Back
Odisha में कांग्रेस के सुदृढ़ कदम, 2029 तक सत्ता की राह साफ?
AMABHAYA MOHANTY
Sept 09, 2025 10:20:47
Keonjhar, Odisha
ଓଡ଼ିଶାରେ କଂଗ୍ରେସ କୁ ସଦୃଢ଼ କରିବା ପାଇଁ କଂଗ୍ରେସ ଏବେ ଠାରୁ ତତ୍ପର ହେଲାଣି । ଜିଲ୍ଳା ଜିଲ୍ଳା ବୁଲି କିପରି ତୃଣ ମୂଳ ସ୍ତରରୁ ସଂଘଠନ କୁ ମଜଭୁତ କରିବେ ସେ ନେଇ ଅଲ ଇଣ୍ଡିଆ କଂଗ୍ରେସ କମିଟି ତରଫରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଭଦ୍ରକ ଜିଲ୍ଳା ଗ୍ରସ୍ତରେ କଂଗ୍ରେସ ସାଂସଦ ତଥା ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ର ପର୍ଯ୍ୟବେକ୍ଷକ କର୍ଣ୍ଣାଟକ ର ବେଲାରୀ ସାଂସଦ ଏରଗେରେ ତୁକାରାମ ଆସି ଜିଲ୍ଲାର ତୃଣମୂଳ ସ୍ତରରେ ନେତାଙ୍କ ସହ ଆଲୋଚନା କରିଥିଲେ । କଂଗ୍ରେସ କୁ କିପରି ସଦୃଢ଼ କରିହେବ ସେ ନେଇ ନେତା କର୍ମୀ ମାନଙ୍କ ସହ ଆଲୋଚନା କରୁଛନ୍ତି । ରାଜ୍ୟରେ ଏବେ ଜିଲ୍ଳା ସଭାପତି ନିଯୁକ୍ତ ହୋଇନଥିବା ବେଳେ ତୁକାରାମ ଙ୍କ ଗସ୍ତ ପରେ ଜିଲ୍ଳା ସଭାପତି ହେବା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ଓଡ଼ିଶାରେ ବିଜେପି ବିଜେଡି ମିଳିମିଶି ଶାସନ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଆଗାମୀ 2029 ରେ ଦେଶ ରେ କଂଗ୍ରେସ ଶାସନ କ୍ଷମତା କୁ ଆସିବା ସହ ଓଡ଼ିଶାରେ ମଧ୍ୟ କଂଗ୍ରେସ ସରକାର ଗଠନ କରିବ ବୋଲି କହିଛନ୍ତି ତୁ । ସେଥି ପାଇଁ ଏହି ସଙ୍ଘଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ର ଉଦେଶ୍ୟ ବୋଲି କହିଛନ୍ତି ।
Byte - ଇ ତୁକାରାମ - ଜିଲ୍ଲା ପର୍ଯ୍ୟବେକ୍ଷକ
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
AAAsrar Ahmad
FollowSept 13, 2025 08:27:192
Report
ASAshok Singh Shekhawat
FollowSept 13, 2025 08:22:200
Report
LSLaxmi Sharma
FollowSept 13, 2025 08:22:070
Report
LSLaxmi Sharma
FollowSept 13, 2025 08:21:270
Report
VKVishwas Kumar
FollowSept 13, 2025 08:21:150
Report
LSLaxmi Sharma
FollowSept 13, 2025 08:20:590
Report
ASAshok Singh Shekhawat
FollowSept 13, 2025 08:20:490
Report
AKAMAN KAPOOR
FollowSept 13, 2025 08:20:400
Report
AJAvinash Jagnawat
FollowSept 13, 2025 08:20:260
Report
LSLaxmi Sharma
FollowSept 13, 2025 08:20:110
Report
ACAshish Chaturvedi
FollowSept 13, 2025 08:19:590
Report
4
Report
ADAnup Das
FollowSept 13, 2025 08:19:391
Report