Back
ଜଗତସିଂହପୁରେ ପଞ୍ଚାୟତ ପ୍ରତିନିଧିମାନଙ୍କ ମୁକାବିଲା ସାମ୍ନେ ତୃତୀୟ ଦିନ ଧାରଣା: వీడియో ଚର୍ଚ୍ଚା ଓ ମାଗ ପ୍ରମାଣ
NBNARAYAN BEHERA
Oct 24, 2025 15:01:56
Paradeep, Odisha
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବଡ଼ି ଓଡ଼ିଆ ଭାଷାରେ ପଞ୍ଚାୟତ ପ୍ରତିନିଧିମାନଙ୍କ ବ୍ଲକ ସମ୍ମୁଖରେ ଧାରଣା ତୃତୀୟ ଦିନରେ ପହଂଚିଲା। ଶୁଣିଲେନି ବିଡ଼ିଓ ଧାରଣା ରେ ବସି ରହିଲେ ଜନ ପ୍ରତିନିଧି । ତେବେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନ ନାଉଗାଁ ବ୍ଲକ ରେ , ଏହି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ ହୋଇ ପଡ଼ିବା ଓ ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ନେଇ ବ୍ଲକ ସମ୍ମୁଖରେ ଧାରଣାରତ ଅଛନ୍ତି ନାଉଗାଁ ବ୍ଲକ ର ୧୬ ଟି ପଞ୍ଚାୟତ ର ଜନ ପ୍ରତିନିଧି ମାନେ । ଅପରପକ୍ଷେ ନାଉଗାଁ ବ୍ଲକର ପଞ୍ଚାୟତ ପ୍ରତିନିଧି ମାନେ ବିଭିନ୍ନ ୧୦ ଦଫା ଦାବିକୁ ନେଇ ଗତ ୧୩ ତାରିଖ ଦିନ ଆଗାମୀ ୭ଦିନ ମଧ୍ୟରେ ଦାବୀ ଗୁଡିକୁ ସମାଧାନ କରିବା ପାଇଁ ଭିଡ଼ିଓ କୁ ପ୍ରତିନିଧି ମାନେ ଏହି ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଦାବୀ ଗୁଡିକ ର କୌଣସି ସୁଫଳ ନମିଳବାରୁ ପୁଣି ଥରେ ଜନ ପ୍ରତିନିଧି ମାନେ ନାଉଗାଁ ବ୍ଲକ ସମ୍ମୁଖରେ ପିଆରଇ ସଙ୍ଘ ସଭାପତି ଦୋଳ ଗୋବିନ୍ଦ ରାଉଳ ଓ ସମ୍ପାଦକ ଦିଲ୍ଲୀପ ନାୟକ ଙ୍କ ନେତୃତ୍ୱ ରେ ବିଭିନ୍ନ ପଞ୍ଚାୟତ ଜନ ପ୍ରତିନିଧି ମାନେ ୧୦ ଦଫା ଦାବୀ ମୁଖ୍ୟତଃ, ବିଭିନ୍ନ ପଞ୍ଚାୟତତରେ ପଡ଼ିରହିଥିବା GIA ପ୍ରକଳ୍ପଗୁଡ଼ିକୁ ତତ୍କାଳ କାର୍ଯ୍ୟାଦେଶ ଜାରି କରିବା, ସେହିପରି ପଞ୍ଚାୟତ ସମିତି ସଭ୍ୟମାନଙ୍କ ହାତପାଣ୍ଠି କୁ ଖର୍ଚ୍ଚ ହେଉଥିବା ବିଳମ୍ବ, ଅନ୍ୟୋଦୟ ଗୃହ ଯୋଜନାରେ ଅନୀୟମିତତା ଏହିପରି ଅନ୍ୟ ଦାବୀ ଗୁଡ଼ିକ କୁ ନେଇ ନାଉଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ପଞ୍ଚାୟତ ଜନ ପ୍ରତିନିଧି ମାନେ । ଅନ୍ୟପଟେ ଧାରଣାରତ ଥିବା ଜନ ପ୍ରତିନିଧି ମାନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନଥିବା ଜଣା ଯାଇଛି ।
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AYAMARJEET YADAV
FollowOct 25, 2025 02:48:271
Report
APASHISH PRAKASH RAJA
FollowOct 25, 2025 02:48:152
Report
NMNitesh Mishra
FollowOct 25, 2025 02:47:580
Report
NKNaveen Kumar Kashyap
FollowOct 25, 2025 02:47:37Noida, Uttar Pradesh:Shree Mahakaleshwar Temple/ Visuals/ AARTI
0
Report
GSGajendra Sinha
FollowOct 25, 2025 02:47:300
Report
DDDeepak Dwivedi
FollowOct 25, 2025 02:46:180
Report
0
Report
2
Report
0
Report
ASAshok Singh Shekhawat
FollowOct 25, 2025 02:34:060
Report
NDNEELAM DAS PADWAR
FollowOct 25, 2025 02:33:470
Report
ASARUN SINGH
FollowOct 25, 2025 02:33:140
Report
NDNEELAM DAS PADWAR
FollowOct 25, 2025 02:32:500
Report
AKAMAN KAPOOR
FollowOct 25, 2025 02:31:460
Report
