Back
हिंदी में प्रमुख समाचार प्रतिक्रिया: सुपोध सिंह को 15 दिन की रिमांड, राजस्थान पुलिस के साथ बड़ा खुला...
ANAJAY NATH
Feb 06, 2026 18:01:27
Sambalpur, Odisha
ମନ୍ନପୂରମ ଗୋଲଡ଼ ଲୁଟ ଘଟଣା ର ମାଷ୍ଟର ମାଇଣ୍ଡ ସୁବୋଧ ସିଂ କୁ ୧୫ ଦିନିଆଁ ରିମାଣ୍ଡ ରେ ନେଲା ରାଜସ୍ଥାନ ପୋଲିସ |ଆଜି ଅପରାହ୍ନ ରେ ରାଜସ୍ଥାନ ପୋଲିସ ଏକ ଭେନ ରେ କୁଖ୍ୟାତ ଅପରାଧୀ ସୁବୋଧ ସିଂ କୁ ରିମାଣ୍դ ରେ ନେଇଛି | ଆଜି ସମସ୍ତ ଅନୁସାଙ୍ଗିକ କାର୍ଯ୍ୟ ସମାପନ ପରେ ସମ୍ବଲପୁର ମଣ୍ଡଳ କରାଗାର ରୁ ରାଜସ୍ଥାନ ପୋଲିସ ସୁବୋଧ ସିଂ କୁ ୧୫ ଦିନିଆଁ ରିମାଣ୍ଡ ରେ ନେଇଛି | ସୂଚନା ଥାଉ କି ଗତ ବର୍ଷ ଜାନୁଆରୀ ୨୦୨୫ ମਸିହାରେ ଫାଟକ ମନ୍ନପୂରମ ଗୋଲଡ଼ ଲୋନ କାର୍ଯ୍ୟାଳୟ ରେ ପାଖାପାଖି ୩୦ କେਜି ସୁନା ଲୁଟ କରି ଫେରାର ହୋଇଯାଇଥିଲା ସୁବୋଧ ସିଂ ଓ ତାଙ୍କ ଦଳ| ଲୁଟ ଦିନ ସକାଳ ସାଢେ ନ ଟା ସମୟରେ ଦୁଇ ଜଣ ବ୍ୟକ୍ତି ମଟର ସାଇକେଲ ରେ ଆସି ମନ୍ନପୂରମ ଗୋଲଡ଼ ଲୋନ କାର୍ଯ୍ୟାଳୟ କୁ ପଶି ଗନ ପଏଣ୍ଟ ରେ ସୁନା ଧରି ଫେରାର ମାରିଥିଲେ |ତା ପରେ ସୁନା ଉଭାନ ହୋଇଯାଇଥିଲା|ପରବର୍ତୀ ସମୟରେ ପୋଲିସ ଏ ଘଟଣା ରେ ସୁବୋଧ ସିଂ କୁ ଗିରଫ କରି ସମ୍ବଲପୁର ମଣ୍ଡଳ କାରାଗାର ରେ ରଖିଥିଲେ |କିନ୍ତୁ ସୁନା ଆଜି ପର୍ଯ୍ୟନ୍ତ ଉଦ୍ଧାର ହୋଇ ନ ଥିଲା |ସୁନା ଲୁଟଣ ଘଟଣା ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ ହୋଇସାରିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ସୁବୋଧ ସିଂ ର ମୁହଁ ଖୋଲି ପାରି ନ ଥିଲା ପୋଲିସ |ତା ସହିତ ସୁନା ମଧ୍ୟ ଉଦ୍ଧାର ହୋଇପାରି ନ ଥିଲା |ଆଜି ଏକ ପୃଥକ ଘଟଣା ରେ ରାଜସ୍ଥାନ ପୋଲିସ ସୁବୋଧ ସିଂ କୁ ୧୫ ଦିନିଆଁ ରିମାଣ୍ଡ ରେ ନେଇଛି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
NKNished Kumar
FollowFeb 06, 2026 19:15:120
Report
0
Report
ASAshutosh Sharma1
FollowFeb 06, 2026 19:01:260
Report
PPPraveen Pandey
FollowFeb 06, 2026 19:01:100
Report
दुर्ग में सीएम साय की अध्यक्षता में पिछड़ा वर्ग विकास प्राधिकरण की बैठक संपन्न; 80 करोड़ बजट, आईटी प
0
Report
JSJitendra Soni
FollowFeb 06, 2026 19:00:190
Report
MKMANTUN KUMAR ROY
FollowFeb 06, 2026 18:46:570
Report
RNRajesh Nilshad
FollowFeb 06, 2026 18:46:320
Report
NKNished Kumar
FollowFeb 06, 2026 18:46:180
Report
RSRAhul Sisodia
FollowFeb 06, 2026 18:46:030
Report
SYSUNIL YADAV
FollowFeb 06, 2026 18:45:490
Report
ABAnnu Babu Chaurasia
FollowFeb 06, 2026 18:45:420
Report
ADASHISH DWIVEDI
FollowFeb 06, 2026 18:45:220
Report
ABAmit Bhardwaj1
FollowFeb 06, 2026 18:32:170
Report