Back
केन्दुझर में मंत्री सुरेश पुजारी का दौरा, तारिणी मंदिर विकास पर चर्चा
AMABHAYA MOHANTY
Mar 02, 2026 10:03:10
Keonjhar, Odisha
ସ୍ଲଗ- ଦିନିକିଆ କେନ୍ଦୁଝର ଗସ୍ତରେ ରାଜସ୍ବ ମନ୍ତ୍ରୀ ସୁରେଶ୍ ପୁଜାରୀ
ଘଟଗାଁରେ ପହଂଚି ମା ତାରିଣୀଙ୍କୁ ଦର୍ଶନ କରି ତାରିଣୀ ମନ୍ଦିର ସମନ୍ଵୟ ବିକାଶ ପ୍ରକଳ୍ପର କଲେ ସମୀକ୍ଷା ।
ଆଙ୍କର- ଆଜି ରାଜସ୍ବ ମନ୍ତ୍ରୀ ସୁରେଶ୍ ପୁଜାରୀ ଦିନିକିଆ କେନ୍ଦୁଝର ଗସ୍ତ ଆସିଛନ୍ତି । ସମ୍ବଲପୁର ରୁ ସ୍ଵତନ୍ତ୍ର ହେଲିକପ୍ଟର ରେ ଆସି ଘଟଗାଁ ମିନି ଷ୍ଟଡିୟମରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟଡ ରେ Ulhaଇ ପ୍ରଥମେ ମା ତାରିଣୀଙ୍କ ଦର୍ଶନ କରିଛନ୍ତି । ଦର୍ଶନ ସାରି ତାରିଣୀ ମନ୍ଦିର ସମନ୍ଵୟ ବିକାଶ ପ୍ରକଳ୍ପ ସଂପର୍କରେ ପ୍ରଶାସନିକ ଅଧିକାରୀ ସହିତ ଆଲୋଚନା କରିଥିଲେ । ରାଜସ୍ଵମନ୍ତ୍ରି ମା ତାରିଣୀଙ୍କ ଦର୍ଶନ କରି କହିଛନ୍ତି ମାଙ୍କ ଦର୍ଶନ ବିନା ଡାକରାରେ ହୁଏନି, ମୋର ସୌଭାଗ୍ୟ ମାଙ୍କ ଦର୍ଶନ କରିଲି । ଏଥିସହିତ ତାରିଣୀ ମନ୍ଦିର ସମନ୍ଵୟ ବିକାଶ ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷ ଭିତରେ ଶେଷ ହେବ ବୋଲି କହିଛନ୍ତି । ଏଥିସହିତ କେନ୍ଦୁଝର ଜିଲ୍ଲାରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣ ଚଳିତ ବର୍ଷ ଅଧାରେ ଶେଷ ହୋଇଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହା ପରେ କେନ୍ଦୁଝର ଆସି ଜିଲା ସ୍ତ୍ରୀୟ ରାଜସ୍ଵ ସମିକ୍ଷା କରିଥିଲେ ମାନ୍ୟବର ମନ୍ତ୍ରୀ । ସମିକ୍ଷା ପରେ ଅパାହ୍ନରେ ମୁଖ୍ୟମନ୍ତ୍ରୀ ଙ୍କ ଗାଁ ରାଇକଳାରେ ଆୟୋଜିତ ହୋଇଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RRRakesh Ranjan
FollowMar 02, 2026 11:20:270
Report
0
Report
0
Report
VSVaibhav Sharma
FollowMar 02, 2026 11:18:300
Report
RKRakesh Kumar Bhardwaj
FollowMar 02, 2026 11:18:13Jodhpur, Rajasthan:जोधपुर पुलिस आयुक्तालय जोधपुर में एडीसीपी ट्रैफिक के पद पर कार्यरत शालिनी राज की AV प्रोफाइल。
0
Report
AJAvinash Jagnawat
FollowMar 02, 2026 11:18:010
Report
KSKartar Singh Rajput
FollowMar 02, 2026 11:17:410
Report
UJUmesh Jadhav
FollowMar 02, 2026 11:17:280
Report
OTOP TIWARI
FollowMar 02, 2026 11:17:100
Report
RKRaj Kishore Soni
FollowMar 02, 2026 11:16:580
Report
PKPradeep Kumar
FollowMar 02, 2026 11:16:440
Report
NPNavratan Prajapat
FollowMar 02, 2026 11:16:270
Report
KCKumar Chandan
FollowMar 02, 2026 11:16:110
Report
ASAshutosh Sharma1
FollowMar 02, 2026 11:15:550
Report
DSDeepesh shah
FollowMar 02, 2026 11:15:390
Report
