Back
Koraput में बांग्लादेशी प्रवासियों की बढ़ती भीड़, प्रशासन ने पहचान और सहायता शुरू की
NSNiroj Satapathy
Dec 25, 2025 12:00:57
Koraput, Odisha
akoa Koraput - (Niraj Shatapathī)
କୋରାପୁଟ ଜିଲ୍ଲା ବାଂଲାଦେଶୀଙ୍କ ପାଇଁ ସେଫ୍ ଜୋନ ପାଲଟିଛି। ବାଂଲାଦେଶ ରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଥିବାବେଳେ,କୋରାପୁଟ ଜିଲ୍ଲାରେ କିନ୍ତୁ ବାଂଲାଦେଶୀ ମାନେ ନିର୍ଭୟରେ ରହୁଛନ୍ତି।
କୋରାପୁଟ ଜିଲ୍ଲାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ପ୍ରଶାସନ ତରଫରୁ କରାଯିବା ତ ଦୂରର କଥା, ପ୍ରଶାସନ ନିକଟରେ ବାଂଲାଦେଶୀଙ୍କ ସମ୍ପର୍କରେ କୌଣସି ତଥ୍ୟ ମଧ୍ୟ ନାହିଁ। ଜିଲ୍ଲାର କୋରାପୁଟ, ସୁନାବେଡ଼ା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର, ଜୟପୁର ସମେତ ବିଭିନ୍ନ ସ୍ଥାନରେ ବାଂଲାଦେଶୀ ମାନେ ଆସ୍ଥାନ କମିଥିବାବେଳେ, ଦିନକୁ ଦିନ ନୂଆ ନୂଆ ବାଂଲାଦେଶୀ ମାନେ ଜିଲ୍ଲା ମଧ୍ୟକୁ ପ୍ରବେଶ କରୁଥିବାବେଳେ, ପୂର୍ବରୁ ରହୁଥିବା ବାଂଲାଦେଶୀ ମାନେ সେମାନଙ୍କୁ ସହାୟତା କରିଛନ୍ତି। ବ୍ୟାପକ ପରିମାଣର ଫେରିବାଲା ମାନେ ନମ୍ବର ବିହୀନ ଓ ବିଭିନ୍ନ ରାଜ୍ୟର ପଞ୍ଜୀକୃତ ଦୁଇ ଚକିଆ ବାଇକ୍ ମାଧ୍ୟମରେ ଗାଁ କୁ ଗାଁ ବୁଲିବାରେ ଲାଗିଛନ୍ତି।
ସବୁଠାରୁ ଦୁଃଖ ର ବିଷୟ ହେଲା ବିଭିନ୍ନ ରାଜନୈତିକ ଦଳ ର ନେତା ଓ କୁଜିନେତା ମାନେ ବାଂଲାଦେଶୀ ମାନଙ୍କୁ ସହାୟତା କରୁଛନ୍ତି। ପ୍ରଶାସନିକ ସ୍ତରରେ ମଧ୍ୟ ସେମାନଙ୍କୁ କିଛି ଯାଞ୍ଚ ନ କରି ସମସ୍ତ ପ୍ରକାର ସହାୟତା କରା ଯାଉଛି। ଏପରିକି ରାସନ କାର୍ଡ, ଆଧାର କାର୍ଡ, ପ୍ରଦାନ କରାଯାଇଥିବାବେଳେ, ସେମାନଙ୍କୁ ଆବାସ ଯୋଜନାରେ ସାମିଲ ମଧ୍ୟ କରା ଯାଉଛି। ଗୋଟିଏ ପରିବାର ର ବାପା, ଝିଅ, ପୁଅ ସମସ୍ତେ ସମସ୍ତ ପ୍ରକାର ସୁବିଧା ହାତେଇ ପାରୁଛନ୍ତି।। ଥାନା କିମ୍ବା ପ୍ରଶାସନ ଙ୍କୁ ନ ଜନେଇ ଘର ମାଲିକ ସେମାନଙ୍କୁ ଘର ଭଡ଼ା ମଧ୍ୟ ଦେଉଛନ୍ତି। କେବଳ ଯେ ଫରିବାଲା ରୂପେ ସେମାନେ ଜିନିଷ ବିକ୍ରୀ କରୁଛନ୍ତି ତା ନୁହେଁ, ବିଭିନ୍ନ ସ୍ଥାନରେ ସରକାରୀ ଦୋକାନ ଗୃହ ମଧ୍ୟ ହାତେଇଛନ୍ତି। ଭୋଟ ପାଇଁ ନେତାଙ୍କ ଏହି ସବୁ ନାଟ ବୋଲି ସାଧାରଣରେ ଅଭିଯୋଗ ହେଉଥିବାବେଳେ ବର୍ତମାନ ସୁଦ୍ଧା କୌଣସି ଦଳ ର ନେତା କୌଣସି ପ୍ରତିକ୍ରିୟା ବାଂଲାଦେଶୀ ମାନଙ୍କୁ ନେଇ ଦେଇ ନ ଥିବାବେଳେ, ସେମାନଙ୍କ ଚିହ୍ନଟ ନେଇ ଏ ଯାଏଁ ପ୍ରକ୍ରିୟା ଆରମ୍ଭ ହୋଇ ପାରିନାହିଁ।
କୋରାପୁଟ ଜିଲ୍ଲାରେ ଧୀରେ ଧୀରେ ବାଂଲାଦେଶୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଠି ପ୍ରଶ୍ନ ଉଠୁଛି କେବେ ଏମାନଙ୍କୁ ଚିହ୍ନଟ କରାଯିବ ଆଉ କେବେ କୋରାପୁଟ ରୁ ସେମାନଙ୍କ ଦେଶ କୁ ପଠାଯିବ?? ଏହା କେବଳ ପ୍ରଶ୍ନବାଚୀ ହୋଇ ରହି ଯିବନି ତ???。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DGDeepak Goyal
FollowDec 25, 2025 13:18:480
Report
VSVishnu Sharma
FollowDec 25, 2025 13:18:250
Report
MSManish Sharma
FollowDec 25, 2025 13:17:530
Report
ASANIMESH SINGH
FollowDec 25, 2025 13:17:260
Report
MJManoj Jain
FollowDec 25, 2025 13:17:070
Report
ADAbhijeet Dave
FollowDec 25, 2025 13:16:110
Report
RMRam Mehta
FollowDec 25, 2025 13:15:520
Report
SJSantosh Jaiswal
FollowDec 25, 2025 13:15:310
Report
0
Report
0
Report
1
Report
GZGAURAV ZEE
FollowDec 25, 2025 13:07:470
Report
PSPIYUSH SHUKLA
FollowDec 25, 2025 13:07:320
Report
SPSatya Prakash
FollowDec 25, 2025 13:07:180
Report
KBKuldeep Babele
FollowDec 25, 2025 13:07:000
Report
