Back
भुवनेश्वर के धवलेश्वर मंदिर में तीन दिन का बड़ा ओषा उत्सव, हजारों भक्त पहुंचे
SMSURYA MOHANTY
Nov 04, 2025 10:02:01
Khordha, Odisha
ସ୍ଲଗ-ଖୋର୍ଦ୍ଧା ଧବଳେଶ୍ୱର ପୀଠରେ ବଡଓଷା ପର୍ବ, ହାବୁକା ଦର୍ଶନ ସହିତ ଅଟକାଳି ଭୋଗ ପୀଠର ବିଶେଷତ୍ୱ, ହଜାର ହଜାର ଭକ୍ତଙ୍କ ସମାଗମ । ରିପୋର୍ଟ:-ସୂର୍ଯ୍ୟ ନାରାୟଣ ମହାନ୍ତି, ଖୋର୍ଦ୍ଧା
ଆଙ୍କର-ଖୋର୍ଦ୍ଧାର ପ୍ରସିଦ୍ଧ ଶୈବପୀଠ ଶୃୀ ଶ୍ରୀ ଧବଳେଶ୍ୱର ଦେବଙ୍କ ମନ୍ଦିରରେ ଶହ ଶହ ବର୍ଷ ଧରି ପାଳିତ ହୋଇଆସୁଅଛି ବଡ଼ଓଷା ପର୍ବ । ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପର୍ବ ପାଇଁ ରାଜ୍ୟର ବିଭିନ୍ନ ଅଂଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ଏଠାରେ । ଏହି ପୀଠର ବିଶେଷତ୍ୱ ହେଉଛି ଧବଳେଶ୍ୱର ଦେବଙ୍କ ହାବୁକା ଦର୍ଶନ ସହିତ ମାନସିକ ପୁରଣ ହୋଇଥିବା ଭକ୍ତଙ୍କ ଅଟ୍ଟକାଳୀ ଭୋଗ ଓ ଗଜଭୋଗ । ସେପଟେ ଶ୍ରଦ୍ଧାଳୁଙ୍କ ଭିଡ଼ିକୁ ଦେଖି ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 
ଭିଓ ୧-ଖୋର୍ଦ୍ଧା ଗୁରୁଜଙ୍ଗରେ ବିଜେ ଶ୍ରୀ ଶ୍ରୀ ଧବଳେଶ୍ୱର ଦେବଙ୍କ ପୀଠରେ ପ୍ରସିଦ୍ଧ ବଡ଼ଓଷା ପାଇଁ ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଲମ୍ବା ଧାଡ଼ି । ହାତରେ ଭୋଗଥାଳି, ଫୁଲ ଧରି ରାତି ୩ଟାରୁ ହଜାର ହଜାର ଭକ୍ତ ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଦର୍ଶନ କରିଛନ୍ତି । ଏଥିସହ କିଏ ନଡ଼ିଆ କୋରାଇବାରେ ବ୍ୟସ୍ତ ତ ଆଉ ଚୁଡ଼ା ଘଷିବାରେ ଲାଗିପଡ଼ିଛନ୍ତି । ବିଶ୍ୱାସ ରହିଛି ବଡଓଷା ଦିନ ଦୀପଟିଏ ଜାଳି ଧବଳେଶ୍ୱରଙ୍କ ପାଖରେ ମାନସିକ ରଖିଲେ, ତାହା ନିଶ୍ଚିନ୍ତ ଭାବେ ପୁରଣ ହୋଇଥାଏ । ଏଥିସହ ହବିଶିଆଳୀମାନେ ମଧ୍ୟ ଭଜନକିର୍ତନ ସହ ବୃନ୍ଦାବତୀଙ୍କ ପୂଜାର୍ଚନା କରିଥାନ୍ତି । 
ଭିଓ-୨-ତେବେ ଏହି ପୀଠର ଏକ ସ୍ୱତନ୍ତ୍ରତା ରହିଛି । ଏଠାରେ ମନ୍ଦିର ଭିତରେ Shakti ଦର୍ଶନ ବେଳେ ପାଦୁକ ଭିତରୁ ହାବୁକା ଉଠିଥାଏ । एଭଳି ଦର୍ଶନ ମାଇଁ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥାଏ । ଠିକ୍ ସେହିପରି ଯେଉଁ ମାନଙ୍କର ମାନସିକ ପୁରଣ ହୋଇଥାଏ, ସେମାନେ ଧବଳେଶ୍ୱରଙ୍କ ପୀଠରେ ଅଟକାଳୀ ଭୋଗ ରୋଷେଇ କରି ପୂଜା କରିଥାନ୍ତି । ଏହାଛଡ଼ା ଗଜଭୋଗ ମଧ୍ୟ ରାତ୍ର ସମୟରେ ପୂଜା କରାଯାଇଥାଏ । ଯାହାକି ଅନ୍ୟ କୌଣସି ଶୈବପୀଠରେ ଏଭଳି ପରମ୍ପରା ଦେଖିବାକୁ ମିଳିନଥାଏ । 
ଫାଭିଓ :-ବଡ଼ଓଷା ପର୍ବ ତିନି ଦିନ ଧରି ଚାଲିବାକୁ ଥିବା ବେଳେ, ଲକ୍ଷ ଲକ୍ଷ ସଂଖ୍ୟାରେଦର୍ଶକ ଆଗମନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ, ଅଗ୍ନଶ୍ରମ ବିଭାଗ ଓ ମନ୍ଦିର ଟ୍ରଷ୍ଟି ତରପରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିସହ ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ “ଆମ ବଡ଼ଓଷା ପରବ” କରାଯିବ ବୋଲି ଗୁରୁଜଙ୍ଗ ଯୁବ ପରିଷଦର ସଂପାଦକ ଜିତେନ୍ଦ୍ର ସାହୁ କହିଛନ୍ତି । 
ଖୋର୍ଦ୍ଧାରୁ ସୂର୍ଯ୍ୟ ନାରାୟଣ ମହାନ୍ତି ଜୀ ମିଡ଼ିଆ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
देहात कोतवाली के सिटी कस्बे के एक वार्ड की महिला ने लगाया देवरा पर छेड़खानी और अभद्रता का आरोप के मा
0
Report
VAVijay Ahuja
FollowNov 04, 2025 14:25:280
Report
CRCHANDAN RAI
FollowNov 04, 2025 14:24:580
Report
AMAsheesh Maheshwari
FollowNov 04, 2025 14:24:290
Report
MKMUKESH KUMAR
FollowNov 04, 2025 14:24:140
Report
MMManoj Mallia
FollowNov 04, 2025 14:23:310
Report
AMAsheesh Maheshwari
FollowNov 04, 2025 14:23:150
Report
VRVIJAY RANA
FollowNov 04, 2025 14:21:590
Report
KSKULWANT SINGH
FollowNov 04, 2025 14:21:460
Report
GPGYANENDRA PRATAP
FollowNov 04, 2025 14:20:17Unnao, Uttar Pradesh:याकूबपुर पुलिस चौकी परिसर में ही दो गुट आमने सामने आ गए और मारपीट होने लगी. मामले में कार्रवाई करते हुए पुलिस ने तीन आरोपियों की हिरासत में ले लिया है और आगे की कार्रवाई की जा रही है
0
Report
LSLaxmi Sharma
FollowNov 04, 2025 14:20:030
Report
AMAnkit Mittal
FollowNov 04, 2025 14:19:420
Report
0
Report