Back
पारादीप पोर्ट पर मजदूरों का धरना जारी, वेतन-भर्ती चयन का असंतोष बढ़ा
NBNARAYAN BEHERA
Sept 11, 2025 11:23:07
Paradeep, Odisha
Slug - Dharana Jari
Dt - 11/09/2025
Place - Paradip
Format - Avb
Anchor - ପାରାଦୀପ ଏକ ଇଣ୍ଡଷ୍ଟ୍ରିଆଲ୍ ହବ୍। ଜଗତସିଂହପୁର ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀର ବହୁ ଶ୍ରମିକ ପାରାଦୀପ ରେ କାମ କରିଥାନ୍ତି। ସେହିପରି ପାରାଦୀପ ର ପିଆଇସିଟି କମ୍ପାନୀ ରେ ବହୁ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ପାରାଦୀପ ପୋର୍ଟ ଶ୍ରମିକ କର୍ମଚାରୀ ୟୁନିୟନ୍ ର ଦୁଇଶହରୁ ଉର୍ଦ୍ଧ ଶ୍ରମିକ ମାନେ ୫ଦଫା ଦାବୀନେଇ ଧାରଣା ରେ ବସିଛନ୍ତି। କମ୍ପାନୀ ବିନା ନୋଟିସ ରେ ପ୍ରଥମେ ୧୨ଜଣ ଓ ପରେ ୨୦ଜଣଙ୍କୁ କମ୍ପାନୀ ରୁ ଛଟେଇ କରିଛି। ଏନେଇ କମ୍ପାନୀ ଫାଟକ ନିକଟରେ ଅନର୍ଦିଷ୍ଟ କାଳ ପାଇଁ ଶ୍ରମିକ ମାନେ ଧାରଣାରେ ବସିଥିବା ବେଳେ ସଂଘର ଉପଦେଷ୍ଟା ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ପହଁଚି ଶ୍ରମିକ ଙ୍କୁ ଆଶ୍ବାସନା ଦେଇଛନ୍ତି। ଯୁବକ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଅନେକ ଶୀଳ୍ପ ସଂସ୍ଥା ଆସିବ ବୋଲି ଜସ୍ବଶୀ ପ୍ରଧାନମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁଥିବା ବେଳେ ବିନା ନୋଟିସ ରେ ପିଆସିଟି କମ୍ପାନୀ ଶ୍ରମିକ ମାନଙ୍କୁ କାହିଁକି ଛଟେଇ କରୁଛି ବୋଲି ପ୍ରଶ୍ନ କରିବା ସହ ପ୍ରଥମ ମୂଖ୍ୟ ଦାବି ୩୨ଶ୍ରମିକ ଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନୀ କୁ ଅନୁରୋଧ କରିଛନ୍ତି। ଏନେଇ ଖୁବଶୀଘ୍ର ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ ପିଆଇସିଟି କମ୍ପାନୀ ଅଧିକାରୀ ଙ୍କ ସହ ଆଲୋଚନା କରି ଶ୍ରମିକ ଙ୍କ ସମସ୍ୟା ସମାଧାନ କରିବେ ବୋଲି କହିଛନ୍ତି। ଯେ ପର୍ଯ୍ୟନ୍ତ ଶ୍ରମିକ ଙ୍କ ସମସ୍ୟା ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ସଂଘ କହିଛି।
ବାଇଟ -୧-
ବାଇଟ -୨-
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
AAAsrar Ahmad
FollowSept 13, 2025 08:27:192
Report
ASAshok Singh Shekhawat
FollowSept 13, 2025 08:22:200
Report
LSLaxmi Sharma
FollowSept 13, 2025 08:22:070
Report
LSLaxmi Sharma
FollowSept 13, 2025 08:21:270
Report
VKVishwas Kumar
FollowSept 13, 2025 08:21:150
Report
LSLaxmi Sharma
FollowSept 13, 2025 08:20:590
Report
ASAshok Singh Shekhawat
FollowSept 13, 2025 08:20:490
Report
AKAMAN KAPOOR
FollowSept 13, 2025 08:20:400
Report
AJAvinash Jagnawat
FollowSept 13, 2025 08:20:260
Report
LSLaxmi Sharma
FollowSept 13, 2025 08:20:110
Report
ACAshish Chaturvedi
FollowSept 13, 2025 08:19:590
Report
4
Report
ADAnup Das
FollowSept 13, 2025 08:19:391
Report