Back
जगतसिंहपुर में अटल बिहारी वाजपेयी की जयंती पर भाजपा कार्यक्रम
NBNARAYAN BEHERA
Dec 25, 2025 13:46:27
Paradeep, Odisha
ଜଗତସିଂହପୁର ଗୋପାଳ ସାଗର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେଇଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି । ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀମାନେ ଯୋଗ ଦେଇ ତାଙ୍କର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାଳନା କରିଥିଲେ । ସେହିପରି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଦଭାବନା ସଭା ଗୃହ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଓ ଶୁସାସନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚି ତਨୟା ମହାନ୍ତି ପ୍ରମୁଖ ଯୋଗ ଦେଇ ଅଟଳ ବାଜପେୟୀଙ୍କ ଜୀବନୀ, ଚିନ୍ତାଶକ୍ତି ଓ ଦେଶ ପାଇଁ ଉତ୍ସର୍ଗୀକୃତ ମନୋଭାବ ବାବଦରେ ଆଲୋକପାତ କରିଥିଲେ । ଭାରତ ବର୍ଷକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ସହିତ ଏକ ସମୃଦ୍ଧଶାଳୀ ଦେଶ ଭାବରେ ସାରା ବିଶ୍ୱରେ ପରିଚିତ କରାଇବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବିଧାୟକ କହିଛନ୍ତି ।
ବାଇଟ-୧-ଅମରେନ୍ଦ୍ର ଦାସ (ବିଧାୟକ,ଜଗତସିଂହପୁର)
ଜଗତସିଂହପୁର ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
HBHemang Barua
FollowDec 25, 2025 15:01:110
Report
SPSatya Prakash
FollowDec 25, 2025 15:01:02Raipur, Chhattisgarh:उज्ज्वल दीपक, प्रवक्ता, भाजपा- एमएस टीम सत्य प्रकाश सिंह, प्रवक्ता, कांग्रेस- स्टूडियो स्वामी गौतमानंद महाराज- ज़ूम राजेन्द्र तिवारी, वरिष्ठ पत्रकार- एमएस टीम
0
Report
ANAJAY NATH
FollowDec 25, 2025 15:00:450
Report
ANAJAY NATH
FollowDec 25, 2025 15:00:310
Report
MMMohd Mubashshir
FollowDec 25, 2025 15:00:120
Report
0
Report
RJRahul Joshi
FollowDec 25, 2025 14:55:530
Report
SPSATYENDRA PARMAR
FollowDec 25, 2025 14:55:400
Report
NCNITIN CHAWRE
FollowDec 25, 2025 14:55:260
Report
NSNAVEEN SHARMA
FollowDec 25, 2025 14:54:550
Report
DSDM Seshagiri
FollowDec 25, 2025 14:54:280
Report
RKRakesh Kumar
FollowDec 25, 2025 14:54:020
Report
OBOrin Basu
FollowDec 25, 2025 14:53:13Noida, Uttar Pradesh:बिहार के राज्यपाल आरिफ मोहम्मद का बयान है कि कुरान में भगवा रंग का जिक्र है, कुरान में लिखा है भगवा रंग सुकून देने वाला रंग है।
0
Report
