Back

ଐତିହାସିକ ଶ୍ରୀ ରାମ ନବମୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫ୍ଲାଲଗ ର୍ମାଛ କରାଯାଇଛି।
Amargadia, Odisha
ଭଦ୍ରକ ରେ ଐତିହାସିକ ଶ୍ରୀ ରାମ ନବମୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫ୍ଲାଲଗ ର୍ମାଛ କରାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ମିଳିତ ସହଯୋଗ ରେ।
1
Share
Report
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
Khordha, Odisha:
ଖୋର୍ଦ୍ଧା:- ବେଗୁନିଆ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଓ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ।
0
Share
Report
Khordha, Odisha:
ଖୋର୍ଦ୍ଧା:- ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ସହରରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ, ବ୍ଲକ ଅଫିସ ଘେରିଲେ ଶତାଧିକ କଂଗ୍ରେସ କର୍ମୀ ।
0
Share
Report
Khordha, Odisha:
ଖୋର୍ଦ୍ଧା:- ଷଷ୍ଠ ଜିଲ୍ଲା ପରିଷଦର ଚତୁର୍ଥ ସାଧାରଣ ବୈଠକ ସଭାପତି ରୂପଶ୍ରୀରାଣୀ ଗୁମାନ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ, ବିଭିନ୍ନ ବିଭାଗର ସମସ୍ୟା ସମ୍ପର୍କରେ ଆଲୋଚ ।
0
Share
Report
Khordha, Odisha:
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ବିରୋଧ କରି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ।
0
Share
Report
Khordha, Odisha:
ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ଡକ୍ଟର ବି.ଆର଼. ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ପାଳନ |
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା ଭାରତ ରତ୍ନ ଡଃ ବାବା ସାହେବ ଆମ୍ବେଦକର ଙ୍କ ର ଜନ୍ମ ବାର୍ଷିକୀ ପାଳନ କରାଯାଇଛି। ଏହି ଅବସର ରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ର, ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ. ବାଜ୍ଵା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ ପି କେ ବେହେରା, ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ସମସ୍ତ ଶାଖାଅଧିକାରୀ ଏବଂ କର୍ମଚାରୀ, ଭାରତୀୟ ସମ୍ବିଧାନର ପ୍ରଣେତାଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ|
ଡକ୍ଟର ବି.ଆର.ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଅବସର ରେ, "ଡକ୍ଟର ବି.ଆର.ଆମ୍ବେଦକର - ଭାରତରେ ସାମାଜିକ ନ୍ୟାୟର ପ୍ରତୀକ" ବିଷୟ ରେ, ରେଳ କର୍ମଚାରୀଙ୍କ ମଧ୍ୟରେ, ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।
0
Share
Report
Khordha, Odisha:
ସ୍ଲଗ-ଖୋର୍ଦ୍ଧାରେ ମେରୁଯାତ୍ରା, ନିଆଁରେ ଝୁଲିବା ସାଂଗକୁ ଉତପ୍ତବାଲି ଓ କଂଟାରେ ଗଡ଼ିଲେ ମାନସିକଧାରୀ ।
ଖୋର୍ଦ୍ଧା:-ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ମେରୁଯାତ୍ରା ଅନ୍ୟତମ । ମେରୁଯାତ୍ରା ଉପଲକ୍ଷେ ଖୋର୍ଦ୍ଧା ଉପରସାହି କାମନା ମନ୍ଦିର ଠାରେ ଶତାଧିକ ମାନସିକଧାରୀ ନିଷ୍ଠା ଓ ଉପବାସ ରହି ଏହାକୁ ପାଳନ କରିଥାନ୍ତି । ବିଶେଷ କରି ଏଠାକାର ଦଣ୍ଡୁଆମାନଙ୍କ ଧୂଳିଦଣ୍ଡ, କଂଟାଗଡ଼ା ଓ ନିଆଁରେ ଝୁଲିବାର ଦୃଶ୍ୟ ଅନ୍ୟ କେଉଁଠାରେ ଦେଖିବାକୁ ମିଳିନଥାଏ । ଯାହାକୁ ଦେଖିବା ପାଇଁ ଆଖପାଖ ଅଂଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।
ଦିନ ତମାମ ଚାଲିଥିଲା ପାଟଦଣ୍ଡୁଆମାନଙ୍କ ଦଣ୍ଡଯାତ୍ରା । ଦଣ୍ଡୁଆମାନେ କେତେବେଳେ ଉତପ୍ତବାଲି, ତ ଆଉ କେବେବେଳେ କଂଟା ଉପରେ ଗଡ଼ି ନିଜକୁ ଭଗବାନଙ୍କ ପାଖରେ ସମର୍ପି ଦେଉଥିଲେ । ଖୋର୍ଦ୍ଧା ସହରର ଉପରସାହି କାମନା ମନ୍ଦିର ନିକଟରେ ମେରୁଯାତ୍ରା ପାଇଁ ମାନସିକଧାରୀମାନଙ୍କର ଏଭଳି କିଛି ଥିଲା ଭଗବାନଙ୍କ ନିକଟରେ ନିଜ ଶରୀରର ସମର୍ପଣର ଦୃଶ୍ୟ ।
0
Share
Report
Khordha, Odisha:
ଖୋର୍ଦ୍ଧା:- ବାଣପୁର ଥାନା ପୋଲିସର ସଫଳତା ,ସୁନା ଦୋକାନୀଠୁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ସେଖ ଫିରଦୋଶ ଗିରଫ, କାର, ସ୍କୁଟି, ମାରଣାସ୍ତ୍ର ଓ ବନ୍ଧୁକ ଜବତ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସଡିପିଓ ସଂଜୟ ପଟ୍ଟନାୟକ।
0
Share
Report
Khordha, Odisha:
ଖୋର୍ଦ୍ଧା:- ଓଡ଼ିଶା ନବବର୍ଷ ଅବସରରେ ବକ୍ସି ବାହିନୀ ଯୁବ ସଂଗଠକ ପକ୍ଷରୁ ଏକ ସଚେତନତା ଗଣଦୌଡ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
0
Share
Report
Khordha, Odisha:
ଖୋର୍ଦ୍ଧା:- ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ଓ ଅନୁସୂଚିତ ଜାତି ଜନଜାତି ପରିବାର ପକ୍ଷରୁ ସଂବିଧାନ ପ୍ରଣେତା ଭାରତରତ୍ନ ବିଆର ଆମ୍ବେଦକରଙ୍କ ୧୩୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ।
0
Share
Report