Back
केन्दुझर जिला बंद के कारण आंशिक असर, बाजार और पेट्रोल पंप प्रभावित
AMABHAYA MOHANTY
Feb 12, 2026 07:19:52
Keonjhar, Odisha
ଆଙ୍କର- ଭାରତ ବନ୍ଦର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାରେ ବେସରକାରୀ ତଥା ସରକାରୀ ଯାତ୍ରୀବାହୀ ବସ୍ ବନ୍ଦ ଥିବା ବେଳେ, ଛୋଟ ଗାଡ଼ି ଚଳାଚଳ କରୁଛି । କିଛି ଶିକ୍ଷାନୁଷ୍ଠାନ ଖୋଲା ରହିଥିବା ବେଳେ କିଛି ସରକାରୀ ଅଫିସ ମଧ୍ୟ ଖୋଲା ରହିଛି । ବନ୍ଧ ଯୋଗୁ ଦୋକାନ ବଜାରବନ୍ଦ ରହିଥିବା ବେଳେ, ଆନ୍ଦୋଳନକାରୀ ମାନେ ବୁଲି ବୁଲି ପ୍ରତିଷ୍ଠାନ ଓ ପେଟ୍ରୋଲ୍ ପମ୍ପ ଆଦି କୁ ବନ୍ଦ କରିଛନ୍ତି। ଅଧିକାଂଶ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଯୋଡ଼ା , ବଡ଼ବିଲ ଓ କେନ୍ଦୁଝର ସହର ରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦ ରେ ୧୦ଟି ଟ୍ରେଡ ଯୁନିୟନ ସହ କଂଗ୍ରେସ ଓ ବିଜେଡ଼ି ସାମିଲ ଅଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
ASAmit Singh
FollowFeb 12, 2026 08:36:000
Report
RSRajendra sharma
FollowFeb 12, 2026 08:35:380
Report
JGJugal Gandhi
FollowFeb 12, 2026 08:35:220
Report
1
Report
PSPritesh Sharda
FollowFeb 12, 2026 08:34:100
Report
AKAtul Kumar
FollowFeb 12, 2026 08:33:530
Report
AKAjay Kashyap
FollowFeb 12, 2026 08:33:400
Report
KJKamran Jalili
FollowFeb 12, 2026 08:33:280
Report
KSKULWANT SINGH
FollowFeb 12, 2026 08:33:130
Report
HKHARI KISHOR SAH
FollowFeb 12, 2026 08:33:000
Report
ASAkhilesh Sharma
FollowFeb 12, 2026 08:31:550
Report
AAANOOP AWASTHI
FollowFeb 12, 2026 08:31:340
Report
JGJugal Gandhi
FollowFeb 12, 2026 08:31:130
Report
KSKartar Singh Rajput
FollowFeb 12, 2026 08:30:530
Report