Back
बारिश संकट से किसान हताश, धान की फसलें खतरे में
SMSURYA MOHANTY
Oct 09, 2025 13:40:06
Khordha, Odisha
ଚକଡ଼ା ଚଡ଼କରେ ଏବେ ଚାଷୀ ହତାସ । ଆଙ୍କର-ଚକଡ଼ା ଚଡକ ଏବେ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଲାଣୀ । ଧାନ ଆରମ୍ଭରୁ ଲଘୁଚାପ ଜନୀତ ଲଗାଣ ବର୍ଷା, ପରେ ତଳି ମଧ୍ୟ ବର୍ଷା ଯୋଗୁ ତିନି ତିନି ଥର ଭାସିଗଲା । ଏହିଭଳି ବାରମ୍ବାר କ୍ଷତି ସହିବା ପରେ ଏବେ ଧାନଗଛରେ ରୋଗପୋକ ଯୋଗୁ ମୁଣ୍ଡରେ ହାତଦେଇ ବସିଛି ଚାଷୀ । ସେପଟେ କୃଷି ବିଭାଗର କୌଣସି ଅଧିକାରୀ ଚାଷୀଙ୍କ ଏଭଳି ଅବସ୍ଥାରେ ପାଖରେ ଠିଆ ହୋଇପାରୁନାହାନ୍ତି । ଯାହାକୁ ନେଇ ଏବେ ଚାଷୀକୂଳ ହତାସ । ଅନ୍ୟପଟେ କୃଷି ବିଭାଗ କହୁଛି ଯଦି ଏଭଳି ହୋଇଥାଏ, ତେବେ ଆମେ ଫିଲଡ଼୍ ଅଫିସରଙ୍କୁ ପଠାଇ ଏହାର ସମାଧାନ କରିବୁ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
NSNivedita Shukla
FollowOct 09, 2025 18:02:440
Report
0
Report
0
Report
RKRakesh Kumar Bhardwaj
FollowOct 09, 2025 18:01:280
Report
PCPranay Chakraborty
FollowOct 09, 2025 18:01:160
Report
PCPranay Chakraborty
FollowOct 09, 2025 18:00:520
Report
DKDeepesh Kumar
FollowOct 09, 2025 18:00:360
Report
0
Report
CSChandrashekhar Solanki
FollowOct 09, 2025 17:46:280
Report
SPSATYENDRA PARMAR
FollowOct 09, 2025 17:45:540
Report
RSR.B. Singh
FollowOct 09, 2025 17:45:420
Report
GLGautam Lenin
FollowOct 09, 2025 17:45:170
Report
0
Report
RSRAhul Sisodia
FollowOct 09, 2025 17:34:100
Report