Back
जगतसिंहपुर महा संघ के नए अध्यक्ष अरविन्द होता का चयन
NBNARAYAN BEHERA
Feb 04, 2026 05:03:29
Paradeep, Odisha
Anchor -ଜଗତସିଂହପୁର ଜିଲ୍ଲା ଠିକାଦାର ମହାସଂଘ ର ସଭାପତି ହେଲେ ଅରବିନ୍ଦ ହୋତା। ଜିଲ୍ଲା ଠିକାଦାର ମହାସଂଘ ର ସାଧାରଣ ବୈଚୟକ ର ଅରବିନ୍ଦ ହୋତା ନିର୍ବାਚିତ ହୋଇଛନ୍ତି। ଜଗତସିଂହପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜଗତସିଂହପୁର ଜିଲ୍ଲା ଠିକାଦାର ମହାସଂଘ ର ସାଧାରଣ ବୈଠକ ରେ ନିଷ୍ପତ୍ତି ହେବା ପରେ ନିର୍ବାଚନ ଘୋଷଣା କରାଯାଇଥିଲା। ese କ୍ରମରେ ସର୍ବସମ୍ମତି ଭାବେ ସଭାପତି ଭାବେ ଅରବିନ୍ଦ ହୋତା ଙ୍କୁ ଚୟନ କରା ଯିବା ସହିତ ମହାସଂଘ ର ସମସ୍ତ ସଦସ୍ୟ ମାନେ ଅରବିନ୍ଦ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିପରି ଭାରତ କାର୍ଯ୍ୟକାରୀ ସଭାପତି ଆଲୋକ ରଞ୍ଜନ ଦାଶ, ସାଧାରଣ ସମ୍ପାଦକ ବାହୁ ବାଳେନ୍ଦ୍ର ମଲ୍ଲିକ ଓ ଅରବିନ୍ଦ ସ୍ବାଇଁ, ଜିଲ୍ଲା ସଂଯୋଜକ ଦେବକାନ୍ତ ମଲ୍ଲିକ o କୋଷାଧ୍ୟକ୍ଷ ଭାବେ ବିବେକାନନ୍ଦ ସାହୁଙ୍କୁ ଚୟନ କାରାଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ଠିକାଦାର ମାନେ ଯୋଗ දେଇ ଥିବା ବେଳେ ନୂତନ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ସମସ୍ତ ଠିକାଦାର ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟ ାଗାମୀ ଦିନରେ ସୁଚାରୁ ରୂପେ ତୁଳାଇବେ ବୋଲି ସଭାପତି କହିଛନ୍ତି ।
ବାଇଟ -୧ - ଅରବିନ୍ଦ ହୋତା (ସଭାପତି)
ବାଇଟ -୨- ପ୍ରଭାତ କୁମାର ବେହେରା (କର୍ମକର୍ତ୍ତା)
ଜଗତସିଂହପୁର ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DCDILIP CHOUDHARY
FollowFeb 16, 2026 15:00:190
Report
RKRAJESH KUMAR
FollowFeb 16, 2026 15:00:070
Report
0
Report
1
Report
1
Report
VRVIJAY RANA
FollowFeb 16, 2026 14:48:170
Report
VSVishnu Sharma1
FollowFeb 16, 2026 14:47:540
Report
0
Report
RKRavi Kant
FollowFeb 16, 2026 14:47:45Noida, Uttar Pradesh:The world reaction to Princess Diana’s passing (1997)
0
Report
VKVIKRANT KUMAR
FollowFeb 16, 2026 14:47:360
Report
KMKuldeep Malwar
FollowFeb 16, 2026 14:47:160
Report
VSVishnu Sharma1
FollowFeb 16, 2026 14:46:290
Report
DIDamodar Inaniya
FollowFeb 16, 2026 14:46:000
Report
RVRaunak Vyas
FollowFeb 16, 2026 14:45:460
Report
RTRAJENDRA TIWARI
FollowFeb 16, 2026 14:45:23Mahoba, Uttar Pradesh:महोबा में जल जीवन मिशन के तहत किए जा रहे विकास कार्यों पर गंभीर सवाल खड़े हो रहे हैं.
0
Report