Back
खनڈାଧାର जलप्रपात सूखा: स्थानीय लोग सरकार से मदद की मांग कर रहे हैं
AMABHAYA MOHANTY
Feb 13, 2026 08:21:56
Keonjhar, Odisha
Slug-ଶୁଖିଗଲା କି ଖଣ୍ଡାଧାର Anchor- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଥିବା ଖଣ୍ଡାଧାର ଜଳପ୍ରପାତ ହଠାତ ଗତକାଲି ଶୁଖିଲା ପଡିଯାଇଥିଲା l ଖଣ୍ଡା ପରି ସୁଉଚ୍ଚ ପାହାଡ଼ରୁ ପାଣି ଲମ୍ଫ ମାରି ତଳେ ଇନ୍ଦ୍ରଧନୁ ସୃଷ୍ଟି କରୁଥିବା ଦୃଶ୍ୟ ଆଉ ଦେଖିବାକୁ ନପାଇ ପର୍ୟଟକ ନିରାଶ ହୋଇଥିଲେ l ତେବେ ଏ ଘଟଣାକୁ ନେଇ ସ୍ଥାନୀୟ ଲୋକେ ବିଭିନ୍ନ ମତ ରଖିଛନ୍ତି l କିଛି ଖଣ୍ଡାଧାର ପାହାଡ଼ ଉପରେ ହେଉଥିବା ଖଣି ଖନନ କୁ ଦାୟୀ କରୁଥିବା ବେଳେ ଆଉ କିଛି ଉପରେ ପ୍ରବାହିତ ହେଉଥିବା ନାଳ ପଠାରେ ଚାଷ ହେଉଥିବା କୁ ଦାୟୀ କରୁଛନ୍ତି l তେବେ ଜଳ ପ୍ରପାତ ରୁ ଜଳ ବନ୍ଦ ହେବା ଯୋଗୁଁ ନିରାଶ ହେଉଛି ପର୍ୟ୍ୟଟକ Vo-1ଏ ଦୃଶ୍ୟ ଗୁଡିକ ହେଉଛି ଜାନୁୟାରୀ ମାସର, ଯେତେବେଳେ ଖଣ୍ଡାଧାର ଜଳ ପ୍ରପାତ ରେ ଜଳ ଉଛୁଳି ପଡୁଥିଲା, ଇନ୍ଦ୍ରଧନୁ ସୃଷ୍ଟି କରି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଥିଲାlକେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ର ତଳକାଦକଳା ପଞ୍ଚାୟତରେ ରହିଛି ଖଣ୍ଡାଧାର। ହଳଦୀପାଣି ଝରଣାରୁ ଖସି ଆସୁଥିବା ପାଣି ଖଣ୍ଡାଧାର ପାହାଡ଼ ଉପରୁ ଲମ୍ଫ ପ୍ରଦାନ କରି ଏଠାରେ ଏକ ଜଳପ୍ରପାତର ରୂପ ନେଇଛି। ୩୫୦ ଫୁଟ ଉଚ୍ଚରୁ ଜଳ ଖସୁଥିବାରୁ ଏହାର ନାମକରଣ ହୋଇଛି ଖଣ୍ଡାଧାର। ବର୍ଷତମାମ ଏଠାରେ ପାହାଡ଼ ଉପରୁ adb ଅନବରତ ପାଣି ଖସିଥାଏ। Բର୍ଷାଦିନେ ଏହାର ଶ୍ରୋତ ଅତ୍ୟନ୍ତ ପ୍ରଖର ଆଉ ଏ ଦୃଶ୍ୟ ହେଉଛି ଗତକାଲି ର l ଜଳ ବିନା.sh୍ରୀହୀନ ହୋଇପଡିଛି ଖଣ୍ଡାଧାର ଜଳପ୍ରପାତ l ଜଳ ପ୍ରପାତ ରୁ ଜଳ ଶୁଖିଯିବାରୁ ସ୍ଥାନୀୟ ଲୋକେ ଚିନ୍ତାରେ ପଡ଼ିଥିଲେ, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଖଣ୍ଡାଧାର ପାହାଡ଼ ଉପରେ ଏକ ଲୁହା ଖଣି ରହିଛି, ହଳଦୀପାଣି ଝରଣା ପାଖରୁ ଦୁଇ କିଲୋମିଟର ଦୂରରେ ଖନନ ହେଉଥିବାରୁ ଖଣ୍ଡାଧାର ର ଜଳ ଶୁଖି ଯାଉଛି l ପର୍ଯ୍ୟଟକ ନିରାଶ ହେଉଛନ୍ତି l Byte-ରାଉତ ଦେହୁରୀ, କାଦକଲା Byte- ସୀତାରାମ ଦଣ୍ଡୁଆଶୀ, କାଦକଳା Vo-2 ଏ ହେଉଛି ଆଜିର ଦୃଶ୍ୟ, ସ୍ୱାଭାଭିକ ଭାବେ ଖଣ୍ଡାଧାର ଜଳ ପ୍ରପାତ ରୁ ଜଳ ପ୍ରବାହିତ ହେଉଛି l ଅବଶ୍ୟ ଜାନୁଆରୀ ମାସରେ ଯେତିକି ପରିମାଣରେ ଜଳ ପ୍ରପାତ ରୁ ଜଳ ଝରୁ ଥିଲା ତାର ପରିମାଣ ବେଶ କମ ରହିଛି l ଖଣ୍ଡାଧାର ପାହାଡ଼ ଉପରେ ହଳଦୀପାଣି ନାଳ ଉପରେ ଲୋକେ ଏବେ ଧାନ ଚାଷ କରୁଛନ୍ତି l ବେଳେ ବେଳେ ଜଳ ସେଚନ କରିବାକୁ ଉପରେ ଜଳ କୁ ବନ୍ଧ ବାନ୍ଧି ଲୋକେ ରଖୁଥିବାରୁ ସମସ୍ୟା ଦେଖାଯାଉଛି l କିନ୍ତୁ ପୂର୍ବରୁ ଲୋକେ ଚାଷ ବାସ କରୁଥିଲେ ମଧ୍ୟ ହଳଦୀପାଣି ନାଳରେ ଜଳ କମ ବୋହେ ନାହିଁ, ଅଧିକ ବୋହୁ ଥିଲା, ଏଇ କିଛି ବର୍ଷ ହେବ ନାଳରେ ଆଉ ଆଗ ଭଳି ଜଳ ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l କଣି ଖନନ ଓ ଚାଷ ବାସ ଯୋଗୁଁ ଏପରି ସମସ୍ୟା ଦେଖା ଦେଉଥିଯାହା ਉପରେ ସରକାର ଦୃଷ୍ଟି ଦେବା ପାଇଁ ଲୋକେ ଦାବି ମଧ୍ୟ କରିଛନ୍ତି l Vo-ଅର୍ଜୁନ ଠାକୁର, କାଦକଳା Byte-ଯଦୁମଣି ଠାକୁର, ସମିତିସଭ୍ୟ କାଦକଳା तातେବେ ଏ ସମ୍ପର୍କରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PSPIYUSH SHUKLA
FollowFeb 13, 2026 09:50:010
Report
SHShahzad Hussain Bhat
FollowFeb 13, 2026 09:49:070
Report
KKKRISNDEV KUMAR
FollowFeb 13, 2026 09:48:39Noida, Uttar Pradesh:Akhilesh Yadav
भ्रष्टाचार युक्त भाजपा के ‘गड्ढा मुक्त’ और स्मार्ट सिटी के ‘स्वच्छता अभियान’ के दावों की गहरे गर्त में डूबी ये मलीन तस्वीर देखी क्या?
ये भी नोएडा का है।
0
Report
AKAjay Kashyap
FollowFeb 13, 2026 09:48:260
Report
ASARUN SINGH
FollowFeb 13, 2026 09:48:080
Report
RKRakesh Kumar Bhardwaj
FollowFeb 13, 2026 09:47:390
Report
RSRAJEEV SHARMA
FollowFeb 13, 2026 09:47:250
Report
SKSandeep Kumar
FollowFeb 13, 2026 09:47:120
Report
MGMohd Gufran
FollowFeb 13, 2026 09:46:570
Report
GPGYANENDRA PRATAP
FollowFeb 13, 2026 09:46:370
Report
NJNEENA JAIN
FollowFeb 13, 2026 09:46:290
Report
ASABDUL SATTAR
FollowFeb 13, 2026 09:46:160
Report
NMNitesh Mishra
FollowFeb 13, 2026 09:46:010
Report