Back
जगतसिंहपुर के सुकनिया गृहौई अस्पताल सील, मरीजों کا जिला अस्पताल میں स्थानांतरण
NBNARAYAN BEHERA
Mar 20, 2026 08:39:29
Paradeep, Odisha
Dt - 20/03/2026
Place - Jagatsingpur
Format - Avb
Anchor - ସିଲ ହେଲା ଜଗତସିଂହପୁର ରେ ଥିବା ସୁକନ୍ୟା ଘରୋଇ ହସ୍ପିଟାଲ । ଏଥି ପାଇଁ હସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବା ସହ ଘଟଣା ସ୍ଥଳରେ ଉପଜିଲ୍ଲାପାଳ ଙ୍କ ନେତୃତ୍ୱରେ ୫ ଜଣିଆ ଟିମ ପହଁଚି କାଗଜପତ୍ର ଯାଞ୍ଚ କରିବା ପରେ ହସ୍ପିଟାଲର ସମସ୍ତ ଗେଟ କୁ ସିଲ କରି ଦିଆଯାଇଛି । ଜଗତସିଂହପୁର ସହର ରେ ଥିବା ସୁକନ୍ୟା ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଗତକାଲି ପେଟ ଭିତରେ ଶିଶୁ ସହ ଜନୈକା ପ୍ରସୂତି ସୁଶ୍ରୀ ସଂଗୀତା ସାହୁଙ୍କ ମୃତ୍ୟୁ ହେବା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଦୁଇ ଦିନ ହେଲା ଉତେଜନା ଲାଗିରହିଛି । ସନ୍ଧ୍ୟାରେ ମୃତ ଦେହ ରଖି ଉତ୍ୟକ୍ତ ଲୋକମାନେ ବାଳିକା Úଚ୍ଚ ବିଦ୍ୟାଳୟ ନିକଟରେ ଦୀର୍ଘ ସମୟ ଧରି ଜଗତସିଂହପୁର ସହର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଏହାକୁ ନେଇ ପୋଲିସ ଓ ଉତ୍ୟକ୍ତ ଲୋକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ସହଜ ହୋଇଥିଲା । ଆରପଟେ ଆସନ୍ତା କାଲି ହସ୍ପିଟାଲ କୋଠା ନିର୍ମାଣ ହୋଇଥିବା ଜଗାର ମାପଚୁପ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବାଇଟ-୧-ପ୍ରଶାନ୍ତ କୁମାର ତରାଇ,(ଉପଜିଲ୍ଲାପାଳ, ଜଗତସିଂହପୁର )
ଜଗତসିଂହପୁର ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PKPramod Kumar Gour
FollowMar 20, 2026 09:54:350
Report
KKKRISNDEV KUMAR
FollowMar 20, 2026 09:54:220
Report
JPJAY PRAKASH KUMAR
FollowMar 20, 2026 09:54:060
Report
RKRANJEET Kumar OJHA
FollowMar 20, 2026 09:53:440
Report
PCPUSHKAR CHAUDHARY
FollowMar 20, 2026 09:52:430
Report
KKKRISNDEV KUMAR
FollowMar 20, 2026 09:52:310
Report
ANAnil Nagar1
FollowMar 20, 2026 09:52:220
Report
ADAnup Das
FollowMar 20, 2026 09:51:370
Report
0
Report
ADAnup Das
FollowMar 20, 2026 09:51:070
Report
0
Report
WJWalmik Joshi
FollowMar 20, 2026 09:49:430
Report
GPGYANENDRA PRATAP
FollowMar 20, 2026 09:49:280
Report
KKKRISNDEV KUMAR
FollowMar 20, 2026 09:49:20Noida, Uttar Pradesh:धुरन्धर फ़िल्म में अतीक के रोल पर पूर्व डीजीपी ak जैन की बाईट
0
Report
DIDamodar Inaniya
FollowMar 20, 2026 09:47:540
Report