Back
रत्नभंडार की गिनती और मरम्मत पर कानून मंत्री ने समीक्षा बैठक ली
SMSanjay Mohapatra
Mar 23, 2026 13:03:05
Puri, Odisha
ଦିନ ତାରିଖର ସମାସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହେବା ପରେ ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟାର ଶୁଭାରମ୍ଭ ହେବ। ବିଶେଷ ସମୀକ୍ଷା ବୈଠକ ହେବ ଭାବେ ପାର୍ବତୀ ସମଗ୍ର ଦେଶର ସେବା ହେବାକୁ ପ୍ରାରମ୍ଭ କରାଯାଇଛି। ମାର୍ଚ୍ଚ 25 ତାରିଖର 12:09 ରୁ 14:45 ମଧ୍ୟରେ ସମୟରେ ହୋଇଥିବା ଶୁଭ ମୁହୁର୍ତ୍ତରେ ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ନିଷ୍ପତ୍ତି ହୋଇଛି। ନିମ୍ନଲିଖିତ ପ୍ରକାରର ତାଲିକା ଏବଂ ତାଲିକା ଅନୁସାରେ ସମୀକ୍ଷା କରାଯିବ—ଚଳନ୍ତି ରତ୍ନଭଣ୍ଡାରର ଗଣତି ମଣତି ହେବା ପୂର୍ବରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀମନ୍ଦିରକୁ ଦର୍ଶନ କରି ପରେ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି, ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଆରବିଆଇ ଅଧିକାରୀ, ଖଣି ଓ ଭୂତତ୍ତ୍ବବିତ୍ତ, ସ୍ବର୍ଣ୍ଣକାର, ବଣିଆ, ଭଣ୍ଡାର ମେକାପ ଏବଂ ପ୍ରାଧିକୃତ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ। ରତ୍ନଭଣ୍ଡାର ଦର୍ଶନ ସାରି ପ୍ରତ୍ୟାହାର ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି ରତ୍ନଭଣ୍ଡାର ମରାମତି ଏକ ଶୁଭ ମୁହୁର୍ତ୍ତ ରେ ହୋଇଥିଲା। ରତ୍ନଭଣ୍ଡାରର ଗଣତି ମଣତି ମଧ୍ୟ ଏକ ଶୁଭ ମୁହୂମ୍ତ୍ତରେ ଆରମ୍ଭ ହେବାକୁ ଯାଉଛି। ସେଥିରେ ସମସ୍ତଙ୍କ ପାଇଁ ଏକାନନ୍ଦର କଥା। ରତ୍ନଭଣ୍ଡାରର ରାତ୍ନ ଅଲଙ୍କାରର ଗଣତି ମଣତି କାର୍ଯ୍ୟ ସୁରୁଖୁରୁରେ ସମାପନ ହେବା ପାଇଁ ଆମେ ମହାପ୍ରଭୁଙ୍କ ସାମନାରେ ଶରଣାପନ୍ନ ହୋଇଛୁ। ତାଙ୍କରି ଇଚ୍ଛାରେ ସବୁକିଛି ସୁଚାରୁରୂପେ ଅନୁଷ୍ଠିତ ହେବ ବୋଲି ଆମର ଆଶା ରହିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ADASHISH DWIVEDI
FollowMar 23, 2026 14:19:080
Report
DKDeepesh Kumar
FollowMar 23, 2026 14:18:510
Report
NMNitesh Mishra
FollowMar 23, 2026 14:18:240
Report
VSVishnu Sharma1
FollowMar 23, 2026 14:17:480
Report
PKPRADEEP KUMAR1
FollowMar 23, 2026 14:17:340
Report
ASAVNISH SINGH
FollowMar 23, 2026 14:17:230
Report
BSBhanu Sharma
FollowMar 23, 2026 14:17:070
Report
BSBhanu Sharma
FollowMar 23, 2026 14:16:400
Report
0
Report
SDShankar Dan
FollowMar 23, 2026 14:16:210
Report
ASAvtar Singh
FollowMar 23, 2026 14:16:050
Report
AMAsheesh Maheshwari
FollowMar 23, 2026 14:03:35443
Report
AMATUL MISHRA
FollowMar 23, 2026 14:03:22440
Report
RRRakesh Ranjan
FollowMar 23, 2026 14:02:59496
Report
561
Report