Back
कटक के होटल में मधुमेह दिवस: जागरूकता से बीमारी दूर रखने पर जोर
SMSURYA MOHANTY
Nov 15, 2025 12:04:49
Khordha, Odisha
ସଚେତନ ହେଲେ ମଧୁମେହ ରୋଗ ଠୁ ଦୂରେଇ ପାରିବେ
କଟକ ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଦିବ୍ୟ ଆଦିତ୍ୟ ଡାଇବେଟିକ୍ କେୟାର ପକ୍ଷରୁ ବିଶ्व ମଧୁମେହ ରୋଗ ଦିବସ ପାଳିତ ହୋଇଛି । ପ୍ରଫେସର ଡା. ଆଦିତ୍ୟ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଟକ-ସଦର ବିଧାୟକ ଇଂ. ପ୍ରକାଶ ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ମଧୁମେହ ରୋଗ କାରଣ ଓ ନିରାକରଣ ସମ୍ପର୍କରେ ପ୍ରତ୍ୟେକଟି ବ୍ୟକ୍ତି ଅବଗତ ହେବା ଜରୁରୀ ବୋଲି ବିଧାୟକ ପ୍ରକାଶ ସେଠୀ କହିଥିଲେ । କାର୍ଯ୍ୟକ୍ରମରେ ଡା. ମିଶ୍ର ଏ ରୋଗ ସମ୍ପର୍କରେ ସଚେତନ କରାଇବା ସହ କହିଛନ୍ତି ଯେ, ମଧୁମେହ ରୋଗୀ ଭାରକାନ୍ତ ହେବା ଅନୁଚିତ୍ । ମଦୁମେହ ରୋଗୀ ଖାଦ୍ୟ ଖାଇବାରେ ବାରଣ ରଖିବାର କୌଣସି ଆବଶ୍ୟକତା ନାହିଁ । ମଧୁମେହ ରୋଗୀ ଆଳୁ, ପଖାଳଭାତ ଖାଇ ପାରିବେ, ଏହାସହ ପିତା ଖାଇବାର କୌଣସି ଆବଶ୍ୟକ ରହି ନାହିଁ । ମଧୁମେହ ରୋଗୀ ସଚେତନ ହେବା ସହ ଖାଦ୍ୟ ପଦାର୍ଥର ସଞ୍ଜମିତତା ରଖିବା ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି କେଉଁ ଖାଦ୍ୟ ଖାଉଛନ୍ତି সେ ବିଷୟରେ ଜାଣିବା ରଖିବା ନିତ୍ୟାନ୍ତ ଆବଶ୍ୟକ । ସଚେତନ ହେଲେ ରୋଗ ଦୁରେଇ ପାରିବ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମକୁ ଦିବ୍ୟ ଆଦିତ୍ୟ ଡାଇବେଟିକ୍ କେୟାର ସମସ୍ତ କର୍ମଚାରୀ ପ୍ରମୁଖ ପରିଚାଳନା କରିଥିଲେ ।
196
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NHNantu Hazra
FollowNov 15, 2025 13:17:390
Report
SPSohan Pramanik
FollowNov 15, 2025 13:16:510
Report
DBDEBASHISH BHARATI
FollowNov 15, 2025 13:16:330
Report
NHNantu Hazra
FollowNov 15, 2025 13:16:190
Report
NMNitesh Mishra
FollowNov 15, 2025 13:15:510
Report
IKIsateyak Khan
FollowNov 15, 2025 13:15:210
Report
0
Report
0
Report
NTNagendra Tripathi
FollowNov 15, 2025 13:08:090
Report
PPPraveen Pandey
FollowNov 15, 2025 13:07:470
Report
KHKHALID HUSSAIN
FollowNov 15, 2025 13:07:190
Report
MTMD. TARIQ
FollowNov 15, 2025 13:07:080
Report
SMSHARAD MAURYA
FollowNov 15, 2025 13:06:510
Report
ATALOK TRIPATHI
FollowNov 15, 2025 13:06:340
Report
0
Report