Back
Ganjam760002blurImage

Ganjam - ଗଞ୍ଜାମ ଗସ୍ତ ରେ ପିସିସି ସଭାପତି ଭକ୍ତ ଚରଣ ଦାସ

PREMANANDA PUJARI
Apr 27, 2025 11:48:35
Brahmapur, Odisha
ଗଞ୍ଜାମ ଜିଲ୍ଲା ଗସ୍ତ ରେ ପିସିସି ସଭାପତି ଭକ୍ତ ଚରଣ ଦାସ ।‌ ବ୍ରହ୍ମପୁର ଇଷ୍ଟ ଅଧିଷ୍ଠାତ୍ରୀ ମାଁ ବୁଢ଼ୀ ଠାକୁରାଣୀ ଙ୍କୁ ଦର୍ଶନ କରିବା ସହ ଦେଶୀ ବେହେରା ସାହି ର ସମ୍ପର୍କୀୟ ଘରକୁ ଯାଇ ଫେରିଛନ୍ତି ଭକ୍ତ ଚରଣ ଦାସ। ଏହା ସହ ସାନଖେମୁଣ୍ଡି ଅଞ୍ଚଳରେ ୪ ବର୍ଷୀୟ ନାବାଳିକା ଦୁର୍ଷ୍କର୍ମ ପରେ ହତ୍ୟା ଘଟଣା ଜାଣିବା ପରେ ଘଟଣାସ୍ଥଳକୁ ଯାଇ ପିଡିତା ପରିବାର କୁ ସମାବେଦନା ଜଣାଇଛନ୍ତି। ଏହି ଅବସରରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଭାପତି ଦୀପକ ପଟ୍ଟନାୟକ, ଙ୍କ ସମେତ ନେତା କର୍ମୀ ଉପସ୍ଥିତ ଥିଲେ। ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ବୃହତ ବିପ୍ଳବ ସୃଷ୍ଟି ହେବ ।‌ ବାଇଟ_ ଭକ୍ତ ଚରଣ ଦାସ, ପିସିସି ରାଜ୍ୟ ସଭାପତି
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|