Back
पारादीप में कलिंग बालीयात्रा का उद्घाटन आज, सुरक्षा चाकचौबंद
NBNARAYAN BEHERA
Nov 04, 2025 08:34:42
Paradeep, Odisha
ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଏଥିସହିତ ଆସନ୍ତା ବୁଧବାର ସକାଳୁ ପାରାଦ୍ଵୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ଏବେ ପାରାଦ୍ବୀପରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିଅମ ରେ ଅସ୍ଥାୟୀ ହେଲିପ୍ୟାଡ଼ ଠାରୁ ଆରମ୍ଭ କରି ସମୁଦ୍ର କୂଳ ,ବିଜୁ ମୈଦାନ ଏବଂ ନେହେରୁବଙ୍ଗଳା ପର୍ଯ୍ୟନ୍ତ ଆଲୋକମାଳା , ରାସ୍ତାଘାଟ ମରାମତି ଏବଂ ବୃକ୍ଷ ରୋପଣ କରାଯାଉଛି | ବାଲିଯାତ୍ରା ପଡିଆରେ ବ୍ୟବସାୟର ପସରା ମେଲିବାକୁ ଆଗୁଆ କିଛି ବ୍ୟବସାୟୀ ଏଠାରେ ଆସି ପହଂଚି ଥିବାବେଳେ ଅନେକ ସେମାନଙ୍କ ଷ୍ଟଲ ମଧ୍ୟ ଆଗୁଆ ବୁକିଂ କରି ସାରିଛନ୍ତି | ମିନାବଜାର , ଓର୍ମାସ ସହ  ଛୋଟବଡ଼ ଦୋକାନ ଖୋଲିବାକୁ ଥିବାବେଳେ ପ୍ରତିଦିନ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି | ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କୁ ନେଇ ଜିଲ୍ଲା ପ୍ରଶାସନ ସହିତ ଡିଆଇଜି ଡକ୍ଟର ସତ୍ୟଜିତ୍ ନାୟକ , ଏସପି ଅଙ୍କିତ୍ ବର୍ମା, ଜିଲ୍ଲାପାଳ ଜେ ସୋନାଲ ଏବଂ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି। ଏଥିରେ ମୁଖ୍ୟତଃ ଟ୍ରାଫିକ ବ୍ୟବସ୍ଥା, ସମୁଦ୍ର କୂଳରେ ମେରାଇନ ପୋଲିସ ଦ୍ୱାରା ପେଟ୍ରୋଲିଂ ର ବ୍ୟବସ୍ଥା କରାଯାଇଛି। ଏଥିସହିତ ଚଳିତ ବର୍ଷ ଜିଲ୍ଲା ଓ ଜିଲ୍ଲା ବାହାରର ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ  ମୁତୟନ ରହିବେ ବୋଲି ଡିଆଇଜି ପ୍ରକାଶ କରିଛନ୍ତି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RJRakesh Jaiswal
FollowNov 04, 2025 13:20:000
Report
AGAbhishek Gour
FollowNov 04, 2025 13:19:440
Report
HBHemang Barua
FollowNov 04, 2025 13:19:290
Report
0
Report
HBHemang Barua
FollowNov 04, 2025 13:19:140
Report
KHKHALID HUSSAIN
FollowNov 04, 2025 13:18:510
Report
0
Report
PSPramod Sinha
FollowNov 04, 2025 13:18:320
Report
JPJai Pal
FollowNov 04, 2025 13:18:100
Report
RRRakesh Ranjan
FollowNov 04, 2025 13:17:59Noida, Uttar Pradesh:ब्रेकिंग देहरादून 
विशेष सत्र से जुड़ी बड़ी खबर
कार्यमंत्रणा की बैठक हुई समाप्त
विशेष सत्र की अवधि बढ़ाई गई
कल तक के लिए सत्र की अवधि बढ़ी
कार्यमंत्रणा की बैठक में लिया गया निर्णय
0
Report
AMATUL MISHRA
FollowNov 04, 2025 13:17:470
Report
SJSantosh Jaiswal
FollowNov 04, 2025 13:17:290
Report
ADASHISH DWIVEDI
FollowNov 04, 2025 13:17:180
Report
ASARUN SINGH
FollowNov 04, 2025 13:16:580
Report
ADArvind Dubey
FollowNov 04, 2025 13:16:330
Report