Back
Paradip तट पर भारतीय तटरक्षक की मॉक ड्रिल: तेल Spill रोकथाम अभ्यास सफल
NBNARAYAN BEHERA
Dec 17, 2025 14:02:51
Paradeep, Odisha
ଭାରତୀୟ ତଟରକ୍ଷୀ ବାହିନୀ ର ପଲୁସନ୍ ରେସପନ୍ସ ଏକ୍ସରସାଇଜ। ଗଭୀର ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀ ର ପଲୁସନ୍ ରେସପନ୍ ସଙ୍ଗତ ଏକ୍ସରସାଇଜ। ତଟସୁରକ୍ଷା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୁଦ୍ରରେ ଫସି ରହିଥିବା ବୋଟ୍, ଡଙ୍ଗା ଓ ଲୋକଙ୍କୁ ଉଦ୍ଧାର କରିଥାଏ ଭାରତୀୟ ତଟରକ୍ଷୀ ଜାହାଜ। ଆଜି ସେହିଭଳି ସମୁଦ୍ରରେ ପ୍ରଦ୍ୟୁଷଣ କୁ କିଭଳି ରୋକା ଯାଇପାରିବ ସେଦିଗରେ ଏକ କୌଶଳ ପଦର୍ଶୀତ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ସମୁଦ୍ରରେ ପ୍ରଦୂଷଣ ରୋକିବାକୁ ଭାରତୀୟ ତଟ ରକ୍ଷକ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳ ପକ୍ଷରୁ ଆଜି ପ୍ରଦୂଷଣ ପ୍ରତିକ୍ରିୟା ଅଭ୍ୟାସ (ମକ ଡ୍ରିଲ) କରାଯାଇଛି। ପାରାଦୀପ ଉପକୂଳ ଠାରୁ ୩୫ କିମି ଗଭୀର ସମୁଦ୍ରରେ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଛି। ଜାହାଜରୁ ତେଲ ଲିକେଜକୁ କିପରି ପ୍ରତିହତ କରାଯିବ ସେନେଇ ଆଇସିଜି ପକ୍ଷରୁ ବିଭିନ୍ନ ରଣ କୌଶଳ ସମେତ ଅଭ୍ୟାସ କରାଯାଇଛି। ଉକ୍ତ ଅଭ୍ୟାସ କାର୍ଯ୍ୟକ୍ରମରେ ଭାରତୀୟ ତଟ ରକ୍ଷକ ବାହିନୀ ଯୁଦ୍ଧ ଜାହାଜ ବିଜୟ ସମେତ ଭରଦ,ଅମୋଘ, ଅଦମ୍ୟ, କମଳାଦେବୀ, ଅମ୍ରିତକୌର ଓ ସି -୪୨୬ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇଓସିଏଲ ବୋଟ,ପାରାଦୀପ ବନ୍ଦର ପ୍ରାଧିକରଣର ବୋଟ ଓ ଟଗ ବୋଟ ଅଂଶ ଗ୍ରହଣ କରିଥିଲେ। ଆଇସିଜିର ଡୋନିଅର ଉଡାଜାହାଜ ଭୁବନେଶ୍ୱରରୁ ଆସି ପାରାଦୀପରେ ହେଉଥିବା ମକ ଡ୍ରିଲରେ ଅଂଶ ଗ୍ରହଣ କରିଥିଲା। ଏହି କାର୍ଯ୍ୟକ୍ରମରେ ଜାହାଜର ୪ ଶହରୁ ଊର୍ଦ୍ଧ୍ବ କର୍ମଚାରୀ ଭାଗ ନେଇଛନ୍ତି। ଅଥଳ ସମୁଦ୍ର ଭିତରେ ଏକ ଜାହଜରୁ ତେଲ ପଡ଼ିବା ପରେ ଆରମ୍ଭ ହୋଇଥିଲା ପ୍ରକୃତ କଳା କୌଶଳ | ତତ୍କ୍ଷଣାତ କିଭଳି ତେଲକୁ ସମୁଦ୍ର ପାଣିରୁ ଅଲଗା କରାଯାଇ ପାରିବ ସେନେଇ ଦକ୍ଷତାର ସହ କାର୍ଯ୍ୟକ୍ରମ କରାଯାଇଥିଲା | ପାରାଦୀପ ବେଳାଭୂମିରେ ତଟରକ୍ଷୀ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ପ୍ରଦେଶନା କରାଯାଇଥିଲା | ପ୍ରଦର୍ଶନରେ ବୃହତ ପରିମାଣର ବେଳାଭୂମି ସଫେଇ କାର୍ଯ୍ୟ ଏବଂ କୂଳରେ ତେଲ ପଡ଼ିବା ପରିସ୍ଥିତିରେ ଉପକୂଳକୁ ସୁରକ୍ଷା ଦେବା ପାଇଁ କିଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ତାହା ମଧ୍ୟ ପ୍ରଦର୍ଶିତ ହୋଇଥିଲା |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ASABHISHEK SHARMA1
FollowDec 17, 2025 15:36:560
Report
RJRahul Joshi
FollowDec 17, 2025 15:36:380
Report
GPGYANENDRA PRATAP
FollowDec 17, 2025 15:36:170
Report
ATAMIT TRIPATHI
FollowDec 17, 2025 15:35:430
Report
MKMohammad Khan
FollowDec 17, 2025 15:33:060
Report
RRRakesh Ranjan
FollowDec 17, 2025 15:30:410
Report
0
Report
0
Report
DDDeepak Dwivedi
FollowDec 17, 2025 15:17:450
Report
AVArun Vaishnav
FollowDec 17, 2025 15:17:040
Report
DDDeepak Dwivedi
FollowDec 17, 2025 15:16:350
Report
DIDamodar Inaniya
FollowDec 17, 2025 15:15:470
Report
MKMukesh Kumar
FollowDec 17, 2025 15:15:290
Report
प्रयागराज में अधिवक्ताओं ने किया प्रेस वार्ता,अधिवक्ता प्रोडक्शन बिल को लेकर अधिवक्ताओं ने दी चेतावन
0
Report
ASAshok Singh Shekhawat
FollowDec 17, 2025 15:03:210
Report