Back
पारादीप में बिजेडी पर आरोप, प्रेस कॉन्फ्रेंस में जवाब
NBNARAYAN BEHERA
Dec 31, 2025 11:06:09
Paradeep, Odisha
ପାରାଦୀପ ବିଜେଡି ରେ ବିଦ୍ରୋହ,ପୌରାଧ୍ୟକ୍ଷଙ୍୍କୁ ପାରାଦୀପ ବିଜେଡି ର ଚେତାବନୀ।ଗତ ୨୬ ତାରିଖରେ ପାରାଦୀପ ର ବିଜୁ ଜନତା ଦଳ ତରଫରୁ ଦୁଇଟି ସ୍ଥାନରେ ସମାନ୍ତରାଳ ଭାବେ ବିଜେଡି ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ସକାଳୁ ପାରାଦୀପ ବିଜେଡି ପୂର୍ବତନ ଉପ ସଭାପତିଙ୍କ ତତ୍ବାବଧାନରେ ନୂଆବଜାର ବିଜୁ ମେମୋରିଆଲ୍ ଟ୍ରଷ୍ଟ କାର୍ଯ୍ୟାଳୟ ରେ ପ୍ରତିଷ୍ଠା ଦିବସ ପାଲନ କରା ଯାଇଥିବା ବେଳେ ସଂନ୍ଧ୍ୟା ରେ ମଧୁବନ ଶ୍ରମିକ ଭବନ ଠାରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ୱରେ ବିଜୁଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ଉଭୟ ପ୍ରତିଷ୍ଠା ଦିବସ ରେ ସ୍ବର୍ଗତ ବିଜୁବାବୁଙ୍କ ସ୍ମୃତି ଚାରଣ କରିବା ସହିତ ଚଳିତ ନିର୍ବାଚନରେ ଦଳର ପରାଜୟ କୁ ନେଇ ସମୀକ୍ଷା କରିବା ପାଇଁ ଦଳର କିଛି ଛାମୁଆ ନେତାଙ୍କ ଉପରେ ବର୍ଷିଥିଲେ ବୋଲି ଅଭିଯୋଗ ହୋଇଛି।ଏହି ଅଭିଯୋଗକୁ ଆଧାର କରି ପାରାଦୀପ ବିଜୁ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପାରାଦୀପ ପୌରାଧ୍ୟକ୍ଷଙ୍କ ଉପରେ ବର୍ଷିଲେ ୧୬ଂ ପାରିଷଦ ଓ ବିଜେଡି କର୍ମୀ ।ବିଜେଡି ଟିକେଟ ରେ ବସନ୍ତ ବିଶ୍ୱାଳ ପୌରାଧ୍ୟକ୍ଷ ହେବାପରେ ଦଳବିରୋଧୀ କାର୍ଯ୍ୟ କରୁଥିବା ନେଇ ପାରାଦୀପ ବିଜେଡି ଆଣିଛି ଅଭିଯୋଗ l ପୌରନିର୍ବାଚନ ପରଠାରୁ ବସନ୍ତ ବିଶ୍ୱାଳ ବିଜେଡି ଠୁଁ ଦୁରେଇ ଯାଇଛନ୍ତି l ଏପରିକି ଗତ ବିଧାନସଭା ନିର୍ବାଚନ ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଥିବା ଅଭିଯୋଗ ଆଣିବା ସହିତ ପୌରାଧ୍ୟକ୍ଷ ଙ୍କ ଏକାନ୍ତ ବ୍ୟକ୍ତି ବିଶେଷ ପାରାଦୀପ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ସ୍ୱାଇୁଙ୍କ ପାଖେପାଖେ ରହୁଥିବା ଅଭିଯୋଗ ଆଣିଛନ୍ତି l ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ଅନେକ ପ୍ରମାଣ ରହିଥିବାରୁ ପୌରାਧ୍ୟକ୍ଷ ସମୀକ୍ଷା ର ଉତ୍ତର ଦେଇ ପାରିବେନି କହିଛନ୍ତି ବିଜେଡି ଦଳର ଜଣେ ସକ୍ରିୟ କର୍ମୀ । ଏନେଇ ପାରାଦୀପ ପୌରାଧ୍ୟକ୍ଷଙ୍କ କାର୍ଯ୍ୟ କଳାପ ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅବଗତ କରାଇଛନ୍ତି ବୋଲି କହିବା ସହିତ ପୌରାଧ୍ୟକ୍ଷଙ୍କ ଉପରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ପାରିଷଦ ଓ ବିଜେଡି କର୍ମୀ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
RJRahul Joshi
FollowDec 31, 2025 12:38:420
Report
ASAnmol Singh Warring
FollowDec 31, 2025 12:38:060
Report
KAKapil Agarwal
FollowDec 31, 2025 12:36:580
Report
GSGAURAV SRIVASTAVA
FollowDec 31, 2025 12:36:130
Report
MSMAYUR SHUKLA
FollowDec 31, 2025 12:35:370
Report
PSPradeep Soni
FollowDec 31, 2025 12:35:270
Report
STSharad Tak
FollowDec 31, 2025 12:34:550
Report
TCTanya chugh
FollowDec 31, 2025 12:34:300
Report
ASAshutosh Sharma1
FollowDec 31, 2025 12:34:190
Report
PCPranay Chakraborty
FollowDec 31, 2025 12:34:000
Report
0
Report
VSVishnu Sharma1
FollowDec 31, 2025 12:32:590
Report
AKAshok Kumar1
FollowDec 31, 2025 12:32:260
Report
0
Report