Back
बचपन की शादी रोकने की विश्व शपथ: क्या बदलेगी तस्वीर?
SMSanjay Mohapatra
Sept 14, 2025 14:00:25
Puri, Odisha
Child_marriage
() ବାଲ୍ୟ ବିବାହ ବନ୍ଦ କରିବା ପାଇଁ ବିଶ୍ୱ ଅନ୍ତଃ ବିଶ୍ୱାସ ଶପଥ ପାଠ ସପ୍ତାହ ପୁରୀ ସିଂହଦ୍ୱାର ଠାରେ ପାଳିତ ହୋଇଛି.ସେପ୍ଟେମ୍ବର ୧୨ରୁ ୧୪ପର୍ଯ୍ୟନ୍ତ ଏହି ଶପଥ ସପ୍ତାହ ଆଜି ଶେଷ ହୋଇଛି। ତେବେ ଧର୍ମଗୁରୁ ବି ବାଲ୍ୟ ବିବାହ ବନ୍ଦ ଓ ସଚେତନତା ଉପରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରିଛନ୍ତି। ତେଣୁ ବାଲ୍ୟ ବିବାହ ହେଉଛି ଶିଶୁ ବଳାତ୍କାର ସହ ସମାନ। ତେଣୁ ୨୦୧୧ ଜନ ଗଣନା ଅନୁଯାୟୀ ପ୍ରତି ମିନିଟରେ ଭାରତରେ ତିନୋଟି ଝିଅକୁ ବିବାହ କରାଯାଏ। ଜାତୀୟ ଅପରାଧ ରେକର୍ଡ ଅନୁଯାୟୀ ୨୦୨୨ ମସିହାରେ ସାରା ଦେଶରେ ପ୍ରତିଦିନ ବାଲ୍ୟ ବିବାହ ତିନୋଟି ମାମଲା ପଞ୍ଜିକୃତ ହୋଇଛି. ତେବେ ୭୩୫୦୧ବାଲ୍ୟ ବିବାହ ବନ୍ଦ ହୋଇଛି। ଆସାମରେ ୨୦ଜିଲାରେ ବାଲ୍ୟ ବିବାହ ୮୧ପ୍ରତିଶତ ହ୍ରାସ ପାଇଛି।ତେବେ ଫେଥ ଲିଡର ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସେବାୟତ ଓ ସମାଜସେବୀ ଏବଂ ଅନେକ ବୁଦ୍ଧିଜୀବୀ ଏଥିରେ ସାମିଲ ହୋଇ ବାଲ୍ୟ ବିବାହ ବନ୍ଦ ପାଇଁ ଶପଥ ଗ୍ରହଣ କରିଛନ୍ତି।
ବାଇଟ୍- ଫେଥ ଲିଡର ଅନୁଷ୍ଠାନ କର୍ମକର୍ତା
ବାଇଟ୍- ଫେଥ ଲିଡର ଅନୁଷ୍ଠାନ କର୍ମକର୍ତା
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VMVimlesh Mishra
FollowSept 14, 2025 16:18:142
Report
PSPramod Sinha
FollowSept 14, 2025 16:17:502
Report
ASAmit Singh
FollowSept 14, 2025 16:17:350
Report
BSBIRENDRA SINHA
FollowSept 14, 2025 16:17:140
Report
MKManitosh Kumar
FollowSept 14, 2025 16:17:020
Report
RKRAJESH KUMAR
FollowSept 14, 2025 16:15:520
Report
SMSanjay Mohapatra
FollowSept 14, 2025 16:15:370
Report
KAKapil Agarwal
FollowSept 14, 2025 16:15:260
Report
SKSandeep Kumar
FollowSept 14, 2025 16:15:130
Report
0
Report
2
Report
0
Report
PSParmeshwar Singh
FollowSept 14, 2025 16:04:010
Report
JSJitendra Soni
FollowSept 14, 2025 16:03:490
Report
PKPREMENDRA KUMAR
FollowSept 14, 2025 16:03:330
Report