Back
जगतसिंहपुर बिरिड़ी थाना: दुष्कर्म मामले के आरोपी की फिर गिरफ्तारी
NBNARAYAN BEHERA
Mar 01, 2026 10:20:28
Paradeep, Odisha
ଜଗତସିଂହପୁର ବିରିଡି ଥାନା ରୁ ଚମ୍ପଟ ମାରିଥିବା ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି । ବିରିଡି ଥାନାରୁ କୋର୍ଟ ଚାଳାଣ ବେଳେ ପୋଲିସକୁ ଚକମା ଦେଇ ଫେରାର ହୋଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣକ ଅଢଙ୍ଗ ମଜୁରାଇ ଗ୍ରାମର ବୋଲି ଜଣାଯାଇଛି । ଅଭିଯୁକ୍ତ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ । ପୋଲିସ ବିରିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ଼ାକ୍ତରୀ ମାଇନା କରିବାକୁ ଆଣିଥିବା ବେଳେ ମେଡିକାଲ ପାଚିରୀ ଡେଇଁ ଚମ୍ପଟ ମାରିଥିଲା ଅଭିଯୁକ୍ତ । ପୋଲିସ ୫ ଘଣ୍ଟା ଧରି ଖୋଜାଖୋଜି ପରେ ତାକୁ ପୁଣି ଗିରଫ କରିବାରେ ସଫଳ ହୋଇଛି ବୋଲି କହିଛନ୍ତି ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MKMUKESH KUMAR
FollowMar 01, 2026 11:51:580
Report
RSRUPENDRA SHRIWASTVA
FollowMar 01, 2026 11:51:440
Report
RIRamawatar Isran
FollowMar 01, 2026 11:51:370
Report
AAANOOP AWASTHI
FollowMar 01, 2026 11:50:500
Report
RIRamawatar Isran
FollowMar 01, 2026 11:50:250
Report
0
Report
SPSatya Prakash
FollowMar 01, 2026 11:48:570
Report
DDDeepak Dwivedi
FollowMar 01, 2026 11:48:500
Report
RIRamawatar Isran
FollowMar 01, 2026 11:48:400
Report
RSRahul shukla
FollowMar 01, 2026 11:48:250
Report
ASANIMESH SINGH
FollowMar 01, 2026 11:48:170
Report
HSHITESH SHARMA
FollowMar 01, 2026 11:48:020
Report
KSKartar Singh Rajput
FollowMar 01, 2026 11:47:430
Report
PSPradeep Sharma
FollowMar 01, 2026 11:47:300
Report
DCDhruv Chaudhary
FollowMar 01, 2026 11:46:59Noida, Uttar Pradesh:जंतर मंतर पर भीड़ जुटाने के उलझे सवाल, Liquor Policy वापस, 150 मोबाइल डेटा गायब
0
Report
