Back
जगहतसिंहपुर में 2027 जनगणना के लिए जिला स्तर के अधिकारियों की तैयारी और प्रशिक्षण
NBNARAYAN BEHERA
Feb 05, 2026 11:19:42
Paradeep, Odisha
ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ୨୦୨୭ ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସିଛି। ଏପ୍ରିଲ୍ ୧୬ ତାରିଖରୁ ମେ ୧୫ ପର୍ଯ୍ୟନ୍ତ ହେବାକୁଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା କୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଜେ. ସୋନାଲ ଅଧିକାରୀମାନଙ୍କୁ ଉପଦେଶ ଦେଇଥିଲେ। ଏଥିନିମନ୍ତେ ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଆତ୍ମଗଣନା କରାଯିବ। ସେଉଁଥିରେ ସେନସସ ପୋର୍ଟାଲରେ ଲଗ୍ ଇନ୍ କରି ଯେ କୌଣସି ବ୍ୟକ୍ତି ନିଜର ସମସ୍ତ ତଥ୍ୟ ଅପଲୋଡ଼ କରିପାରିବେ। ଯଦିଓ ଜନ ଗଣନା ଭାରତରେ ପ୍ରତି ୧୦ ବର୍ଷରେ ହେବାକଥା, ମାତ୍ର ଏହା ୨୦୧୧ ମସିହା ପରେ ୧୫ ବର୍ଷ ବ୍ୟବଧାନ ରେ ହେଉଥିବାରୁ, ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସତ୍ୟ ଓ ସ୍ୱଚ୍ଛ ଭାବେ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଉପଦେଶ ଦେଇଛନ୍ତି। ଜନଗଣନା ଦେଶର ଦର୍ପଣ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଗତସିଂହପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ρ ରାୟ ପ୍ରକାଶ କରିଥିଲେ। ସେହି କାର୍ଯ୍ୟକ୍ରମରେ କେବଳ ବ୍ୟକ୍ତି ବିଶେଷଙ୍କ ଗଣନା ନୁହେଁ, ବରଂ ପ୍ରତ୍ୟେକ ପରିବାରର ଆର୍ଥିକ, ସାମାଜିକ ଅବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିବ। ଜନଗଣନାକାରୀମାନେ ପ୍ରତ୍ୟେକ ଘରୁ ସମସ୍ତ ବିଷୟର ସଠିକ ବିବରଣୀ ପଚାରିବେ। ଘରର ମୂରବୀ, ତାଙ୍କର ଜାତି, ଲିଙ୍ଗ, ବୟସ, ଘରର ଷ୍ଟାଟସ, Pକ୍କା ଘର କି କଚ୍ଚା ଘର ପର୍ଯ୍ୟନ୍ତ ୩୩ଟି ପ୍ରଶ୍ନ ପଚାରିବେ। ଅତି କଷ୍ଟ ସହ ସମସ୍ତେ ନିଜର ସଠିକ ତଥ୍ୟ ପ୍ରଦାନ କରିବାକୁ କହାଯାଇଛି। ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ରୁ ଆଡିଶନାଲ୍ ଡାଇରେକ୍ଟର ମିଳିତା ଦତ୍ତ ଟ୍ରେନିଂ ଅଫିସର ଭାବେ ଯୋଗଦେଇ ଆଗାମୀ ଜନଗଣନା କୁ ସୂଚାରୁ ରୂପେ ସମ୍ପନ୍ନ କରିବାପାଇଁ ପ୍ରଶିକ୍ଷଣ ଦେଇଥିଲେ। ଆଗାମୀ ଦିନରେ ଏଥିପାଇଁ ନିଯୁକ୍ତ ମାଷ୍ଟର ଟ୍ରେନର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ପ୍ରଶିକ୍ଷଣ କରାଯିବ। ସମଗ୍ର ରାଜ୍ୟରେ ପ୍ରାୟ ଏକ ଲକ୍ଷ ଜନଗଣନାକାରୀ ଏହି କାର୍ଯ୍ୟ ସମ୍ପାଦନ କରିବେ। ତାଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜଗତସିଂହପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ସମସ୍ତ ବିଡ଼ିଓ ତହସିଲଦାର ନିର୍ବାହୀ ଅଧିକାରୀ ଜିଲ୍ଲା ସ୍ତୀୟ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
AGAbhishek Gour
FollowFeb 05, 2026 12:53:530
Report
RNRajesh Nilshad
FollowFeb 05, 2026 12:53:370
Report
RSRahul shukla
FollowFeb 05, 2026 12:53:240
Report
0
Report
VKVIJAY KUMAR2
FollowFeb 05, 2026 12:53:120
Report
ASArvind Singh
FollowFeb 05, 2026 12:53:020
Report
DKDeepesh Kumar
FollowFeb 05, 2026 12:52:25Noida, Uttar Pradesh:लखनऊ के गोमतीनगर विस्तार में चाइनीज मांझे से रिटायर्ड फौजी घायल
रिटायर्ड फौजी को अस्पताल में भर्ती किया गया
0
Report
RKRupesh Kumar
FollowFeb 05, 2026 12:52:180
Report
APANOOP PRATAP SINGH
FollowFeb 05, 2026 12:51:380
Report
VAVINEET AGARWAL
FollowFeb 05, 2026 12:51:220
Report
RTRAJ TAKIYA
FollowFeb 05, 2026 12:50:580
Report
KSKapil sharma
FollowFeb 05, 2026 12:50:38Noida, Uttar Pradesh:MUMBAI: FIVE ACCUSED IN FILMMAKER ROHIT SHETTY FIRING CASE TAKEN OUT OF COURT
0
Report
DKDeepesh Kumar
FollowFeb 05, 2026 12:50:200
Report