Back
Paradip में ओड़िशा की दृष्टिहीन para जूडो टीम 14वीं PARA जूडो चैंपियनशिप में रनर-अप
NBNARAYAN BEHERA
Dec 29, 2025 12:15:40
Paradeep, Odisha
Anchor - ଜାତୀୟ ସ୍ତରର ବ୍ଲାଇଣ୍ଡ ପାରା ଯୁଡୋ ଚମ୍ପିଅନସିପ୍ ରେ ଚମକିଲେ ଓଡିଆ ଖେଳାଳୀର ଖବର ସଙ୍ଖ୍ୟାରେ ପାରାଦୀପ ରେ ୨୯-୧୨-୨୨୫ର୍ତ୍ଟିକା କାର୍ଯ୍ୟକ୍ଷେତ୍ର ସମ୍ବାଦ ପ୍ରକାଶିତ ହେଲା। ୧୪ତମ ଜାତୀୟ ପାରା ଯୁଡୋ ଚମ୍ପିଅନସିପ୍ ରେ ପ୍ରଥମ ଥର ପାଇଁ ଓଡିଶା ଦୃଷ୍ଟିହୀନ ପାରା ଯୁଡୋ ଟିମ୍ ରନର୍ସ ଅପ୍ ହୋଇଛନ୍ତି, ସେମାନେ ୧୫ଟି ମେଡାଲ ହାସଲ କରି ମେଡାଲ୍ ଆଣିଛନ୍ତି। ଏହାକୁ ନେଇ ବିଭିନ୍ନ ମହଳରୁ ଓଡ଼ିଶାର ଦୃଷ୍ଟିହୀନ ପାରା ଜୁଡୋ ଟିମ୍ କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ମିଳିଛି। କୋଚ୍ ଲୋପାମୁଦ୍ରା ପତିଙ୍କ ତତ୍ବାବଧାନରେ ଓଡ଼ିଶାର ୨୫ଜଣିଆ ଦୃଷ୍ଟିহୀନ ପାରା ଯୁଡୋଟିମ୍ ରାଜସ୍ଥାନର ଗଙ୍ଗା ନଗରରେ ୧୪ତମ ଜାତୀୟ ପାରା ଯୁଡୋ ଚମ୍ପିଅନସିପ୍ রେ ଭାଗନେଇ ରନର୍ସ ଅପ୍ ହୋଇଛନ୍ତି। ଏଥି ପାଇଁ ପାରାଦୀପ ବନ୍ଦର ଓ ଇଫ୍କୋ ୟୁନିଟ ପାରାଦୀପ ର ସହଯୋଗ କୁ ନେଇ କୋଚ୍ ଓ ଖେଳାଳୀ ମାନଙ୍କର ସ୍ମରଣ ହୋଇ ରହିବ ବୋଲି ଉଭୟ କୋଚ୍ ଓ ଖେଳାଳୀମାନେ ପ୍ରକାଶ କରିଛନ୍ତି। ଏହି ଜାତୀୟ ଦୃଷ୍ଟିହୀନ ପାରା ଯୁଡୋ ପ୍ରତିଯୋଗୀତାରେ ପ୍ରତ୍ୟେକ ରାଜ୍ୟର ପାରା ଯୁଡୋ ଖେଳାଳୀ ଭାଗ ନେଇଥିବା ବେଳେ ଦୃଷ୍ଟିହୀନ ହୋଇ ମଧ୍ୟ ପ୍ରଶିକ୍ଷକଙ୍କ ତାଲିମ ରେ ସେମାନେ ନିଜକୁ ଦୃଷ୍ଟିହୀନ ବୋଲି ଭାବନ୍ତି ନାହିଁ ବୋଲି କହିଛନ୍ତି। ପାରା ଯୁଡୋ କ୍ଷେତ୍ରରେ ନିଯୁକ୍ତି ସହ ଆନ୍ତର୍ଜାତୀୟ ଖେଳ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଦୃଷ୍ଟିହୀନ ଯୁଡୋ ଖେଳାଳୀ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
Mirzapur-cum-Vindhyachal, Uttar Pradesh:मीरजापुर: भारतीय किसान यूनियन जनपद मिर्जापुर के द्वारा जिला अध्यक्ष कंचन सिंह फौजी के नेतृत्व में एक प्रतिनिधिमंडल उप जिलाधिकारी चुनार से मिलकर बताया कि चुनार तहसील अंतर्गत धान खरीद को लेकर विकट परेशानी किसानो को हो रही है, इसके समाधान के लिए भारतीय किसान यूनियन ने उपजिलाधिकारी को पत्रक सौंपा है।
0
Report
0
Report
MMMohd Mubashshir
FollowDec 29, 2025 13:53:26New Delhi, Delhi:मौलाना शहाबुद्दीन बरेली के नए साल के बयान पर बोले jamate Islami Hind के उपाध्यक्ष मलिक मोतासिम खान
0
Report
RSRavi sharma
FollowDec 29, 2025 13:53:140
Report
WMWaqar Manzoor
FollowDec 29, 2025 13:53:000
Report
VKVIKRANT KUMAR
FollowDec 29, 2025 13:52:490
Report
MKMANTUN KUMAR ROY
FollowDec 29, 2025 13:52:330
Report
NMNitesh Mishra
FollowDec 29, 2025 13:52:180
Report
PKPRASHANT KUMAR1
FollowDec 29, 2025 13:52:050
Report
AKAtul Kumar
FollowDec 29, 2025 13:51:370
Report
SHSAYED HUSSAIN AKHTAR
FollowDec 29, 2025 13:51:200
Report
PCPranay Chakraborty
FollowDec 29, 2025 13:50:560
Report
0
Report
AAASHISH AMBADE
FollowDec 29, 2025 13:50:380
Report
NSNiroj Satapathy
FollowDec 29, 2025 13:50:12Koraput, Odisha:କୋରାପୁଟ - କୋଟପାଡ଼ ସୀମାନ୍ତ ଅଞ୍ଚଳରୁ ବିପୁଳ ପରିମାଣର ନକଲି ମଦ ଜବତ । ମଦ ତିଆରି କରୁଥିବା ୟୁନିଟ ର ମାଲିକ ଦୁଇ ଭାଇ ଫେରାର।
ବାଇଟ - ଅବକାରୀ ନିରୀକ୍ଷକ。
0
Report