Back
Paradip में आदिदेव एंटरटेनमेंट की दूसरी ऑडिशन 4 जनवरी से शुरू
NBNARAYAN BEHERA
Dec 31, 2025 11:05:41
Paradeep, Odisha
ଏନେଇ ଆଦିଦେବ ଏଣ୍ଟରଟେନମେଣ୍ଟ ର ଅଧ୍ୟକ୍ଷା ଶୁଭଦର୍ଶୀନି ପଟ୍ଟନାୟକ ଏହି ଦିତୀୟ ଅଡିସନ୍ ପାଇଁ ନାମ ପଞ୍ଜିକରଣ କରିବାକୁ ସମସ୍ତ ପାରାଦୀପ ବାସୀଙ୍କୁ ଅନୁରୋଧ କରିଛନ୍ତି। ଏଥିରେ ଆମ ରାଜ୍ୟର ସଂସ୍କୃତି ଓ ପରମ୍ପରା କୁ ନେଇ ଏହି ବିୟୁଟି କଣ୍ଟେଷ୍ଟ ର ଆୟୋଜନ କରାଯାଇଛି। ଏହି ଦିତୀୟ ଅଡିସନ୍ ଆସନ୍ତା ଜାନୁୟାରୀ ୪ତାରିଖରେ ପାରାଦୀପ ମଧୁବନ ଶ୍ରମିକ ଭବନ ଠାରେ ଆୟୋଜିତ ହେବ।ଏହି ଅଡିସନ୍ କୁ ତିନୋଟି କାଟାଗୋରୀ ରେ ବିଭକ୍ତ କରାଯାଇଛି। ପ୍ରଥମ ଟି ପାରାଦୀପ ପରୀ, ଦିତୀୟ ଟି ଅବିବାହିତ ଝିଅ ଙ୍କ ପାଇଁ ପାରାଦୀପ ରାଜକୁମାରୀ ଓ ତୃତୀୟ ଟି ବିଭାହିତା ମହିଳା ଙ୍କ ପାଇଁ ପାରାଦୀପ ଶ୍ରୀମତୀ। ପାରାଦୀପର ଶୀଳ୍ପ ସହରରେ ରହୁଥିବା ବିଭିନ୍ନ ରାଜ୍ୟର ଭାଷା ଭାଷୀ ଝିଅ ଓ ମହିଳା ମାନେ ଏହି ଅଡିସନ୍ ରେ ଭାଗନେଇ ପାରିବେ ବୋଲି ଆଦିଦେବ ଏଣ୍ଟରଟେନମେଣ୍ଟ ର ଅଧ୍ୟକ୍ଷା ପ୍ରକାଶ କରିଛନ୍ତି।
ବାଇଟ -୧- ଡକ୍ଟର ବନ୍ଦିତା ଶୁଭଦର୍ଶୀନି ପଟ୍ଟନାୟକ। (ଅଧ୍ୟକ୍ଷା, ଆଦିଦେବ ଏଣ୍ଟରଟେନମେଣ୍ଟ ,ପାରାଦୀପ)
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
RJRahul Joshi
FollowDec 31, 2025 12:38:420
Report
ASAnmol Singh Warring
FollowDec 31, 2025 12:38:060
Report
KAKapil Agarwal
FollowDec 31, 2025 12:36:580
Report
GSGAURAV SRIVASTAVA
FollowDec 31, 2025 12:36:130
Report
MSMAYUR SHUKLA
FollowDec 31, 2025 12:35:370
Report
PSPradeep Soni
FollowDec 31, 2025 12:35:270
Report
STSharad Tak
FollowDec 31, 2025 12:34:550
Report
TCTanya chugh
FollowDec 31, 2025 12:34:300
Report
ASAshutosh Sharma1
FollowDec 31, 2025 12:34:190
Report
PCPranay Chakraborty
FollowDec 31, 2025 12:34:000
Report
0
Report
VSVishnu Sharma1
FollowDec 31, 2025 12:32:590
Report
AKAshok Kumar1
FollowDec 31, 2025 12:32:260
Report
0
Report