Back
खोरड़ा रोड रेलवे मंडल ने कर्मचारियों के वेतन खाते के लिए कनारा बैंक से समझौता
SMSURYA MOHANTY
Dec 12, 2025 09:34:42
Khordha, Odisha
ରେଳ କର୍ମଚାରୀଙ୍କ ଦରମା ଆକାଉଣ୍ଟ ସୁବିଧା ବୃଦ୍ଧି କରିବା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସହିତ କାନାରା ବ୍ୟାଙ୍କର ବୁଝାମଣାପତ୍ର ସ୍ୱାକ୍ଷର :
ଖୋର୍ଦ୍ଧା:- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଆଜି ରେଳ କର୍ମଚାରୀଙ୍କ ଦରମା ଆକାଉଣ୍ଟ ପ୍ୟାକେଜ୍ ଅଧୀନରେ ଉନ୍ନତ ସୁବିଧା ପ୍ରଦାନ କରିବା ପାଇଁ କାନାରା ବ୍ୟାଙ୍କ ସହିତ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛି । ଏହି ବୁଝାମଣା ପତ୍ର କର୍ମଚାରୀ କଲ୍ୟାଣ ଏବଂ ଆର୍ଥିକ ସୁବିଧାରେ ଉନ୍ନତି ଆଣିବା ପାଇଁ ସହାୟକ ହେବ ।
ଏହି ପଦକ୍ଷେପ କାନାରା ବ୍ୟାଙ୍କ ସର୍କଲ୍ ଅଫିସ, ଭୁବନେଶ୍ୱରର ମହାପ୍ରବନ୍ଧକ ଶ୍ରୀ ସୁମନ ଚକ୍ରବର୍ତ୍ତୀ ଏବଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର କାର୍ଯ୍ୟକାରୀ ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ପ୍ରମୋଦ ବେହେରା ଆନୁଷ୍ଠାନିକ ଭାବରେ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି.କେ. ବେହେରା ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । କାନାରା ବ୍ୟାଙ୍କର ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ଶ୍ରୀ ଅମ୍ବିକା ସିଂ, ଶ୍ରୀ ସରତ ଚନ୍ଦ୍ର ଭୋଇ, ଶ୍ରୀ ତି ଅକିଲା, ଶ୍ରୀ ଶୋଭମୟ ହାଲଦାର, ଶେଖ ମେହବୁବ, ଶ୍ରୀମତୀ ରୀତା ଦାସ, ଶ୍ରୀ ଖଗେଶ୍ୱର ସାହୁ; ଶ୍ରୀମତୀ ସସ୍ମିତା ମହାପାତ୍ର, ଶ୍ରୀ ସୁରଜ କୁମାର ଦତ୍ତ ଏବଂ ସୁଶ୍ରୀ ଆଦ୍ୟାଶା ଦାଶ ପ୍ରମୁଖ ଉପସ୍ଥିତ ଥିଲେ |
ରେଳବାଇ ସ୍ୱୀକୃତିପ୍ରାପ୍ତ ଟ୍ରେଡ୍ ୟୁନିଅନର ପ୍ରତିନିଧି ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ମଣ୍ଡଳ ସଂଯୋଜକ ଶ୍ରୀ ଏସ୍.କେ. ଭଞ୍ଜ, ପୂର୍ବତଟ ରେଳପଥ ଶ୍ରମିକ ୟୁନିୟନର ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀ ଆର.କେ. ଦାସଙ୍କ ସହ ଶ୍ରୀ ଏନ୍.କେ. ପରିଡା ଅଂଶ ଗ୍ରହଣ କରିଥିଲାବେଳେ ରେଳ କର୍ମଚାରୀ ଏବଂ ବ୍ୟାଙ୍କ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ।
ଏହି ବୁଝାମଣା କର୍ମଚାରୀମାନଙ୍କ ପାଇଁ ଆର୍ଥିକ ସେବାକୁ ସରଳ କରିବ ଏବଂ ସେମାନଙ୍କୁ ଦରମା ଆକାଉଣ୍ଟ୍ ଯୋଜନା ଅଧୀଣରେ ଅନେକ ଲାଭଦାୟକ ସୁବିଧା ପ୍ରଦାନ କରିବ ଭୋଲି ଆଶା କରାଯାଉଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MSManish Singh
FollowJan 23, 2026 11:50:170
Report
KAKHURSHEED AALAM
FollowJan 23, 2026 11:50:030
Report
DCDhruv Chaudhary
FollowJan 23, 2026 11:49:32Noida, Uttar Pradesh:DELHI: TWO DEAD BODIES FOUND IN SAHIBI RIVER IN NAJAFGARH AREA
0
Report
ADAnkush Dhobal
FollowJan 23, 2026 11:49:040
Report
RKRaj Kishore Soni
FollowJan 23, 2026 11:48:550
Report
MTManish Thakur
FollowJan 23, 2026 11:48:290
Report
AAANOOP AWASTHI
FollowJan 23, 2026 11:47:550
Report
ASASHISH SRIVASTAVA SUL
FollowJan 23, 2026 11:47:320
Report
ASAkash Sharma
FollowJan 23, 2026 11:47:210
Report
PCPUSHKAR CHAUDHARY
FollowJan 23, 2026 11:46:380
Report
G1GULSHAN 1
FollowJan 23, 2026 11:46:170
Report
ASAVNISH SINGH
FollowJan 23, 2026 11:45:500
Report
JPJai Prakash
FollowJan 23, 2026 11:45:380
Report
RSRAhul Sisodia
FollowJan 23, 2026 11:45:10Noida, Uttar Pradesh:दावोस पाकिस्तान में तानाशाह बन चुके सेना प्रमुख आसिम मुनीर लगातार डर में जी रहे हैं. Pakistan’s Army Chief Asim Munir is walking around in a bulletproof jacket.
0
Report
0
Report