Back
सिकंदर और भाई गिरफ्तार: जगतसिंहपुर में अवैध घर निर्माण और कथित बांग्लादेशी लेनदेन
NBNARAYAN BEHERA
Nov 23, 2025 10:16:33
Paradeep, Odisha
ସିକଣ୍ଦର ଆଲାମ ଓ ତାର ସାନ ଭାଇ ମୁତାଲିଫ ଖାଁ କୁ ଧାମରାରୁ ପୋଲିସ ଗିରଫ କରିଛି । ଉଭୟ ଯାଜପୁରରେ ଜଣେ ସମ୍ପର୍କୀୟ ଙ୍କ ଘରେ ରହିଥିବା ବେଳେ ଭଦ୍ରକ ଜିଲ୍ଲା ଧାମରା ପୋର୍ଟ ଦେଇ କଲିକତା ଓ ପରେ ବାଂଲାଦେଶକୁ ଯିବା ଯୋଜନା କରୁଥିବା ବेଳେ ତାର ଫୋନ କୁ ଟ୍ରାପ କରି ତାକୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ଗିରଫ ସିକନ୍ଦର ଠାରୁ ଲାପଟପ ସହ ପାସପୋର୍ଟ ଓ ବହୁ ସାହାଜଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରା ଯାଇଥିବା ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ଦୁଇ ଭାଇଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତରୀ ମାଇନା କରାଯାଇଥିବା ସହ ଜଗତସିଂହପୁର ଏସଡିଜେମ ଙ୍କ କୋର୍ଟ ଚାଲାଣ କରାଯାଇଛି । ଜେଲ ରୁ ସିକନ୍ଦର ଓ ତାର ଭାଇକୁ ପୋଲିସ ତଦନ୍ତ ପାଇଁ ରିମାଣ୍ଡରେ ଆଣିବେ ଥିବା ସୂଚନା ମିଳିଛି ।
138
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PTPreeti Tanwar
FollowNov 23, 2025 11:45:220
Report
0
Report
0
Report
HSHITESH SHARMA
FollowNov 23, 2025 11:32:5373
Report
DKDeepesh Kumar
FollowNov 23, 2025 11:32:4347
Report
ATArun Tripathi
FollowNov 23, 2025 11:32:3016
Report
KCKULDEEP CHAUHAN
FollowNov 23, 2025 11:32:0530
Report
DKDeepesh Kumar
FollowNov 23, 2025 11:31:5097
Report
DKDeepesh Kumar
FollowNov 23, 2025 11:31:3769
Report
BBBindu Bhushan
FollowNov 23, 2025 11:30:5857
Report
PTPreeti Tanwar
FollowNov 23, 2025 11:30:4490
Report
DKDeepesh Kumar
FollowNov 23, 2025 11:30:3229
Report
DKDeepesh Kumar
FollowNov 23, 2025 11:30:14102
Report
54
Report
AMANIL MOHANIA
FollowNov 23, 2025 11:24:0643
Report