Back
पुरी जिला़ में चक्रवात के खतरे के बीच प्रशासन की तात्कालिक सुरक्षा तैयारी
SMSanjay Mohapatra
Oct 26, 2025 15:46:43
Puri, Odisha
ସମ୍ଭାଵ୍ୟ ବାତ୍ୟା ମୋନ୍ଥାକୁ ନେଇ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁର୍ତ୍ତି ଆରମ୍ଭ ହୋଇଥିବାବେଳେ ଆସନ୍ତା କାଲି ଠାରୁ ୨୯ତାರିଖ ପର୍ଯ୍ୟନ୍ତ ପର୍ਯ୍ୟଟକଙ୍କୁ ସମୁଦ୍ର ସ୍ନାନ ବାରଣ କରାଯାଇଛি l ସେହିପରି ମସ୍ଚ୍ଚଜୀବୀ ମାନକୁ ସମୁଦ୍ର ଭିତରକୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ନଯିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିବାବେଳେ ଜିଲ୍ଲାର ଉପକୂଳଵର୍ତ୍ତି ଅଞ୍ଚଳ ଗୁଡିକରେ ସତର୍କ ସୂଚନା ପ୍ରଦାନ କରାଯାଇଅଛି l ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା କୁ ନଜରରେ ରଖି ତଳିଆ ଅଞ୍ଚଳ ଓ ସୁମଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ରହୁଥିବା ଜନସାଧାରାଣ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ପାଇଁ ବ୍ୟାପକ ବ୍ୟବସ୍ତା କରାଯାଇଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳି ଗୁଡିକ ସୁରକ୍ଷିତ ରଖାଯିବା ପାଇଁ ଲକ୍ଷ ରଖାଯାଇଥିବାବେଳେ ପ୍ରଯ୍ୟାପ୍ତ ମାତ୍ରାରେ ମେଡ଼ିସିନ ଓ ଖାଦ୍ୟ ସାମଗ୍ରୀ ମହଜୁଦ ଥିବା ଜିଲ୍ଲପାଳ ସୂଚନା ଦେଇଛନ୍ତି l
(ଭିଓ୧) ସମ୍ଭାବ୍ୟ ବାତ୍ୟା ମୋନ୍ଥା କୁ ନେଇ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଥିବାବେଳେ ପୁରୀ ଜିଲ୍ଲାରେ ଏ ନେଇ ପ୍ରସ୍ତୁର୍ତ୍ତି ଦେଖାଦେଇଛି l ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯିବା ସହ ଆସନ୍ତା କାଲି ଠାରୁ ୨୯ତାରିଖ ପର୍ଯ୍ୟନ୍ତ ସମୁଦ୍ର ସ୍ନାନକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି l ଏ ନେଇ ପୁରୀ ବେଳାଭୂମିରେ ନାଲି ପତାକା ଲଗାଯାଇଛି ଓ ଡାକବାଜି ଯନ୍ତ୍ର ଦ୍ୱାରା ପର୍ୟଟକ ମାନଙ୍କୁ ଆସନ୍ତାକାଲି ଠାରୁ ସମୁଦ୍ର ନ ଆସିଵା ପାଇଁ ସଚେତନତା କରାଯାଇଛି l ସେହିପରି ମସ୍ଚ୍ଚୟଜୀବୀ ମାନକୁ ମଧ୍ୟ ସମୁଦ୍ର ଭିତରକୁ ମାଛ ନ ମାରିବା ପାଇଁ ଯିବାକୁ ନିର୍ଦ୍ଧେଶ ଦିଆଯାଇଛି l ଜିଲ୍ଲାପ୍ରଶାସନ ପକ୍ଷରୁ ଏ ନେଇ ନିର୍ଦ୍ଧେଶ ପ୍ରଦାନ କରାଯାଇଥିବାବେଳେ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି l
ବାଇଟ୍- ଦିବ୍ୟଜ୍ୟୋତି ପରିଡା, ଜିଲ୍ଲାପାଳ ପୁରୀ
ବାଇଟ୍- ପର୍ଯ୍ଯଟକ
(ଭିଓ୨) ଅନ୍ୟପକ୍ଷରେ ପୁରୀକୁ ଆସୁଥିବା ପର୍ୟ୍ୟଟକ ମାନଙ୍କ ସୂରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ହୋଟେଳିୟର ମାନଙ୍କୁ ଆବଶକୀୟ ସୂଚନା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି l ଆସନ୍ତା କାଲି ଠାରୁ ୨୯ତାରିଖ ପର୍ଯ୍ୟନ୍ତ ସମୁଦ୍ର ସ୍ନାନ ବାରଣ କରାଯିଥିବା ହେତୁ ପର୍ଯ୍ୟଟକ ମାନଙ୍କ ସତର୍କ କରାଇବା ଲକ୍ଷ ନେଇ ବ୍ୟାପକ ଲାଇଫ ଗାର୍ଡ ମାନଙ୍କୁ ମୁତୟନ କରାଯାଇଛି l ଏ ନେଇ ଲାଇଫଗାର୍ଡ ମାନଙ୍କୁ ଆବଶକୀୟ ଡାକବାଜିଯନ୍ତ୍ର,ଅତ୍ୟାଧୁନିକ ସରଞ୍ଜାମ ସବୁ ଜିଲ୍ଲାପ୍ରଶାସନ ପକ୍ଷରୁ ଆଦି ପ୍ରଦାନ କରାଯାଇଛି l ତେବେ ଏ ନେଇ ଆଜି ସମୁଦ୍ର କୂଳରେ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଶେଷକରି ପର୍ଯ୍ୟଟକ ମାନଙ୍କୁ ସତର୍କତା କରାଇବା ନେଇ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଲାଇଫଗାର୍ଡ ମାନଙ୍କୁ ସ୍ୱାଗତ କରାଯାଇଥିଲା l ସେପଟେ ସମ୍ଭାଵ୍ୟ ବାତ୍ୟାରେ ଯଦି ପୁରୀ ଜିଲ୍ଲାରେ ଯେଉଁ ଅଞ୍ଚଳ ଜଳମଗ୍ନ ହୁଏ ତେତବେ ତୁରନ୍ତ ପୋଟର ପମ୍ପ ମାଧ୍ୟମରେ ଜଳ ନିଷ୍କାସନ କରାଯିବ ବୋଲି କହିଛନ୍ତି ପୌରସଂସ୍ଥା ଅଧିକାରୀ l
ବାଇଟ୍- ଅଭିମନ୍ୟୁ ବେହେରା, ପୌରସଂସ୍ଥା ଅଧିକାରୀ
ବାଇଟ୍- ହାରୀ ରାଓ, ଲାଇଫ ଗାର୍ଡ
(ଫାବିଓ) ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜାରି ରହିଥିବାବେଳେ ସାଧାରଣ ଲୋକଙ୍କ ମନରେ ଭୟଭୀତ ନହେବା ନେଇ ସଚେତନ କରାଯାଉଛି l,,
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NJNaynee Jain
FollowOct 26, 2025 18:45:43Noida, Uttar Pradesh:Happiness doesn't need much, just good company and a little fun.
0
Report
ASANIMESH SINGH
FollowOct 26, 2025 18:45:330
Report
अंबिकापुर का गार्बेज कैफे: प्लास्टिक कचरे के बदले मिलता है भरपेट खाना Ambikapur's Garbage Cafe: Free
0
Report
दुर्ग रेलवे स्टेशन पर अंधे कत्ल का पर्दाफाश, चार आरोपी गिरफ्तार Durg Railway Station Murder Case Sol
4
Report
KSKartar Singh Rajput
FollowOct 26, 2025 18:33:070
Report
KSKamal Solanki
FollowOct 26, 2025 18:32:560
Report
PPPraveen Pandey
FollowOct 26, 2025 18:32:450
Report
KSKartar Singh Rajput
FollowOct 26, 2025 18:32:330
Report
RKRampravesh Kumar
FollowOct 26, 2025 18:32:130
Report
SSSumant Singh
FollowOct 26, 2025 18:26:172
Report
0
Report
खेलो इंडिया यूनिवर्सिटी गेम्स 2025: राजस्थान में 24 नवंबर से 5 दिसंबर तक Khelo India University Game
0
Report
KSKartar Singh Rajput
FollowOct 26, 2025 18:21:18Morena, Madhya Pradesh:इसमें एक फाइल वीडियो और है
0
Report
KSKartar Singh Rajput
FollowOct 26, 2025 18:21:090
Report
