Back
केन्दुझर महिला महाविद्यालय की अतिथि अध्यापिका प्रियंका दास की मौत, हत्या का आरोप
AMABHAYA MOHANTY
Dec 18, 2025 09:47:42
Keonjhar, Odisha
ସ୍ଲଗ- ମହିଳା ମହାବିଦ୍ୟାଳୟର ଅତିଥି ଆଧ୍ୟାପିକା ଙ୍କ ଅସ୍ୱାଭାବିକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ。
ଆଙ୍କାର-- କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅତିଥି ଆଧ୍ୟାପିକା ଙ୍କର ଅସ୍ୱାଭାବିକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।
ମହିଳା ମହାବିଦ୍ୟାଳୟର Home Science ର ଅଧ୍ଯାପିକା ପ୍ରିୟଙ୍କା ଦାଶ ଗତ ୨ବର୍ଷ ପୂର୍ବେ ଏଠାରେ ଅଧ୍ୟାପନା କରୁଥିଲେ l ତାଙ୍କ ଘର ବାଲେଶ୍ଵର ଜିଲ୍ଲା ତାଳପଦା ଗାଁରେ ।
ଆଜି ସକାଳେ ପ୍ରିୟଙ୍କା, ନିଜ ଘର ଚାବି ବନ୍ଦ କରି କଲେଜ ଯିବା ସମୟରେ ହଠାତ୍ ତଳେ ପଡି ଯାଇଥିଲେ ।
ଏବଂ tାଙ୍କୁ ଡ଼ାକ୍ତରଖାନାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।
ଏ ସମ୍ପର୍କରେ ଘର ଲୋକଙୁୁ କୁ ଫୋନ୍ କରି ଜଣେ ନିଜକୁ ଅଧ୍ୟାପକ ବୋଲି କହିଥିବା ଫୋନ୍ କରିବା ପରେ ବାଲେଶ୍ବରୁ ଘରଲୋକ ପହଞ୍ଚିଥିଲେ ।
ହେଲେ, ମୃତ ପ୍ରିୟଙ୍କାଙ୍କ ଗଳାରେ ଏକ ଚିହ୍ନ ଥିବା ସେମାନେ ଅଭିଯୋଗ କରିଛନ୍ତି ।
ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପରିବାର ଲୋକେ କେନ୍ଦୁଝର ଟା௫ାନାରେ ଏକ ଲିଖିତ ଏତଲା ଦେଇଛନ୍ତି l
ଘର ଲୋକଙ୍କୁ ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଅଧ୍ୟାପକ କହିଥିବା ବେଳେ, ସେହି ବ୍ୟକ୍ତି ଜଣକ କେନ୍ଦୁଝର ପୁରୁଣା ବଜାର ର ରୁଦ୍ର ମିଶ୍ର ବୋଲି ଏତଲାରେ ପ୍ରିୟଙ୍କାଙ୍କ ଘର ଲୋକେ ପୋଲିସକୁ ଜଣାଇଛନ୍ତି ।
ଏହି ବ୍ୟକ୍ତିଙ୍କ ଉପରେ ସେମାନେ ସନ୍ଦେହ ପ୍ରକଟ କରିଛନ୍ତି l
ରুদ୍ର ମିଶ୍ର, ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ସେମାନେ ଲିଖିତ ଅଭିଯୋଗ କରିଛନ୍ତି ।
ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ ଦଣ୍ଡବିଧାନ କରିବାକୁ ନବେଦନ କରିଛନ୍ତି ପ୍ରିୟଙ୍କାଙ୍କ ପରିବାର ଲୋକେ ।
ବାଇଟ ୧-ପଦ୍ମଜା ଦାଶ, ମୃତକଙ୍କ ସମ୍ପର୍କୀୟ ।
ବାଇଟ ୨-ହେମେନ୍ଦ୍ର ପ୍ରସାଦ ଦାଶ, ମୃତକଙ୍କ ସମ୍ପର୍କୀୟ ।
ବାଇଟ ୩- ହରେନ୍ଦ୍ର ମଲ୍ଲିକ, ତାଳପଦା ସରପଞ୍ଚ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DCDILIP CHOUDHARY
FollowDec 18, 2025 11:31:330
Report
JSJitendra Soni
FollowDec 18, 2025 11:31:180
Report
ASAkash Sharma
FollowDec 18, 2025 11:31:040
Report
MKMukesh Kumar
FollowDec 18, 2025 11:30:290
Report
0
Report
0
Report
0
Report
MIMohammad Imran
FollowDec 18, 2025 11:24:570
Report
RJRahul Joshi
FollowDec 18, 2025 11:24:430
Report
AMAsheesh Maheshwari
FollowDec 18, 2025 11:24:310
Report
HBHemang Barua
FollowDec 18, 2025 11:24:200
Report
HBHeeralal Bhati
FollowDec 18, 2025 11:24:070
Report
BSBHUPENDAR SINGH SOLANKI
FollowDec 18, 2025 11:23:390
Report
RKRohit Kumar
FollowDec 18, 2025 11:23:200
Report
YMYadvendra Munnu
FollowDec 18, 2025 11:22:130
Report