Back
खोर्डा रोड रेलमंडळ ने SNSPA से महिलाओं के स्वास्थ्य में नया जोश दिया
SMSURYA MOHANTY
Sept 19, 2025 12:02:41
Khordha, Odisha
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ :
ଭୁବନେଶ୍ୱର/ଖୋର୍ଦ୍ଧା ରୋଡ୍, 19 ସେପ୍ଟେମ୍ବର 2025:
ମହିଳା ମାନଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପଦକ୍ଷେପର ଅଂଶ ଭାବରେ, ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ "ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ (SNSPA)" ଆରମ୍ଭ କରିଛି । 17 ସେପ୍ଟେମ୍ବରରୁ 2 ଅକ୍ଟୋବର 2025 ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏହି ଅଭିଯାନର ଲକ୍ଷ୍ୟ ହେଉଛି ପ୍ରତିରୋଧକ ସ୍ୱାସ୍ଥ୍ୟସେବା ଉପରେ ସଚେତନତା ସୃଷ୍ଟି କରିବା ଏବଂ ମହିଳା, ଶିଶୁ ଏବଂ ରେଳ ପରିବାର ପାଇଁ ସମଗ୍ର ରେଳମଣ୍ଡଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ।
ଉଦଘାଟନୀ ଦିବସରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ କାର୍ଯ୍ୟଖସଡ଼ା ଉପରେ ଏକ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମହିଳା, ଶିଶୁ ଏବଂ ରେଳ ପରିବାର ମଧ୍ୟରେ ସ୍ୱାସ୍ଥ୍ୟସେବା ସଚେତନତାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା ।
ଅଭିଯାନର ଅଂଶ ସ୍ୱରୂପ:
• 18 ସେପ୍ଟେମ୍ବରରେ ଖୋର୍ଦ୍ଧା ରୋଡ୍ ଅଡିଟୋରିୟମ୍ ଠାରେ ସଫାଇ ମିତ୍ରମାନଙ୍କର ଯକ୍ଷ୍ମା ସ୍କ୍ରିନିଂ ସହିତ ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯାଇଥିଲା ଯେଉଁଠାରେ ଭାରତ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକାରୀ ଯୋଜନା ମଧ୍ୟ ପ୍ରଦର୍ଶିତ ହୋଇଥିଲା ।
• 19 ସେପ୍ଟେମ୍ବର 2025ରେ ଖୋର୍ଦ୍ଧା ରୋଡ୍ ଅଡିଟୋରିୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ମୋଟ ୩୮ ଜଣ ରକ୍ତଦାତା (୩୫ ଜଣ ପୁରୁଷ ଏବଂ ୩ ଜଣ ମହିଳା) ଏହି ମହତ କାର୍ଯ୍ୟ ପାଇଁ ଆଗେଇ ଆସିଥିଲେ । ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି ନିଜେ ରକ୍ତଦାନ କରି ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଏପରି ମାନବୀୟ ପଦକ୍ଷେପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ ।
• ମହିଳା ହିତାଧିକାରୀଙ୍କ ପାଇଁ କର୍କଟ ରୋଗ ପରୀକ୍ଷା ଶିବିର 20 ଏବଂ 24 ସେପ୍ଟେମ୍ବରରେ କର୍ପୋରେଟ୍ ହସ୍ପିଟାଲ୍ସ ସହଯୋଗରେ ଖୋର୍ଦ୍ଧା ରୋଡ୍ ଅଡିଟୋରିୟମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କ ଉପରେ ବିଶେଷ ଧ୍ୟାନ ଦେଇ ସୋମେପେଟାରେ ମାସିକ ଋତୁସ୍ରାବ ପରିଷ୍କାର ପରିଚ୍ଛନ୍ନତା, ANC ଯାଞ୍ଚ ଏବଂ ଶିଶୁମାନଙ୍କର ଟୀକାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଅଛି ।
ଏହା ବ୍ୟତୀତ, ପନ୍ଦର ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନ ସମୟରେ ପୁରୀ, ଅନୁଗୁଳ, କଟକ, କେନ୍ଦୁଝରଗଡ଼, ଭଦ୍ରକ, ବ୍ରହ୍ମପୁର, ପାରାଦୀପ, ପଲାସା ଏବଂ ଖୋର୍ଦ୍ଧା ରୋଡରେ ମହିଳା ସ୍ୱାସ୍ଥ୍ୟ, କିଶୋରୀ ବାଳିକା ଏବଂ ଶିଶୁ ଯତ୍ନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ ଦ୍ୱାରା ସଚେତନତା କରାଯିବ ।
ଏହି ଅଭିଯାନ “ସୁସ୍ଥ ମହିଳା, ସଶକ୍ତ ପରିବାର” ଦୃଷ୍ଟିକୋଣ ପ୍ରତି ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରୁଅଛି ଯାହା ରେଳବାଇର ଭାଇଚାରା ଏବଂ ସମାଜ ପାଇଁ ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟସେବା ଏବଂ କଲ୍ୟାଣ ସୁନିଶ୍ଚିତ କରିଥାଏ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
STSharad Tak
FollowSept 19, 2025 14:03:380
Report
BSBHUPENDAR SINGH SOLANKI
FollowSept 19, 2025 14:03:270
Report
AOAjay Ojha
FollowSept 19, 2025 14:03:100
Report
SSSUNIL SINGH
FollowSept 19, 2025 14:02:450
Report
VSVISHAL SINGH
FollowSept 19, 2025 14:02:350
Report
NJNarendra Jaiswal
FollowSept 19, 2025 14:02:280
Report
RTRAJENDRA TIWARI
FollowSept 19, 2025 14:02:160
Report
AKAtul Kumar
FollowSept 19, 2025 14:02:010
Report
RTRAJ TAKIYA
FollowSept 19, 2025 14:01:510
Report
RSRahul shukla
FollowSept 19, 2025 14:01:15Amethi, Uttar Pradesh:OPEN PTC- लाइक और कमेंट के चक्कर में अमेठी के रीलबाज सोशल मीडिया पर नियमों की धज्जियां उड़ाते नजर आ रहे हैं
CLOSE PTC- वीडियो वायरल होने के बाद पुलिस रीलबाज की तलाश में जुटी है
0
Report
SJSantosh Jaiswal
FollowSept 19, 2025 14:00:130
Report
Jhansi Rly. Settl, Jhansi, Uttar Pradesh:झांसी प्रेमनगर थाना क्षेत्र नगरा सीपरी मार्ग माल गोदाम पर हुआ भीषण एक्सीडेंट 2 स्कूटर सवारों को ट्रक ने मारी जोरदार टक्कर स्कूटर साबर हुए गंभीर रूप से घायल घायलों को उपचार के लिए स्वस्थ केंद्र भेजा गया नो एंट्री में जम कर निकाले जाते मॉल से भरे भारी भरकम ट्रक प्रतिबंधित नो एंट्री मुख्य बाजार से रोज होता लोगो की जान से खिलवाड़ हो रहा।
1
Report
0
Report
1
Report
ASArvind Singh
FollowSept 19, 2025 13:45:360
Report