Back
परादीप में गो मांस चालन घोटाला: राजनीति भी गिरफ्त से नहीं दूर!
NBNARAYAN BEHERA
Sept 09, 2025 09:30:10
Paradeep, Odisha
Slug - Go Chalan
Dt - 09/09/2025
Place - Paradip
Format - Avb
Anchor -ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଗୋ ମାଂସ ଚାଲାଣ ଭଳି ଏକ ଚାଞ୍ଚଲ୍ୟ କର ଘଟଣା ସାମ୍ନାକୁ ଆସିଛି। କୁଜଙ୍ଗ ଥାନା ଅଧୀନରେ କିଛି ପ୍ରତିଷ୍ଠିତ ବ୍ୟକ୍ତି ଗୋ ମାଂସ ବ୍ୟବସାୟ ଆରମ୍ଭ କରିଛନ୍ତି। ଏଠାରୁ ପାରାଦ୍ଵୀପ ବନ୍ଦର ଓ ଧାମରା ବନ୍ଦର କୁ ପଠାଯାଉଛି ମାଂସ। ଗତକାଲି ରାତିରେ ଭୂତୁମୁଣ୍ଡାଇ ନିକଟ ରୁ ଏକ ଟାଟା ମ୍ୟାଜିକ୍ ଗାଡ଼ି ରୁ ୧୩ ବସ୍ତାରୁ ଉର୍ଦ୍ଧ୍ବ ମାଂସ ଜବତ କରିଛି ଲକ୍ ଥାନା ପୋଲିସ। ବଜରଙ୍ଗ ଦଳ ର କିଛି ସଦସ୍ୟ ଏହି ଗାଡିକୁ ଅଟକାଇବା ସହିତ ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ ଗାଡି କୁ ଜବତ କରିବା ସହିତ ଡ୍ରାଇଭର କୁ ମଧ୍ୟ ଅଟକ ରଖିଛି। ତେବେ ଗାଡ଼ି ଭିତରେ ପାଖାପାଖି ୧୩ ଟି ମୁହଁ ବନ୍ଧା ହୋଇଥିବା ବସ୍ତା ଥିବା ବେଳେ, ଏହା ଉପରେ ଛେଳି ଚମଡା ରଖାଯାଇଥିଲା। ତେବେ ଏହି ଗୋ ମାଂସ ବ୍ୟବସାୟ ରେ ସ୍ଥାନୀୟ କିଛି ରାଜନୈତିକ ବ୍ୟକ୍ତି ଙ୍କ ହାତ ରହିଥିବା ବେଳେ ଗତ ବର୍ଷେ ହେଲା କୁଜଙ୍ଗ ଅଞ୍ଚଳରୁ ପାରାଦ୍ଵୀପ, ଧାମରା ବନ୍ଦର କୁ ଗୋ ମାଂସ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ପୋଲିସ ଗାଡି କୁ ଜବତ କରିବା ସହିତ ବସ୍ତାରେ କି ମାଂସ ରହିଛି ତାହାର ଯାଞ୍ଚ୍ ପାଇଁ ପଶୁ ସମ୍ପଦ ବିଭାଗର ସହାୟତା ନେଇଥିବା ବେଳେ ଡ୍ରାଇଭର କୁ ଅଟକ ରଖି ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।
ବାଇଟ - ୧-
ବାଇଟ -୨-
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ANAJAY NATH
FollowSept 13, 2025 08:30:250
Report
ATAnuj Tomar
FollowSept 13, 2025 08:30:170
Report
AJAvinash Jagnawat
FollowSept 13, 2025 08:30:100
Report
0
Report
0
Report
AAAsrar Ahmad
FollowSept 13, 2025 08:27:192
Report
ASAshok Singh Shekhawat
FollowSept 13, 2025 08:22:200
Report
LSLaxmi Sharma
FollowSept 13, 2025 08:22:070
Report
LSLaxmi Sharma
FollowSept 13, 2025 08:21:270
Report
VKVishwas Kumar
FollowSept 13, 2025 08:21:150
Report
LSLaxmi Sharma
FollowSept 13, 2025 08:20:590
Report
ASAshok Singh Shekhawat
FollowSept 13, 2025 08:20:490
Report
AKAMAN KAPOOR
FollowSept 13, 2025 08:20:400
Report
AJAvinash Jagnawat
FollowSept 13, 2025 08:20:260
Report
LSLaxmi Sharma
FollowSept 13, 2025 08:20:110
Report