Back
जगतसिंहपुर के नुआगांठा में किसान मेले में उन्नत कृषि यंत्रों का प्रदर्शन
NBNARAYAN BEHERA
Mar 18, 2026 10:47:01
Paradeep, Odisha
ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୃଷି ଯାନ୍ତ୍ରୀକ ଓ ବୈଷୟିକମହାବିଦ୍ୟାଳୟ (CAET), ଓ.ୟୁ.ଏ.ଟି, ଭୁବନେଶ୍ୱରର ୪ଟି ସର୍ବଭାରତୀୟ ସମନ୍ଵିତ ଗବେଷଣା ପ୍ରକଳ୍ପ (AICRP) o କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ସଂଯୁକ୍ତ ଆନୁକୂଳ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଫେସର ମ Mr୍କଣ୍ଡେୟ ମହାପାତ୍ର (କୃଷି ଯନ୍ତ୍ରପାତି ଓ ଶକ୍ତି) ଯୋଗଦେଇ କୃଷି କ୍ଷେତ୍ରରେ ଉନ୍ନତ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଶ୍ରମ ସଞ୍ଚୟ ଓ ଉତ୍ପାଦନ ବୃଦ୍ଧି ସମ୍ଭବ ବୋଲି ଉଲ୍ଲେଖ କରିଥିଲେ। ପ୍ରଫେସର ପ୍ରଦୀପ୍ତ କୁମାର ସାହୁ (ଅକ୍ଷୟ ଶକ୍ତି) ଶକ୍ତି ସଞ୍ଚୟ ଓ ସୌର ଶକ୍ତି ଆଧାରିତ କୃଷି ଯନ୍ତ୍ରପାତି ବ୍ୟବହାର ଉପରେ ଆଲୋକପାତ କରିଥିଲେ। ପ୍ରଫେସର ଉମା ଶଙ୍କର ପାଳ (ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ) ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ଯନ୍ତ୍ରପାତି ଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧି କରିପାରିବ ବୋଲି କହିଥିଲେ। ସହକାରୀ ପ୍ରଫେସର ଅନୁପ କୁମାର ବେହେରା ଓ ଡଃ ଦ୍ୱାରିକା ମୋହନ ଦାସ ବିଭିନ୍ନ କୃଷି ଯନ୍ତ୍ରପାତି, ବିଶେଷକରି ପମ୍ପ ସେଟ୍ର ସୁରକ୍ଷିତ ବ୍ୟବହାର ଓ ରକ୍ଷାଣାବେକ୍ଷଣ ବିଷୟରେ ବିସ୍ତାରିତ ଆଲୋଚନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ଜୀବନଜିତ ସେନ୍ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକଳାପ ଓ କୃଷକମାନଙ୍କ ପାଇଁ ଚାଲୁଥିବା ବିଭିନ୍ନ ପ୍ରଶିକ୍ଷଣ କାଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ଡଃ ପ୍ରଦୀପ୍ତ ମାଛୀ (ମୃତ୍ତିକା ବିଜ୍ଞାନୀ), ଶ୍ରୀ ଦେବାଶିଷ ପଣ୍ଡା (ଉଦଭିଦ ସୁରକ୍ଷା ବିଜ୍ଞାନୀ) ଓ ଶ୍ରୀମତୀ ସସ୍ମିତା ପୁରୋହିତ (ଗୃହ ବିଜ୍ଞାନୀ) କୃଷିର ବିଭିନ୍ନ ପ୍ରାସଙ୍ଗିକ ଦିଗ ଉପରେ ଚାଷୀମାନଙ୍କୁ ଜଣାଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଦ୍ୟୁତ ସୁରକ୍ଷା ଓ ଶକ୍ତି ଚାଳିତ ପମ୍ପ ବ୍ୟବହାର ଉପରେ ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉର୍ଜା ବିଭାଗ, ଜଗତସିଂହପୁରର ସହକାରୀ ନିର୍ବାହୀ ଯନ୍ତ୍ରୀ ଇ . ଆୟେଶ ମହାନ୍ତି ଯୋଗଦେଇ ବିଦ୍ୟୁତ ସୁରକ୍ଷା ବିଷୟରେ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସ୍ଥାନୀୟ କୃଷକ ଓ ସାମାଜିକ କର୍ମୀ ଯଥା ଦେବେନ୍ଦ୍ର କୁମାର ତ୍ରିପାଠୀ, ଶରତ କୁମାର ରାଉତ, ନବନିର୍ମାଣ କୃଷକ ମୋର୍ଚ୍ଚା ତରଫରୁ ଦୁର୍ଗା ଚରଣ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବାଲିକୁଦା ପିପଲସ୍ ଆସୋସିଏସନ (BAPA) ର ମୁଖ୍ୟ, ପ୍ରମୋଦ କୁମାର ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲା। ଏହି ଅବସରରେ ୬ ଜଣ ସଫଳ ଚାଷୀ ଓ ୩ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା। ଅଞ୍ଚଳର ଶତାଧିକ ଚାଷୀ ଯୋଗଦେଇ ବିଭିନ୍ନ ଉନ୍ନତ କୃଷି ଯନ୍ତ୍ରପାତି ଯଥା ମଞ୍ଜି ବୁଣା ଯନ୍ତ୍ର, ଧାନ ରୁଆ ଯନ୍ତ୍ର, ଘାସ ବଛା ଯନ୍ତ୍ର, ପାୱାର ଟିଲର୍, ପମ୍ପ ସେଟ୍ ଓ ଡ୍ରୋନ ଆଦିକୁ ବୁଲି ଦେଖିଥିଲେ ଓ ବ୍ୟବହାର ବିଷୟରେ ଜାଣିଥିଲେ। ଏହି ସଂଯୁକ୍ତ କାର୍ଯ୍ୟକ୍ରମ ଦ୍ବାରା କୃଷକମାନେ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କରି ଉତ୍ପାଦନ ବୃଦ୍ଧି ସହିତ ଶ୍ରମ ଓ ଖର୍ଚ୍ଚ କମାଇ ଅଧିକ ଲାଭବାନ ହୋଇପାରିବେ ବୋଲି ମତ ପ୍ରକାଶ ପାଇଥିଲା।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ADAnup Das
FollowMar 18, 2026 12:00:360
Report
134
Report
AAAkshay Anand
FollowMar 18, 2026 11:51:13Noida, Uttar Pradesh:DHARAMSHALA (HIMACHAL PRADESH): TEMPERATURE DROPS AFTER FRESH SNOWFALL ON DHAULADHAR MOUNTAINS/ VISUALS
108
Report
ASAshok Singh Shekhawat
FollowMar 18, 2026 11:50:33168
Report
ASABHISHEK SHARMA1
FollowMar 18, 2026 11:50:21233
Report
AAAkshay Anand
FollowMar 18, 2026 11:50:09Noida, Uttar Pradesh:SHIMLA (HIMACHAL PRADESH): SECOND PHASE OF HIMACHAL PRADESH LEGISLATIVE ASSEMBLY SESSION VISUALS
70
Report
KKKamal Kumar
FollowMar 18, 2026 11:49:52166
Report
RIRamawatar Isran
FollowMar 18, 2026 11:49:41229
Report
VMVimlesh Mishra
FollowMar 18, 2026 11:49:29169
Report
PPPraveen Pandey
FollowMar 18, 2026 11:48:53131
Report
KKKRISNDEV KUMAR
FollowMar 18, 2026 11:48:33180
Report
JGJugal Gandhi
FollowMar 18, 2026 11:48:06186
Report
APAVINASH PATEL
FollowMar 18, 2026 11:47:54116
Report
AAANOOP AWASTHI
FollowMar 18, 2026 11:47:3867
Report
KKKRISNDEV KUMAR
FollowMar 18, 2026 11:47:3188
Report