Back
पारादीप में चार महलों के मकान में गैंगरेप-हत्या, दो आरोपी गिरफ्तार
NBNARAYAN BEHERA
Feb 28, 2026 04:19:43
Paradeep, Odisha
Two Accused Dt - 28/02/2026 Place - Paradip Format - Avb Anchor - ଜେଲ୍ ଗଲେ ଦୁଇ ଅଭିଯୁକ୍ତ।ପାରାଦ୍ଵୀପ ର ତାରେଣୀଗଡାରେ ୪ମହାଲା କୋଠାରେ ଘଟିଥିଵା ମଡର ମିଷ୍ଟ୍ରି ଉପରୁ ଉଠିଛି ପରଦା । ଲିଫ୍ଟ୍ ଦେଇଥିବା ଝାଡଖଣ୍ଡ ଯୁବକ ଶୁଭମ ସିଂହ ଯୁବତୀ ଙ୍କୁ ଛାତ ଉପରୁ ଠେଲି ହତ୍ୟା କରିଛି ବୋଲି ଜଗତସିଂପୁର ଏସ ପି କହିଛନ୍ତି । ଗତ ରବିବାର ରାତିରେ ଯୁବତୀଙ୍କୁ ରାହାମା ବଜାରରୁ ଲିଫ୍ଟ୍ ଦେବା ବାହାନାରେ ଆଣି ତାରେଣୀଗଡାରେ ଥିବା ୪ ମହଲାକୋଠାକୁ ଆଣିଥିଲା । ସାଙ୍ଗ ହୋଇ ରାତିରେ ଖାଇବା ପିଇବା ପରେ ଚତୁର୍ଥ ମହଲାକୁ ଯୁବତୀଙ୍କୁ ନେଇଥିଲା । ଯୁବତୀଙ୍କ ଇଚ୍ଛା ବିରୋଧରେ ବାରମ୍ବାର ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ଘଟଣା ସମ୍ପକରେ ଯୁବତୀ ବାହାରେ ପ୍ରଘଟ କରିଦେବାକୁ କହିବାରୁ ଯୁବତୀ ଙ୍କୁ ଚାରିମହଲା ତଳକୁ ଠେଲିଦେଇଥିଲା । ଏହି ଘଟଣା ଭୋର ସମୟରେ ଘଟିଥିଲା । ଆଖପାଖ ପଡୋଶୀ ଶଦ୍ଦ ଶୁଣିଥିଲେ । ଏପଟେ ଯୁବତୀଙ୍କ ପୁରୁଷ ବନ୍ଧୁ ସୋମନାଥ ଓଝା ୨୦୨୨-ତାରିଖରେ ଯୁବତୀଙ୍କୁ ଦେଖା କରିବା ପାଇଁ ଡାକିଥିଲେ । ଯୁବତୀ ଶାରଳା ମନ୍ଦିର ଯିବାକହି ଘରୁ ଆସିଥିଲେ । ଏପଟେ ପୁରୁଷ ବନ୍ଧୁ ବିଳମ୍ବ କରିଥିବାରୁ ଯୁବତୀ ପୁରୁଷ ବନ୍ଧୁ ଉପରେ ରାଗି ଯାଇଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା । ଦୁଇ ବର୍ଷ Hେଲା ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଥିଲେ । ବାହାହେବ ବୋଲି ପ୍ରତିଶୃତି ଦେଇଥିଲା ସୋମନାଥ । କୌଣସି ଘଟଣାକୁ ନେଇ ଯୁବତୀ ଓ ତାଙ୍କ ପ୍ରେମିକ ସହିତ ହୋଇଥିଲା ପାଟିତୁଣ୍ଡ। ଫଳରେ ରାହାମା ବଜାର ରେ ଯୁବତୀଙ୍କୁ ଛାଡ଼ି ପଳାଇଥିଲା ପ୍ରେମିକ কିନ୍ତୁ ଯିବା ବେଳେ ଯୁବତୀଙ୍କ ଭାଇଙ୍କୁ ଫୋନ୍ କରିଥିଲେ ସୋମନାଥ । ରାହାମା ବଜାର ରେ ଡିପ୍ରେସନ ରେ ଥିବା ଯୁବତୀ ବୁଲୁଥିବା ବେଳେ, ଏକୁଟିଆ ଦେଖି ପାରାଦ୍ଵୀପ ବାଟ ପଚାରିଥିଲେ ଶୁଭମ୍। ପାଟିତୁଣ୍ଡ ଯୋଗୁଁ ମାନସିକ ଆଘାତ ପାଇଥିବା ଯୁବତୀ ଶୁଭମ ସହିତ ପାରାଦ୍ଵୀପ ଆସିଥିଲେ ଏବଂ ଭଡ଼ାଘରେ ଉଭୟ ରାତିରେ ଖାଇଥିଲେ । ଭଡାଘରେ ଅନ୍ୟ ଯୁବକ ମାନେ ଥିଲେ ମଧ୍ୟ ଶୁଭମ୍ ଯୁବତୀଙ୍କୁ ଛାତ ଉପରେ ବଳ ପୂର୍ବକ ଦୁଷ୍କର୍ମ କରିଥିଲା। ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ଏବଂ ଏହି ଘଟଣା କାହାକୁ କହିଲେ ମାରିଦେବାକୁ ଧମକ ଦେଇଥିଲା ଶୁଭମ୍। କିନ୍ତୁ ଯୁବତୀ ଏହି ଘଟଣାକୁ ସମସ୍ତଙ୍କୁ କହିଦେବ ବୋଲି କହିବାରୁ, ଶୁଭମ ତାକୁ ଛାତରୁ ଠେଲି ଦେଇଥିଲା। ଘଟଣାରେ ଯୁବତୀଙ୍କ ପ୍ରେମିକ ସୋମନାଥ ଓଝା ଓ ଅଭିଯୁକ୍ତ ଶୁଭମ୍ ସିଂ କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ଚାଲିଛି ଏବଂ ଖୁବ୍ ଶୀଘ୍ର ଅନ୍ୟ ଘଟଣା ସାମ୍ନାକୁ ଆସିବ ବୋଲି ଏସପି ଅଙ୍କିତ କୁମାର ବର୍ମା ପ୍ରକାଶ କରିଛନ୍ତି। ଅଭିଯୋକ୍ତଙ୍କ ନିକଟରୁ ଗୋଟିଏ ବାଇକ, ତିନୋଟି ମୋବାଇଲ ଜବତ କରିଛି ପୋଲିସ।ଝାଡଖଣ୍ଡ ଯୁଵକଙ୍କ ବିରୋଧରେ ଦୁଷ୍କର୍ମ,ହତ୍ୟା,ପ୍ରମାଣ ନଷ୍ଟ କରିବା ଭଳି ସଙ୍ଗୀନ ଅଭିଯୋଗ ଲାଗିଛି । ପୁରୁଷ ବନ୍ଧୁ ସୋମନାଥ ଓଝା ପ୍ରେମ, ପ୍ରତାରଣା, ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଅପହରଣ ଅଭିଯୋଗ ଲଗାଇ କୋର୍ଟ ଚାଲାଣ କରିଛି ପୋଲିସ。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RKRavi Kant
FollowFeb 28, 2026 05:32:36Noida, Uttar Pradesh:He’s finally getting the love he needs
0
Report
MSManish Sharma
FollowFeb 28, 2026 05:32:270
Report
PPPraveen Pandey
FollowFeb 28, 2026 05:32:180
Report
SSSHAILENDAR SINGH THAKUR
FollowFeb 28, 2026 05:32:040
Report
GBGovindram Bareth
FollowFeb 28, 2026 05:31:540
Report
KCKumar Chandan
FollowFeb 28, 2026 05:31:45Ranchi, Jharkhand:रांची नगर निगम चुनाव में बीजेपी समर्थित उम्मीदवार रोशनी खलको मेयर का चुनाव जीती
रोशनी खलको 14363 वोट से चुनाव जीती
0
Report
ADAbhijeet Dave
FollowFeb 28, 2026 05:31:37Ajmer, Rajasthan:पीएम मोदी आज अजमेर में सभा को संबोधित करेंगे... साथ ही कई परियोजना की सौगात भी राज्य को देगे
0
Report
0
Report
YSYatnesh Sen
FollowFeb 28, 2026 05:31:200
Report
RGRupesh Gupta
FollowFeb 28, 2026 05:31:070
Report
NTNagendra Tripathi
FollowFeb 28, 2026 05:30:570
Report
ASARUN SINGH
FollowFeb 28, 2026 05:30:480
Report
MSMAYUR SHUKLA
FollowFeb 28, 2026 05:30:350
Report
STSharad Tak
FollowFeb 28, 2026 05:30:160
Report
1
Report
