Back
जगतसिंहपुर के तरिकुण्ड स्वास्थ्य केंद्र में डॉक्टर के दुर्व्यवहार के आरोप, स्थानीय प्रदर्शन
NBNARAYAN BEHERA
Feb 04, 2026 05:03:50
Paradeep, Odisha
ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ତରିକୁନ୍ଦ ବଜାଜ ରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ତରିକୁନ୍ଦ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ବିପ୍ଲବ ଜୋନାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ହେବା ସହ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ବିଧାୟକ ଶ୍ରୀ ଭୋଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଖରାପ ବ୍ୟବହାର କରିବା ଓ ଡାକ୍ତର ଙ୍କୁ ଧମକ ଦେବା ସହ ଅସାଳିନ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା । ଭୟରେ ଡାକ୍ତର ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସୁନଥିବାରୁ ତିର୍ତ୍ତୋଲ ବିଜେଡି ବिधାୟକ ରମାକାନ୍ତ ଭୋଇ ଙ୍କୁ ବିରୋଧ କରି ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ତରିକୁନ୍ଦ ବଜାର ଠାରେ ରାସ୍ତା ରୋକ କରାଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝା ବୁଝି କରିବା ପରେ ଉତେଜନା ଶାନ୍ତ ପଡିଥିଲା। ଏ ବାବଦ ରେ ବିଧାୟକଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାକୁ ଅସ୍ବୀକାର କରିବା ସହ ଡାକ୍ତର ଙ୍କୁ କୌଣସି ଅଶାଳୀନ ବ୍ୟବହାର କରି ନଥିବାର କହିଛନ୍ତାଣ୍ତି । ଲୋକଙ୍କ ଅଭିଯୋଗ କ୍ରମେ ସେ ଆଜି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ଡାକ୍ତରଙ୍କ ଠାରୁ ପଚାରି ବୁଝିଥିଲେ ବୋଲି ସେ କହିଛନ୍ତ୍ତି। ତେବେ ପୋଲିସ ତାଲମେଳ କରିବା ପରେ ରାସ୍ତା ରୋକ ହଟିଥିଲା।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
JGJugal Gandhi
FollowFeb 04, 2026 06:19:500
Report
RRRAJA REHBER JAMAL
FollowFeb 04, 2026 06:19:340
Report
DRDamodar Raigar
FollowFeb 04, 2026 06:19:160
Report
PPPraveen Pandey
FollowFeb 04, 2026 06:18:550
Report
DVDinesh Vishwakarma
FollowFeb 04, 2026 06:18:430
Report
JPJai Prakash
FollowFeb 04, 2026 06:18:070
Report
KKKRISNDEV KUMAR
FollowFeb 04, 2026 06:17:050
Report
SDSurendra Dasila
FollowFeb 04, 2026 06:16:470
Report
VAVishnupriya Arora
FollowFeb 04, 2026 06:16:350
Report
KKKARAN KHURANA
FollowFeb 04, 2026 06:16:290
Report
AMABHAYA MOHANTY
FollowFeb 04, 2026 06:16:150
Report
KKKRISNDEV KUMAR
FollowFeb 04, 2026 06:15:45Noida, Uttar Pradesh:मकर द्वार पर निलंबित सांसदों ने प्रोटेस्ट शुरू किया
0
Report
RJRahul Joshi
FollowFeb 04, 2026 06:15:330
Report
VSVISHAL SINGH
FollowFeb 04, 2026 06:15:070
Report
0
Report