Back
पारादीप में 19 वार्ड की महिला जागरूकता पदयात्रा, सुरक्षा कानूनों की मांग
NBNARAYAN BEHERA
Mar 09, 2026 06:37:18
Paradeep, Odisha
Slug - Mahila Padajatra
Dt - 09/03/2026
Place - Paradip
Anchor - ପାରାଦୀପ ମ୍ୟୁନିସିପାଲଟି ୧୯ଟି ଓ୍ବାର୍ଡ ର ଶତାଧିକ ମହିଳା ଙ୍କ ସଚେତନତା ପଦଯାତ୍ରା। ପାରାଦୀପ ତାରିଣୀଗଡା ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଶେଷରେ ଜେମାଦେଇ ନଗର ରେ ପହଞ୍ଚି ମହିଳା ଦିବସର ପତାକା ୁତୋଳନ କରିଥିଲେ। ମହିଳା ମାନଙ୍କ ର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ମହିଳା ଷ୍ଟେସନ, ଟ୍ରାଫିକ୍ ପୋଲିସ ଷ୍ଟେସନ , ବସ୍ତିବାସିନ୍ଦା ଙ୍କ ପାଇଁ ସ୍ବତନ୍ତ୍ର o୍ବାଟର ରିଜର୍ଭର କରିବା ,ଏହି ଭଳି ୭ଦଫା ସମ୍ବଳିତ ଦାବିପତ୍ର ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ପଠାଯାଇଛି ବୋଲି ୬୭ଗୋଟି ମହିଳା ସଂଗଠନ ଆବାହକ ତଥା ଆଇନଜୀବୀ ଦେବବ୍ରତ ସାହୁ କହିଛନ୍ତି। ସ୍ଵାଧୀନତା ର ଦିର୍ଘ ବର୍ଷ ପରେ ମଧ୍ୟ ଆଜିବି ନାରୀ ସୁରକ୍ଷିତ ନୁହେଁ। କେବଳ ଭାଷଣରେ ସୀମିତ ରହିଯାଉଛି ନାରୀ ସୁରକ୍ଷା ଏବଂ ନାରୀ ସ୍ବାଧିନତା ର ନାରା। ନିଜ ପାଇଁ ଥିବା ଆଇନଗତ ସୁରକ୍ଷା କବଚ ସମ୍ପର୍କରେ ଏବେବି ନାରୀ ଟିଏ ସମ୍ପୁର୍ଣ୍ଣ ସଚେତନ ୁହୁଁ। ବିଶ୍ୱ ମହିଳା ଦିବସ ଅବସରରେ ପାରାଦ୍ୱୀପ ର ପୂର୍ବ ଉପକୂଳ ପ୍ରଗତୀଶୀଳ ମହିଳା ଟ୍ରଷ୍ଟ ପକ୍ଷରୁ Affine ରାଲି ଆରମ୍ଭ ହୋଇ ତାରିଣୀଗଡା,ପିପିଏଲ ଛକ, ବାଲିଝରା ଦେଇ ନିୟୁ ବାଉରିଆପାଳନ୍ଦା ପର୍ଯ୍ୟନ୍ତ यात्रा କରିଥିଲା। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ସୁରକ୍ଷା ଓ ମହିଳାଙ୍କୁ ନ୍ୟାୟ ଦେବା ଉପରେ ଗୁରୁତ୍ୱାରୋପ କରିବା ସହିତ ଦଳମତ ନିର୍ବିଶେଷ ରେ ସମସ୍ତେ ମହିଳାଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଥିଲା। ୨ୟଦିପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଯୋରଦାର ଆନ୍ଦୋଳନ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ଚେତାବନୀ ଦିଆଯାଇଛି।
ବାଇଟ-୧ - ଦେବବ୍ରତ ସାହୁ। ( ଆଇନଜୀବୀ, ତଥା ଆବାହକ ୬୭ମହି ସଂଗଠନ)
ବାଇଟ -୨- ଉଜ୍ଜ୍ୱଳ ହାଲଦାର୍। ( ଆବାହକ, ପୂର୍ବ ଉପକୂଳ ପ୍ରଗତିଶୀଳ ମহିଳା ଟ୍ରଷ୍ଟ )
ପାରାଦୀପ ରୁ ନାରାୟଣ ବେହେରା ( ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BSBHUPENDAR SINGH SOLANKI
FollowMar 09, 2026 08:32:480
Report
हाथरस में ट्रांसपोर्ट व्यापारियों ने वन टाइम टैक्स के विरोध में किया प्रदर्शन, सरकार से की पुनर्विचा
0
Report
RSRajendra sharma
FollowMar 09, 2026 08:31:460
Report
KMKuldeep Malwar
FollowMar 09, 2026 08:31:350
Report
0
Report
MSMrinal Sinha
FollowMar 09, 2026 08:31:020
Report
MMMRITYUNJAI MISHRA
FollowMar 09, 2026 08:30:450
Report
ADAjay Dubey
FollowMar 09, 2026 08:30:290
Report
Orai, Uttar Pradesh:ब्रेकिंग जालौन यूपी
उरई तहसील के दौलत पुरा गांव में अंतरराष्ट्रीय महिला दिवस मनाया गया
गांव के लोगों को बच्चियों को सुरक्षित रखने के लिए दिए टिप्स
0
Report
0
Report
0
Report
0
Report
HKHitesh Kumar
FollowMar 09, 2026 08:21:050
Report
SNShashi Nair
FollowMar 09, 2026 08:20:380
Report
DTDinesh Tiwari
FollowMar 09, 2026 08:19:490
Report