Back
जगतसिंहपुर में अवैध ईंटाभट्टी पर प्रशासन ने ध्वस्तीकरण शुरू कर दिया
NBNARAYAN BEHERA
Feb 10, 2026 07:45:24
Paradeep, Odisha
ଆକ୍ସନ ମୁଡ଼ରେ ଜିଲ୍ଲା ପ୍ରଶାସନ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଠାରେ ଥିବା ବେଆଇନ ଇଟାଭାଟିକୁ ଭଙ୍ଗା ଆରମ୍ଭ ହୋଇଛି ।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ ବିଭିନ୍ନ ବେଆଇନ ଇଟାଭାଟି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯିବା ସହ ୧୫ ଜଣ ଇଟାଭାଟି ମାଲିକଙ୍କୁ নୋଟିସ জାରୀ କରାଯାଇଥିଲା । ସଠିକ କାଗଜପତ୍ର ଦାଖଲ କରି ନପାରିବାରୁ ତିର୍ତ୍ତୋଲ ଠାରେ ଥିବା ଇଟାଭାଟିକୁ ଜେସିବି ଲାଗାଇ ପ୍ରଶାସନ ପକ୍ଷରୁ ଉଛେଦ କରାଯାଉଛି । ଏହି ଉଛେଦରେ ଜିଲ୍ଲାପାଳ ଜେ ସୋନାଲଙ୍କ ସହିତ ସ୍ଥାନୀୟ ତହସିଲଦାର ଓ ପୋଲିସ ଉପସ୍ଥିତ ରହିଛନ୍ତି । ଜିଲ୍ଲାର ତିର୍ତ୍ତୋଲ,କୁଜଙ୍ଗ ଓ ବିରିଡି ଅଞ୍ଚଳରେ ବିଭିନ୍ନ ମହାନଦୀ ,ଦେବୀ ନଦୀ ଓ ବିଲୁଆଖାଇ ନଦୀ ପଠାରେ ଦୀର୍ଘ ବର୍ଷ ହେଲା କିଛି ମାଫିଆ ସରକାରୀ ଜମିକୁ ଦଖଲ କରି ରଖିଥିବା ସହିତ ପ୍ରଶାସନର ବିନା ANUMATIରେ ବେଆଇନ ଭାବରେ ସରକାରୀ ଜମିରୁ ମାଟି ଉଠାଇ ଇଟା ଭାଟି ଚଳାଇ ଆସୁଥିଲେ । ଯାହା ଫଳରେ ପରିବେଶ ପ୍ରଦୂଷଣ ହେବା ସହ ବ୍ୟାପକ ରାଜସ୍ଵ ହାନି ହେଉଛି । ଏହି ବେଆଇନ ଇଟାଭାଟିରେ କିଛି ମାଫିଆଙ୍କ ସହ କେତେକ ପ୍ରଶାସନିକ ଅଧିକାରୀ ଓ କିଛି ରାଜନୈତିକ ନେତା ମଧ୍ୟ ସାମିଲ ଥିବାର ଅଭିଯୋଗ ହେଉଥିଲା। କିନ୍ତୁ ଜଗତସିଂহପୁର ଜିଲ୍ଲା ପ୍ରଶାସନ ତରଫରୁ ବେଆଇନ ଇଟାଭାଟି ଗୁଡ଼ିକ ଭଙ୍ଗା ଜାରୀ ରହିଛି ବୋଲି ଜିଲ୍ଲାପାଳ ଜେ ସୋନାଲ କହିଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
RRRakesh Ranjan
FollowFeb 10, 2026 09:36:09Noida, Uttar Pradesh:माइनिंग में धूल रोकने की तरकीब!
0
Report
SKSunny Kumar
FollowFeb 10, 2026 09:35:580
Report
AMALI MUKTA
FollowFeb 10, 2026 09:34:130
Report
0
Report
ASAMIT SONI
FollowFeb 10, 2026 09:33:540
Report
0
Report
0
Report
DKDAVESH KUMAR
FollowFeb 10, 2026 09:31:59New Delhi, Delhi:मृतक कमल के परिवार से मिलें आप नेता
आप प्रदेश अध्यक्ष सौरभ भारद्वाज परिवार से मुलाक़াত
0
Report
RRRakesh Ranjan
FollowFeb 10, 2026 09:31:30Noida, Uttar Pradesh:चाइनीज शख्स ने डांस से मचाया धमाल
0
Report
PGPARAS GOYAL
FollowFeb 10, 2026 09:31:170
Report
DDDeepak Dwivedi
FollowFeb 10, 2026 09:31:000
Report
MKMohammed Khan
FollowFeb 10, 2026 09:30:470
Report