Back
पारादीप में BijU जनता दल का 29वां स्थापना दिवस समारोह आयोजित
NBNARAYAN BEHERA
Dec 27, 2025 09:00:17
Paradeep, Odisha
Paradip ନଗର ବିଜୁ ଜନତା ଦଳ ପକ୍ଷରୁ ପାରାଦୀପ ଶ୍ରମିକ ଭବନ ପରିସରରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଶତାବ୍ଦୀ ର ମହାପୁରୁଷ ପାରାଦୀପ ବନ୍ଦର ସ୍ରଷ୍ଟା ବିଜୁବାବୁଙ୍କ ପୂଜ୍ୟପୂଜା କାର୍ଯ୍ୟକ୍ରମ ରେ ଅଠରବାଙ୍କୀ ରେ ଥିବା ପ୍ରତିମୂର୍ତ୍ତି ରେ ପୂଷ୍ପମାଳୟ ଅର୍ପଣ କରିବା ସହିତ ସନ୍ଧ୍ୟା ରେ ଏକ ସଭାର ଆୟୋଜନ କରା ଯାଇଥିଲା। ଆୟୋଜିତ ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡ.କୁଳମଣି ସାମଲ ଯୋଗଦେଇ ବିଜୁବାବୁଙ୍କ ଗୁଣଗାନ କରିବା ସହିତ ଦଳକୁ କିପରି ତୃଣମୂଳ ସ୍ତରରେ ଆହୁରି ମଜଭୂତ କରା ଯାଇପାରିବ ଏନେଇ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ ବିଜୁପ୍ରେମୀ ,କର୍ମୀ ଓ ବିଭିନ୍ନ ଓ୍ବାର୍ଡ ର ପାରିଷଦ ଗଣ ଉପସ୍ଥିତ ରହି ଦଳକୁ ପୁନର୍ବାର ମଜଭୂତ କରିବା ପାଇଁ ଶପଥ ନେଇଥିଲେ। ବିଜୁବାବୁଙ୍କ ନିତୀ ଆଦର୍ଶ କୁ ପାଥେୟ କରି ୨୪ବର୍ଷ ଧରି ଯେଉଁ ସବୁ କାର୍ଯ୍ୟ କରାଯାଇଥିଲା ତାକୁ ebେଁ ଲୋକେ ଝୁରି ହେଉଛନ୍ତି , ଏନେଇ ଆଗାମୀ ଦିନରେ ସଂଗଠନକୁ ମଜଭୂତ କରିବା ପାଇଁ ସମସ୍ତ ମା'ଭଉଣୀ ମାନଙ୍କୁ একତ୍ରିତ ହୋଇ ରହିବା ପାଇଁ କହିବା ସହିତ ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଆହ୍ବାନ ଦେଇଥିଲେ। ନବୀନ ବାବୁଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ପ୍ରତିଷ୍ଠା ଦିବସ ମହା ଆଡମ୍ବର ପାଳନ କରା ଯାଉଥିବା ବେଳେ ପାରାଦୀପ ନଗର ବିଜୁଜନତା ଦଳର ବିଜୁ ପ୍ରେମୀ ଓ କର୍ମୀ ମାନେ ଉପସ୍ଥିତ ଥିଲେ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
ASARUN SINGH
FollowDec 27, 2025 10:55:360
Report
0
Report
KAKHURSHEED AALAM
FollowDec 27, 2025 10:54:270
Report
JPJitendra Panwar
FollowDec 27, 2025 10:54:140
Report
DPDharmendra Pathak
FollowDec 27, 2025 10:54:010
Report
MSMrinal Sinha
FollowDec 27, 2025 10:53:450
Report
KJKamran Jalili
FollowDec 27, 2025 10:53:150
Report
ASAkash Sharma
FollowDec 27, 2025 10:52:270
Report
VKVINOD KANDPAL
FollowDec 27, 2025 10:52:110
Report
KBKulbir Beera
FollowDec 27, 2025 10:51:480
Report
0
Report
हापुड - बलिदान दिवस व वीर बाल दिवस कार्यक्रम में पहुंचे मंत्री सुनील शर्मा ने विपक्ष पर साधा निशाना।
1
Report
DGDebabrata Ghosh
FollowDec 27, 2025 10:49:290
Report