Back
Paradip क्रिकेट लीग: आठ टीमों के लिए खिलाड़ियों की नीलामी पूरी
NBNARAYAN BEHERA
Mar 17, 2026 10:54:25
Paradeep, Odisha
Dt - 17/03/2026 Place - Paradip Format - Avb Anchor - ଆରମ୍ଭ ହେବ ପାରାଦୀପ କ୍ରିକେଟ ଲିଗ୍ (ପିସିଏଲ୍) ଟୁର୍ଣ୍ଣାମେଣ୍ଟ୍। ଆଇପିଏଲ୍ ଭଳି ପାରାଦୀପ ରେ ଦୀର୍ଘ ୩ବର୍ଷ ଧରି ପିସିଏଲ୍ ଟୁର୍ଣ୍ଣାମେଣ୍ଟ ହୋଇ ଆସୁଛି । ଚଳିତ ଥର ମାର୍ଚ୍ଚ ୨୮ତାରିଖ ଠାରୁ ଏପ୍ରିଲ ୧୨ତାରିଖ ପର୍ଯ୍ୟନ୍ତ ପାରାଦୀପ ଏନ୍ଏସି ଖେଳ ପଡିଆରେ ଅନୁଷ୍ଠିତ ହେବ ଏହି ଟୁର୍ଣ୍ଣାମେଣ୍ଟ୍। ପିସିଏଲ୍ ର ଏହି ଚତୁର୍ଥ ସଂସ୍କରଣ କ୍ରୀକେଟ୍ ଲିଗ୍ ପାଇଁ ପାରାଦୀପ ମଧୁବନ ସ୍ଥିତ କ୍ରୀକେଟ୍ ପଡିଆ ରେ ସମସ୍ତ ଆୟୋଜନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ପାରାଦୀପ କ୍ରିକେଟ ଲିଗ ପାଇଁ ଖେଳାଳି ଚୟନ ଓ ନିଲାମ ପ୍ରକ୍ରିୟା ପାରାଦୀପ ପୋର୍ଟ କ୍ଲବ ଠାରେ ଶେଷ ହୋଇଛି। ଏଥିରେ ୮ଟି ଟିਮ୍ ର ମାଲିକ ମାନେ ଖେଳାଳି ମାନଙ୍କୁ ନିଲାମ ପ୍ରକ୍ରିୟାରେ ଚୟନ କରିଥିବା ବେଳେ ପିସିଏଲ୍ ତରଫରୁ ଟିମ୍ ମାଳିକ ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଏହି ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ସ୍ବାଗତ କରାଯାଇଥିଲା। ଏହି ନିଲାମ ପ୍ରକ୍ରିୟାରେ ୧୮୬ଜଣ ଖେଳାଳୀ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୨୦ଜଣ ଖେଳାଳୀ ଙ୍କୁ ଚୟନ କରାଯାଇଛି। ସର୍ବାଧିକ ମୂଲ୍ୟ ରେ ଶ୍ରୀରାମ ସ୍ପୋଟିଂଦଳ ଦ୍ବାରା ଅମିତ୍ କୁମାର ସାହୁ କୁ କିଣା ଯାଇଥିବା ଜଣାପଡିଛି। ତେବେ ଏହି କ୍ରୀକେଟ୍ ଲିଗ୍ ଖେଳ ହେବା ଦ୍ବାରା ପାରାଦୀପ କେନ୍ଦ୍ରାପଡା ଓ ଜାଗତସିଂହପୁର ଜିଲ୍ଲା ରେ ଲୁଚି ରହିଥିବା ବହୁ ଯୁବ ପ୍ରତିଭାବାନ ଖେଳାଳୀ ସେମାନଙ୍କ ର ଖେଳ ପ୍ରଦର୍ଶନ କରି ନିଜର ପ୍ରତିଭାକୁ ଲୋକଲୋଚନକୁ ଅଣା ଯାଇ ପାରିବ ବୋଲି ପିସିଏଲ୍ ର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି। ପାରାଦୀପ କ୍ରିକେଟ ଲିଗ କମିଟି ଦ୍ଵାରା ଆୟୋଜିତ ଏହି ନିଲାମ ପ୍ରକ୍ରିୟାକୁ ପିସିଏଲର ସମ୍ପାଦକ ଜୁନିତ ଦାସ ପରିଚାଳନା କରିଥିବା ବେଳେ ଜିପିସିଆଇ ହିରୋ, ଜିଡିସି ବ୍ଲାଷ୍ଟର, ଶ୍ରୀରାମ ସୋର୍ଟିଙ୍ଗ, ବାବା ସାଇଯୋଦ୍ଧା, ପାରାଦୀପ ସୁପର କିଙ୍ଗସ, మహାକାଲ ଵାରିୟର୍ସ ଏବଂ ଜେସିଏସ ଓ୍ବାରିୟର୍ ଦଳର ମାଲିକ ମାନେ ଖେଳାଳି ନିଲାମରେ ଅଂଶଗ୍ରହଣ କରିଥିଲେ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ASANIMESH SINGH
FollowMar 17, 2026 12:01:100
Report
0
Report
ANAJAY NATH
FollowMar 17, 2026 12:00:460
Report
SSSUNIL SINGH
FollowMar 17, 2026 12:00:350
Report
MGMOHIT Gomat
FollowMar 17, 2026 12:00:160
Report
140
Report
308
Report
252
Report
180
Report
AAAMIT AGGRWAL
FollowMar 17, 2026 11:50:39198
Report
MMMohd Mubashshir
FollowMar 17, 2026 11:50:16322
Report
RBRAMESH BALI
FollowMar 17, 2026 11:50:07410
Report
JPJai Pal
FollowMar 17, 2026 11:49:48Haldwani, Uttar Pradesh:वाराणसी में गंगा किनारे इफ्तार पार्टी पर पुलिस शिकंजा कसा है हिंदूवादी संगठनों का कहना है की गंगा की पवित्रता के साथ किसी भी तरह का समझौता बर्दाश्त नहीं किया जाएगा
328
Report
SSSUNIL SINGH
FollowMar 17, 2026 11:49:32175
Report
PTPreeti Tanwar
FollowMar 17, 2026 11:49:18178
Report