Back
श्री मंदिर प्रशासन समिति की द्वितीय बैठक में विभिन्न निर्माण-परियोजनाओं पर चर्चा
SMSanjay Mohapatra
Nov 19, 2025 10:36:34
Puri, Odisha
ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବ ପରିଚାଳନା କମିଟିର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ରତ୍ନ ଅଳଙ୍କାର ଗଣତିମଣତି କେବେ ହେବ ତା ଉପରେ ହେବ ବିସ୍ତୃତ ଆଲୋଚନା। ଅସ୍ଥାୟୀ ରତ୍ନଭଣ୍ଡାରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଉପରେ ହେବ ଆଲୋଚନା। ନାଟମଣ୍ଡପରେ ଦର୍ଶନ ପାଇଁ କାଠ ରାମ୍ପକୁ ଦେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପରିଚାଳନା କମିଟିର ସଦସ୍ୟ। ଶ୍ରୀମନ୍ଦିର ସୁରକ୍ଷା ନେଇ ମଧ୍ୟ ହେବ ଆଲୋଚନା। ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବକମିଟିର ବିବରଣୀ ଉପରେ ହେବ ଆଲୋଚନା। ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ହେବ ଆଲୋଚନା। ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ,, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ନିର୍ମାଣ,, ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣ,, ଶ୍ରୀମନ୍ଦିର ସେବକ ବାସଗୃହ,, ଶ୍ରୀମନ୍ଦିର 75 ମିଟର ଜୋନ୍ ବାହାରେ ଅନ୍ନ କ୍ଷେତ୍ର ନିର୍ମାଣ,, ହୋମଯଞ୍ୟ ପ୍ରକଳ୍ପ,, ନାମଯଞ୍ୟ ପ୍ରକଳ୍ପ,, ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର କାର୍ଯ୍ୟର ଅଗ୍ରଗତି ଉପରେ ହେବ ଆଲୋଚନା। ମହାପ୍ରଭୁଙ୍କ ଜମିଜମା ସମସ୍ୟା ଉପରେ ମଧ୍ୟ ହେବ ଆଲୋଚନା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ଦ୍ୱିତୀୟ ବୈଠକ।
ବାଇଟ୍- ମଧୁସୂଦନ ସିଂହାରୀ ପରିଚାଳନା କମିଟି ସଦସ୍ୟ
154
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PKPREMENDRA KUMAR
FollowNov 19, 2025 11:52:450
Report
JSJitendra Soni
FollowNov 19, 2025 11:52:260
Report
DSdevendra sharma2
FollowNov 19, 2025 11:52:020
Report
ACAshish Chauhan
FollowNov 19, 2025 11:51:470
Report
BBBindu Bhushan
FollowNov 19, 2025 11:51:370
Report
DGDeepak Goyal
FollowNov 19, 2025 11:51:230
Report
DPDharmendra Pathak
FollowNov 19, 2025 11:50:590
Report
AYAmit Yadav
FollowNov 19, 2025 11:50:200
Report
AYAmit Yadav
FollowNov 19, 2025 11:49:5934
Report
ATAnuj Tomar
FollowNov 19, 2025 11:49:4541
Report
NZNaveen Zee
FollowNov 19, 2025 11:49:3695
Report
PKPradeep Kumar
FollowNov 19, 2025 11:49:1380
Report
MKMohammad Khan
FollowNov 19, 2025 11:48:5435
Report
27
Report
WMWaqar Manzoor
FollowNov 19, 2025 11:48:4247
Report