Back
विश्वविद्यालय परिसर में विसुट व अल्ट्राटेक सेमेंट के भ्रमण से छात्र-छात्राओं का भविष्य उज्वल
ANAJAY NATH
Mar 23, 2026 15:18:02
Sambalpur, Odisha
ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶୱବିଦ୍ୟାଳୟ ପରିସରରେ ଭିସୁଟ ଏବଂ ଅଲ୍ଟ୍ରାଟେକ ସିମେଣ୍ଟ ତରଫରୁ ଶିକ୍ଷାଗତ ଅନୁଭବ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଭିସୁଟ ଏବଂ ଇଣ୍ଡିଆର ନମ୍ବର ୧ ସିମେଣ୍ଟ କମ୍ପାନୀ ଅଲ୍ଟ୍ରାଟେକ ସିମେଣ୍ଟ ତରଫରୁ ଏକ ଶିକ୍ଷାଗତ ଅନୁଭବ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର , ବରାଗଡ଼ , ଝାରସୁଗୁଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ରାଜମିସ୍ତ୍ରୀ , ଠିକାଦାର ଓ ତାଙ୍କର ପିଲାମାନେ ଯୋଗାଦେଥିଲେ । କିପରି ପିଲାମାନେ ତାଙ୍କ ଶିକ୍ଷାଗତ ବୃତ୍ତି କୁ ସୁଦୃଢ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା। ଭିସୁଟର ରେଜିଷ୍ଟ୍ରାର ଶ୍ରୀ ପ୍ରଦୀପ ଡାଙ୍ଗ , ଡିନ CDCE ପ୍ରଫେସର ଗଣେଶ୍ୱର ସାଥ , ଡିନ ସ୍ଟୁଡେଣ୍ଟ ବେଲଫର ପ୍ରଫେସର ଆର ଆର ଦାଶ , ଭି ପି ଟେକ୍ନିକାଲ ସୋସାଇଟି ଡା ତୃପ୍ତି ରଞ୍ଜନ ମହାପାତ୍ର ଏବଂ ଅଲ୍ଟ୍ରାଟେକ ପକ୍ଷରୁ ପଶ୍ଚିମ ଓଡିଶା ମୁଖ୍ୟ ସୌମେନ୍ଦୁ ମହାପାତ୍ର , ଏଚ ଆର ମୁଖ୍ୟ ଫୁରକନ ଅଲି , ପଶ୍ଚିମ ଓଡିଶା ବୈଷୟିକ ମୁଖ୍ୟ ଇଂ ପ୍ରବୀଣ କୁମାର , ସମ୍ବଲପୁର ସେଲସ ମୁଖ୍ୟ ଯଯାତି ପଟନାୟକ ଏବଂ ଇଂ ପ୍ରଭାସ କୁମାର ବିଶ୍ୱାଳ ଯୋଗଦେଇ ପିଲାମାନଙ୍କର ଭବିଷ୍ୟତ କେମିତି উଜ୍ବଳ ହେବ ସେ ଉପରେ ଆଲୋକପାତ କରିଥିଲେ । ଶେଷରେ ଛାତ୍ରମାନେ ଭିସୁଟର ସମସ୍ତ ବୈଷୟିକ ବିଭାଗ ପରିଦର୍ଶନ କରି ବୈଷୟିକ ଶିକ୍ଷା ବାବଦରେ ଯଥେଷ୍ଟ ଅନୁଭବ ନେଇଥିଲେ ଯାହାକି ସେମାନଙ୍କର ଆଗାମୀ ଶିକ୍ଷା ବୃତ୍ତି ରେ ଯଥେଷ୍ଟ ସହାୟକ ହେବ । ସର୍ବ ଶେଷରେ ଅଭିଭାବକ ମାନେ ଭିସୁଟ ଓ ଅଲ୍ଟ୍ରାଟେକ କୁ ଧନ୍ୟବାଦ ଜ୍ଞାପନ କରିବା ସଂଗେ ସଂଗେ ଏହା ତାଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଯଥେଷ୍ଟ ଉପକାରୀ ହବ boloଇ ଆଶା ବ୍ୟକ୍ତ କରିଥିଲେ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DKDAVESH KUMAR
FollowMar 23, 2026 16:15:090
Report
ASAshutosh Sharma1
FollowMar 23, 2026 16:05:09478
Report
458
Report
JGJugal Gandhi
FollowMar 23, 2026 16:04:46564
Report
PSPramod Sharma
FollowMar 23, 2026 16:02:23503
Report
PKPankaj Kumar
FollowMar 23, 2026 16:02:02589
Report
KSKISHORE SHILLEDAR
FollowMar 23, 2026 16:01:32467
Report
544
Report
KHKHALID HUSSAIN
FollowMar 23, 2026 16:01:18572
Report
DKDeepesh Kumar
FollowMar 23, 2026 16:01:00519
Report
ASANIMESH SINGH
FollowMar 23, 2026 16:00:46572
Report
PCPranay Chakraborty
FollowMar 23, 2026 16:00:36572
Report
RKRakesh Kumar
FollowMar 23, 2026 16:00:24391
Report
469
Report
1016
Report