Back
गाजपति जिले के मंदिरों में मंत्रियों की पूजा-अर्चना की चर्चा
PPPREMANANDA PUJARI
Dec 16, 2025 08:33:01
Tehran, Tehran Province
ସ୍ଲଗ- ଗଜପତି ଜିଲ୍ଲା ଜିରାଙ୍ଗ ପଦ୍ମ ସମ୍ભବ ବିହାର ବୁଲିଲେ ୧୦ ବିଧାୟକ ଙ୍କ ସହ ମନ୍ତ୍ରୀ ବିଭୁତି ଭୂଷଣ ଜେନା।
ଆଙ୍କର - ଗଜପତି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗସ୍ତ କଲେ ମନ୍ତ୍ରୀ ଙ୍କ ସହ ୧୦ ବିଧାୟକ l ପ୍ରଥମେ ଜିଲ୍ଲାର ଦେବଭୂମି ମହେନ୍ଦ୍ରଗିରି ଗସ୍ତ କରି ପ୍ରଭୁ ଗୋପନେଶ୍ୱରଙ୍କ ପାଖରେ ପୂଜା ଅର୍ଚ୍ଚନା ପରେ ରାତ୍ରୀ ଯାପନ କରି ସକାଳ ସୂର୍ଯ୍ୟଦୟ ଦେଖିଥିଲେ lପରେ ମନ୍ତ୍ରୀ ଓ ବିଧାୟକ ମାନେ ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ଗସ୍ତ କରିଥିଲେ l ସେଠାରେ ପହଞ୍ଚିବା ପରେ ମନ୍ଦିରର କୁନି କୁନି ଲାମାମାନେ ମନ୍ତ୍ରୀ ଓ ବିଧାୟକଙ୍କୁ ତିବତିୟ ଉତ୍ତରୀୟ ଦେଇ ଭବ୍ୟ ସ୍ବାଗତ କରିଥିଲେ l ତାପରେ ଲାମା ଗୁରୁଜୀଙ୍କୁ ସାକ୍ଷାତ କରି ବୁଦ୍ଧଙ୍କ ଦର୍ଶନ କରିବା ସହ ତାଙ୍କର ସାନିଧ୍ୟ ଲାଭ କରିଥିଲେ l ସରକାରଙ୍କ ତରଫରୁ ଗଜପତି ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟିତ ଥିବା ନେଇ ମନ୍ତ୍ରୀ ଙ୍କ ସହ ବିଧାୟକ ମାନେ କହିଥିଲେ l ସବୁଠୁ ବଡ଼ କଥା ହେଉଛି ପାରଳାଖେମୁଣ୍ଡି ବିଜେଡି ବଧାୟକ ରୁପେଶ କୁମାର ପାଣିଗ୍ରାହୀ ଏହି ସମସ୍ତ ବିଧାୟକ ଗଣ ରେ ଉପସ୍ଥିତ ରହିଥିଲେ।
ବାଇଟ -୧- ବିଭୁତୀ ଭୂଷଣ ଜେନା , ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ
ବାଇଟ -୨- ବାବୁ ସିଂ, ବିଜେପି ବିଧାୟକ, ସର୍ବୀବ ସମର୍ଥନ ବୁବାନେଶ୍ୱର ଏକାମ୍ର
ବାଇଟ -୩- ରୁପେଶ ପାଣିଗ୍ରାହୀ ( ବିଜେଡି ବଧାୟକ ପାରଳାଖେମୁଣ୍ଡି)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RRRakesh Ranjan
FollowDec 16, 2025 11:55:540
Report
0
Report
YSYatnesh Sen
FollowDec 16, 2025 11:53:230
Report
ADASHISH DWIVEDI
FollowDec 16, 2025 11:52:180
Report
GPGYANENDRA PRATAP
FollowDec 16, 2025 11:51:540
Report
ASARUN SINGH
FollowDec 16, 2025 11:50:400
Report
RMRAJESH MISHRA
FollowDec 16, 2025 11:50:210
Report
NPNavratan Prajapat
FollowDec 16, 2025 11:50:040
Report
VSVIPIN SHARMA
FollowDec 16, 2025 11:49:100
Report
SKSundram Kumar
FollowDec 16, 2025 11:47:470
Report
KCKashiram Choudhary
FollowDec 16, 2025 11:47:250
Report
GPGYANENDRA PRATAP
FollowDec 16, 2025 11:46:520
Report
0
Report
RSRahul shukla
FollowDec 16, 2025 11:46:380
Report
VAVINEET AGARWAL
FollowDec 16, 2025 11:46:170
Report