puri, Odisha
ଯାଣ୍ଟା ୩୧୦ ୧ତାରିଖ ୨ ଦିନ ଧରି ନିଖିଳ ଉତ୍କଳ ଖଡୁରା ସମାଜ ପକ୍ଷରୁ ଦ୍ଵିତୀୟ ବାର୍ଷିକ ମହୋତ୍ସବ ପୁରୀ ବଡ଼ଦାଣ୍ଡ ସ୍ଥିତ ବଗଲା ଭିଆଇପି ପ୍ରାଙ୍ଗଣରେ ପାଳନ କରାଯିବ l ଏହି ମହୋତ୍ସବରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ୩୫୦୦ରୁ ଅଧିକ ଖଡୁରା ଭାଇ ଭଉଣୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଅଛି l ଭାରତ ସରକାର ଶିଳ୍ପୀ ଜାତିଙ୍କୁ ଯେଉଁ ପ୍ରୋତ୍ସାହନ ଦେଉଛନ୍ତି ସେହିପରି ଖଡୁରା ସମାଜ ମାନଙ୍କୁ ଶିଳ୍ପୀ ଜାତିରେ ପ୍ରୋତ୍ସାହନ ଦେବାପାଇଁ ସମ୍ବିଳନୀ ରେ ଦାବି କରାଯିବ l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବାଚସ୍ପତି,ସ୍ୱାସ୍ଥ୍ୟ ମନ୍ତ୍ରୀ, ଆଇନ ମନ୍ତ୍ରୀ,ବ୍ରହ୍ମଗିରି ବିଧାୟକ, ପୁରୀର ପୂର୍ବତନ ବିଧାୟକ,ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଖଡୁରା ଜାତିର ପ୍ରତିଭା ଧାରିଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରଂଶସାପତ୍ର ପ୍ରଦାନ କରାଯିବ l ଅନ୍ୟପଟେ ଦିବଂଗତ ବ୍ୟକ୍ତିମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ଖଡୁରା ଜାତିର କଳା, କ୍ରୀଡା ଓ ଶିକ୍ଷା କ୍ଷେତ୍ରରେ ୯୦ପ୍ରତିଶତ ରଖିଥିବା ପ୍ରତିଭା ମାନଙ୍କୁ ପ୍ରଂଶସା ପତ୍ର ପ୍ରଦାନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖଡୁରା ସମାଜ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି।
ବାଇଟ୍ - ଗିରିଶ ଚନ୍ଦ୍ର ନାୟକ, ସଭାପତି ନିଖିଳ ଉତ୍କଳ ଖଡୁରା ସମାଜ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RSRanajoy Singha
FollowJan 31, 2026 11:51:340
Report
0
Report
PPPraveen Pandey
FollowJan 31, 2026 11:50:470
Report
0
Report
WMWaqar Manzoor
FollowJan 31, 2026 11:50:300
Report
0
Report
SBShowket Beigh
FollowJan 31, 2026 11:50:190
Report
ASABHISHEK SHARMA1
FollowJan 31, 2026 11:50:080
Report
MTMD. TARIQ
FollowJan 31, 2026 11:49:560
Report
JPJai Prakash
FollowJan 31, 2026 11:49:440
Report
NJNEENA JAIN
FollowJan 31, 2026 11:49:100
Report
ADASHISH DWIVEDI
FollowJan 31, 2026 11:48:590
Report
ASABDUL SATTAR
FollowJan 31, 2026 11:48:440
Report
RSRAJEEV SHARMA
FollowJan 31, 2026 11:48:310
Report
AKAMAN KAPOOR
FollowJan 31, 2026 11:48:060
Report