Back
पुरी पञ्चुक यात्रा: प्रशासन ने प्रवेश-दर्शन व्यवस्था स्पष्ट की
SMSanjay Mohapatra
Oct 27, 2025 15:48:08
Puri, Odisha
ପଞ୍ଚୁକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ର ପ୍ରାକ୍ ପ୍ରସ୍ତୁତି । ସେବାୟତଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ ଓ ଏସପି । ପଞ୍ଚୁକ ଭିଡକୁ ଦେଖି ଦର୍ଶନ ବ୍ୟବସ୍ଥା ହେବ। ସେବାୟତଙ୍କ ସହମତି ରେ ତିନୀ ଦ୍ଵାରରେ ରହିବ ପ୍ରସ୍ଥାନ । ସିଂହଦ୍ଵାର ରେ ହେବ ପ୍ରବେଶ । ଜିଲ୍ଲାପାଳ କହିଛନ୍ତି ଭିଡ କୁ ଦୃଷ୍ଟି ରେ ରଖି ସୂଚନା କେନ୍ଦ୍ର ,ଟ୍ରାଫିକ ନିୟନ୍ତ୍ରଣ , ଫାଷ୍ଟ ଏଡ୍ ସେଣ୍ଟର୍ ସହ ଶ୍ରଦ୍ଧାଳୁ ମାନଙ୍କୁ ଅସୁବିଧା ନହେବା ଭଳି ହେବ ଦର Stoke ତ୍ର ଦର୍ଶନ ବ୍ୟବସ୍ଥା ।ବାତ୍ୟା ସ୍ଥିତି ଓ ଭିଡ କୁ ଦେଖି ହାବିଷ୍ୟାଳୀ ଦର୍ଶନ ରେ ମଧ୍ୟ ରହିବ ରେଷ୍ଟ୍ରିକ୍ସନ । ଶୃଙ୍ଖଳିତ ଦର୍ଶନ ପାଇଁ ନିଆଯିବ ପଦକ୍ଷେପ । ପଯାତଙ୍କ ଦର୍ଶନ ସହ ମହାପ୍ରସାଦ କିଭଳି ଉଚିତ୍ ପରିମାଣରେ ଓ ଉଚିତ୍ ଦରରେ ଯୋଗାଇ ଦିଆଯିବ ,ସେନେଇ ହୋଇଛି ଆଲୋଚନା। ସେପଟେ ଏବେ ଠାରୁ ବ୍ୟାରିକେଡ଼ ନିର୍ମାଣ ଆରମ୍ଭ ହୋଇଛି । ସ୍ଵତନ୍ତ୍ର ବ୍ୟାରିକେଡ଼ ଦେଇ ସିଂହଦ୍ଵାର ଦେଇ ପ୍ରବେଶ କରିବେ ଭକ୍ତ ଶ୍ରଦ୍ଧାଳୁ ।ଦକ୍ଷିଣ ,ପଶ୍ଚିମ ଓ ଉତ୍ତର ଦ୍ଵାର ରେ ପ୍ରସ୍ଥାନ ବ୍ୟବସ୍ଥା ରହିବ ।ଛୂଡାନ୍ତ ମିଟିଂ ପରେ ନିଆଯିବ ନିଷ୍ପତ୍ତି ।
4
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
14
Report
10
Report
12
Report
NJNaynee Jain
FollowOct 27, 2025 19:15:39Noida, Uttar Pradesh:An extremely rare two-headed anaconda
13
Report
NJNaynee Jain
FollowOct 27, 2025 19:15:26Noida, Uttar Pradesh:eagle flying with a shark before
2
Report
NJNaynee Jain
FollowOct 27, 2025 19:15:092
Report
RKRampravesh Kumar
FollowOct 27, 2025 19:03:09Noida, Uttar Pradesh:भारत नहीं दुनिया के हर कोने में छठ मनाया जा रहा ऐसा ही कुछ तस्वीर लंदन से देखने मिला जहां लोग बड़े श्रद्धा से छठ पर्व मनाया
1
Report
NCNITIN CHAWRE
FollowOct 27, 2025 19:02:280
Report
DSdevendra sharma2
FollowOct 27, 2025 19:02:111
Report
NJNaynee Jain
FollowOct 27, 2025 19:01:522
Report
DPDharmendra Pathak
FollowOct 27, 2025 19:01:350
Report
