Back
18 घंटे बाद मान्कडडিয়া जलप्रपात से पर्यटक का शव निकाला गया
PPPREMANANDA PUJARI
Jan 05, 2026 14:01:51
Tehran, Tehran Province
୧୮ ଘଣ୍ଟା ପରେ ମାଙ୍କଡ଼ଡିଆଁ ଜଳପ୍ରପାତରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର, ।
ଦୀର୍ଘ ୧୮ ଘଣ୍ଟା ପରେ ମାଙ୍କଡ଼ଡିଆଁ ଜଳପ୍ରପାତରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । କାଲି ପିକନିକ୍ କରିବାକୁ ଆସି ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ପର୍ଯ୍ୟଟକ ଜଣକ । ମୃତକ ହେଲେ ପାରଳାଖେମୁଣ୍ଡିର ସତୀଶ । ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା। ଆଜି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ରବିବାର ପାରଳାଖେମୁଣ୍ଡିରୁ କିଛି ଯୁବକ ପିକନିକ କରିବାକୁ ମାଙ୍କଡ଼ଡିଆଁ ବେ ଅପରାହ୍ନରେ ଜଳ ଆସିଥିଲେ । ତେବେ ଜଳ ପ୍ରପାତରେ ଗାଧୋଉ ଥୂବା ବେଳେ ଜଣେ ଯୁବକ ନିଖୋଜ ହୋଇଯା ହୋଇଯାଇଛନ୍ତି । ସାଥରେ ଆସିଥିବା ଯୁବକ ମାନେ ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ରା.ଉଦୟଗିରି ପୁଲିସ କୁ ଖବର ଦେଇଥିଲେ ଖବର ପାଇ ରା. উଦୟଗିରି ତହସିଲଦାର ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ । ଆଜି ଶବ କୁ ଉଧାର କରିବା ପରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
APAnand Priyadarshi
FollowJan 07, 2026 05:41:330
Report
BCBasudeb Chatterjee
FollowJan 07, 2026 05:41:040
Report
TCTanya chugh
FollowJan 07, 2026 05:39:530
Report
KAKapil Agarwal
FollowJan 07, 2026 05:39:410
Report
KKKARAN KHURANA
FollowJan 07, 2026 05:39:280
Report
ASAkash Sharma
FollowJan 07, 2026 05:39:050
Report
KKKRISNDEV KUMAR
FollowJan 07, 2026 05:38:140
Report
KKKRISNDEV KUMAR
FollowJan 07, 2026 05:37:310
Report
AKAtul Kumar
FollowJan 07, 2026 05:37:180
Report
SJSantosh Jaiswal
FollowJan 07, 2026 05:36:500
Report
YMYadvendra Munnu
FollowJan 07, 2026 05:34:580
Report
AKAshok Kumar1
FollowJan 07, 2026 05:32:540
Report
ABAmit Bhardwaj1
FollowJan 07, 2026 05:32:25Noida, Uttar Pradesh:stone pelting at Turkoman gate
0
Report