Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Khordha752055

ଖୋର୍ଦ୍ଧା:- ବେଆଇନ ମାଙ୍କଡ଼ା ପଥର ଗାଡିକୁ ଜବତ କଲା ଟାଙ୍ଗୀ ପୋଲିସ।

SURYA NARAYAN MOHANTY
Jun 28, 2025 08:08:14
Khordha, Odisha
ଖୋର୍ଦ୍ଧା: ଟାଙ୍ଗୀ ଥାନା ମାନସିଂହପୁର ଡୋମଣି ସାହି ମା ଡୋମଣି ପୋଖରୀରୁ ଖନନ ଆଳରେ ଚାଲିଥିଲା ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ । ମାଙ୍କଡା ପଥରକୁ ପାଓ୍ବାର ଟିଲର ସହାର୍ଯ୍ୟରେ କଟିଂ କରି ଦିବା ଲୋକରେ ଚାଲିଥିଲା ବେଆଇନ ମାଙ୍କଡା ପଥର ଚୋରା ଚାଲାଣ । ତେବେ ଏହି ମାଙ୍କଡା ପଥର ଚୋରା ଚାଲାଣକୁ ବିରୋଧ କରିଥିଲେ ଗ୍ରାମବାସୀ । ଯାହାକୁ ନେଇ ଗ୍ରାମବାସୀ ମାଙ୍କଡା ପଥର ଚୋରା ଚାଲାଣକୁ ବିରୋଧ କରି ଅଟକାଇଲେ ଦୁଇଟି ପଥର ବୋଝେଇ ଟ୍ରାକ୍ଟର । ପଥର ବୋଝେଇ ଗାଡିକୁ ଅଟକାଇବାରୁ ଗାଁରେ ଦେଖା ଦେଇଥୁଲା ଉତ୍ତେଜନା । ଖବର ପାଇ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଂଚି ଗାଡ଼ି ଦୁଇଟିକୁ ଅଟକାଇ ତଦନ୍ତ ଜାରି ରଖିଛି।
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement
Advertisement