Back
केन्दुझर में 60 रंगी रास: कृष्ण लीला महायज्ञ ने आस्था जगाई
AMABHAYA MOHANTY
Feb 06, 2026 18:03:31
Keonjhar, Odisha
ଆଙ୍କର: ୨୬୦ ବର୍ଷରୁ ଯେଉଁଠି ଅହରହ ଜଳୁଛି ଧୂନି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବଡ଼ବିଲ ଗାଁର ସନ୍ଥ ଦୟାଦାସ ପୀଠର ଆଧ୍ୟାତ୍ମିକ ଚେତନାରେ ଅନୁପ୍ରାଣିତ ଖଣ୍ଡମଣ୍ଡଳର ଶ୍ରଦ୍ଧାଳୁ । ଏଠାରେ ୪ଦିନ ଧରି ଚାଲିଥିବା କୃଷ୍ଣଲୀଳା ରାସ ମହାଯଜ୍ଞରେ କେନ୍ଦୁଝର, ସୁନ୍ଦରଗଡ଼ ଓ ପଡ଼ୋଶୀ ଝାଡ଼ଖଣ୍ଡ ର ୬୦ଟି ରାସ ସଂକୀର୍ତ୍ତନ ଦଳର ୩ହଜାର କଳାକାର ଅଂଶଗ୍ରହଣ କରି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ କୃଷ୍ଣ ରସାମୃତ ପାନ କରାଇଥିଲେ । ଉଦଯାପନୀ ଦିବସରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,କୋରେଇ ବିଧାୟକ ଆକାଶ ଦାସ ନାୟକ ଓ ତେଲକୋଇ ବିଧାୟକ ଅଂଶଗ୍ରହଣ କରି ଉପସ୍ଥିତ ଜନତାଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ । ବାଂଶପାଳରୁ ଦେଖିବା ଏହି ରିପୋର୍ଟ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
NKNished Kumar
FollowFeb 06, 2026 19:15:120
Report
0
Report
ASAshutosh Sharma1
FollowFeb 06, 2026 19:01:260
Report
PPPraveen Pandey
FollowFeb 06, 2026 19:01:100
Report
दुर्ग में सीएम साय की अध्यक्षता में पिछड़ा वर्ग विकास प्राधिकरण की बैठक संपन्न; 80 करोड़ बजट, आईटी प
0
Report
JSJitendra Soni
FollowFeb 06, 2026 19:00:190
Report
MKMANTUN KUMAR ROY
FollowFeb 06, 2026 18:46:570
Report
RNRajesh Nilshad
FollowFeb 06, 2026 18:46:320
Report
NKNished Kumar
FollowFeb 06, 2026 18:46:180
Report
RSRAhul Sisodia
FollowFeb 06, 2026 18:46:030
Report
SYSUNIL YADAV
FollowFeb 06, 2026 18:45:490
Report
ABAnnu Babu Chaurasia
FollowFeb 06, 2026 18:45:420
Report
ADASHISH DWIVEDI
FollowFeb 06, 2026 18:45:220
Report
ABAmit Bhardwaj1
FollowFeb 06, 2026 18:32:170
Report